ଏହି ହରିୟାଣୀ ଗୀତରେ “ସୈନିକ ଭାଇ” କଲେ ଜବରଦସ୍ତ ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ

ହରିୟାଣୀ ଗୀତ ‘୫୨ ଗଜ କା ଦାମନ’ ସବୁ ରେକର୍ଡ ଭାଙ୍ଗି ପ୍ରାୟ ୭୦୦ ମିଲିୟନ ଭ୍ୟୁ ହାସଲ କରିଛି | ଏହି ଗୀତର ନିଶା ଫ୍ୟାନ୍ସଙ୍କ ମୁଣ୍ଡକୁ ଚଢି କଥା କହିଥାଏ | ସେହିପରି ଏହାର ଢେଉ ବର୍ତ୍ତମାନ ସେନା ପର୍ଯ୍ୟନ୍ତ ଯାଇ ପହଞ୍ଚିଛି | ‘୫୨ ଗଜ କା ଦାମନ’ ଗୀତରେ ଜଣେ ସୈନିକ ଭାଇଙ୍କ ଭିଡିଓ ଜବରଦସ୍ତ ଭାଇରଲ ହେଉଛି |

‘୫୨ ଗଜ କା ଦାମନ’ ଗୀତରେ ସୈନିକ ଭାଇଙ୍କ ଭିଡିଓ ଫେସବୁକରେ ଖୁବ ଭାଇରଲ ହେଉଛି | ଏହି ଭିଡିଓକୁ ୭ ଦିନରେ ୩.୫ କୋଟିରୁ ଅଧିକ ଲୋକ ଦେଖିଛନ୍ତି | ଭିଡିଓକୁ ଆସାମ ନେଟୱାର୍କ ପେଜରେ ପୋଷ୍ଟ କରାଯାଇଛି | ଯେଉଁଥିରେ ସୈନିକ ଭାଇ ଟ୍ରାକ ସୁଟ ପିନ୍ଧି ବହୁତ ଭଲ ଡ୍ୟାନ୍ସ କରୁଥିବାର ଦେଖାଯାଉଛି |

ସୈନିକ ଭାଇଙ୍କର ଭାଇରଲ ହେଉଥିବା ୨:୨୮ ମିନିଟର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ସେୟାର ଏବଂ ଲାଇକ କରାଯାଉଛି | ଏହାସହିତ ଫ୍ୟାନ୍ସ କମେଣ୍ଟ ସେକ୍ସନରେ ତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରୁଥିବାର ଦେଖାଯାଇଛି |

୫୨ ଗଜ କା ଦାମନ ଅକ୍ଟୋବର ୨ ତାରିଖ ୨୦୨୦ ରେ ରିଲିଜ ହୋଇଥିଲା, ଏହି ଗୀତ ବର୍ତ୍ତମାନ ସୁଦ୍ଧା ୭୦୦ ମିଲିୟନରୁ ଅଧିକ ଭ୍ୟୁ ପାଇ ହରିୟାଣୀ ସଂସ୍କୃତିର ସର୍ବାଧିକ ଦେଖାଯାଇଥିବା ଗୀତ ପାଲଟିଛି | ଏହି ଗୀତକୁ କେବଳ ହରିୟାଣାରେ ନୁହେଁ ବରଂ ସାରା ଦେଶରେ ପସନ୍ଦ କରାଯାଉଛି | ୫୨ ଗଜ କା ଦାମନ ଉପରେ ୧ ଲକ୍ଷରୁ ଅଧିକ କଣ୍ଟେଣ୍ଟ କ୍ରିଏଟର୍ସ ଇନଷ୍ଟାଗ୍ରାମରେ ରିଲସ ତିଆରି କରି ନିଜ ନିଜର ପ୍ରସ୍ତୁତିକୁ ଦର୍ଶାଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *