ଅନ୍ଧାରିଆ ରାସ୍ତାରେ କଲେଜ ପଢୁଆ ଝିଅଙ୍କୁ ଦେଖି ଅ-ଶ୍ଳୀ-ଳ ଆ-ଚର-ଣ କରୁଥିଲା ରୋଡ ରୋମିଓ,ଖାଇଲା ଉତ୍ତମ ମଧ୍ୟମ

ଅନ୍ଧାରିଆ ରାସ୍ତାରେ କଲେଜ ପଢୁଆ ଝିଅ ଓ ମହିଳାଙ୍କୁ ଦେଖୀ ଅ-ଶ୍ଳୀ-ଳ ଆ-ଚର-ଣ କରିବା ଓ ସେମାନଙ୍କ ହାତ ଧରି ଟାଣୁଥିଲା ରୋଡ ରୋମିଓ। ୩ ମାସ ଧରି ରୋଡ ରୋମିଓ ଜଣକ ଏହିଭଳି ଭାବରେ କା-ଣ୍ଡ ଘ-ଟା-ଇ ଫେ-ରା-ର ହୋଇଯାଇଥିଲେ। କିନ୍ତୁ, ଗତକାଲି ରାତିରେ ଯୁବକଙ୍କୁ ଧରି ପକାଇଥିଲେ ଝିଅମାନେ। ଆଉ ସବୁଦିନର ରା-ଗ ଗୋଟିଏ ଦିନରେ ସୁଝି ଦେଇଥିଲେ ଗାଁ ଲୋକମାନେ। ଯୁବକକୁ ଗାଁ ଲୋକମାନେ ମା-ଡ଼ ମା-ରି-ବା ସହିତ କାନ ଧରି ବସଉଠ କରାଇବା ସହିତ ନାକ ଘୋଷାରି ଛାଡ଼ି ଦେଇଥିଲେ।

Google

ଏହିଭଳି ଘ-ଟ-ଣା ଦେଖିବାକୁ ମିଳିଛି ରେମୁଣା ବ୍ଲକ ଦେଓଖଣ୍ଡ ଅଞ୍ଚଳରେ। ଆଉ ରୋଡ ରୋମିଓ ଜଣକ ହେଉଛନ୍ତି, ସେହି ଅଞ୍ଚଳର ପ୍ରମୋଦ ନାରାୟଣ ତ୍ରୀପାଠୀ। ଯୁବକ ଜଣକ ପ୍ରତିଦିନ ନିଜ ବାଇକର ନମ୍ବର ପ୍ଲେଟ ହଟାଇ ଝିଅ ଓ ବୋହୂ ମାନଙ୍କୁ ଅ-ଶ୍ଳୀ-ଳ ଆ-ଚର-ଣ କରିବା ସହ ହାତ ଟାଣି ସେଠାରୁ ପଳାଇ ଯାଉଥିଲା। କିନ୍ତୁ, ଗତକାଲି ରୋଡ ରୋମିଓକୁ ଧ-ରି ପକାଇଥିଲେ ଝିଅମାନେ ଏବଂ ଗାଁ ଲୋକଙ୍କ ପାଖରେ ଜିମା ଦେଇଥିଲେ। ଆଉ ଗାଁ ଲୋକମାନେ ଉ-ତ୍ୟ-କ୍ତ ହୋଇ ରୋଡ ରୋମିଓକୁ ଉତ୍ତମ ମଧ୍ୟମ ଦେଇଥିଲେ। ଆଉ ଶେଷରେ ଯୁବକ ଜଣକ ଝିଅ ଓ ବୋହୂକୁ ଅ-ସଦା-ଚର-ଣ ନ କରିବା ସହିତ ରେମୁଣା ବଜାରକୁ ୬ ମାସ ପର୍ଯ୍ୟନ୍ତ ନ ଆସିବା କଥା କହିବାରୁ ଗାଁ ଲୋକମାନେ ଛାଡି ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *