ରାଜଧାନୀର କୋଭିଡ ହସ୍ପିଟାଲରେ ଲାଗିଲା ନି-ଆଁ, ୫ ଜଣଙ୍କର ମୃ-ତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକବ୍ୟକ୍ତ

କୋଭିଡ ହସ୍ପିଟାଲରେ ନି-ଆଁ ଲାଗିବା କାରଣରୁ ୫ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଛି। ଶନିବାର ଦିନ ସନ୍ଧ୍ୟାରେ ଛତିଶଗଡର ରାଜଧାନୀ ରାୟପୁରରେ ଏକ ବେସରକାରୀ ଡାକ୍ତରଖାନାରେ ନି-ଆଁ ଲାଗି ଯାଇଥିଲା। ଏହି ନି-ଆଁରେ ୫ ଜଣ କରୋନା ସଂକ୍ରମିତଙ୍କର ମୃ-ତ୍ୟୁ ହୋଇଛି। ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ଯାଦବ ଶନିବାର ସୂଚନା ଦେବା ସମୟରେ କହିଛନ୍ତିଯେ ସହରରେ ପଚପେଡ଼ି ନାକା ଅଞ୍ଚଳରେ ଥିବା ରାଜଧାନୀ ଡାକ୍ତରଖାନାରେ ଶନିବାର ଦିନ ସନ୍ଧ୍ୟା ସମୟରେ ହଠାତ ଅ-ଗ୍ନି-କା-ଣ୍ଡ ଘଟିଥିଲା। ଏହା କାରଣରୁ ୫ ଜଣ ରୋଗୀଙ୍କର ମୃ-ତ୍ୟୁ ହୋଇଛି। ଏହି ମୃ-ତ-କ-ଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।

ଏହି ଡାକ୍ତରଖାନାରେ ଅ-ଗ୍ନି-କା-ଣ୍ଡ ସର୍ଟ ସର୍କିଟ କାରଣରୁ ଘଟିଛି। ନି-ଆଁ ଏତେ ମାତ୍ରାରେ ଭୟ-ଙ୍କର ଥିଲାଯେ, ରୋଗୀମାନେ ଭୟରେ ଦୌଡ଼ିବା ଆରମ୍ଭ କରିଥିଲେ। କିଛି ରୋଗୀଙ୍କୁ ଷ୍ଟ୍ରେଚର ମାଧ୍ୟମରେ ଡାକ୍ତରଖାନାର ବାହାରକୁ ଅଣାଯାଇଥିଲା। ଏହି ଅଗ୍ନି-କାଣ୍ଡ ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୫ ଜଣ କରୋନା ରୋଗୀଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ପୋଲିସ ଏହି ଘ-ଟ-ଣା-ର ତଦନ୍ତ ଆରମ୍ଭ କରିଦେଇଛି। ପ୍ରାଥମିକ ତଦନ୍ତ ଆରମ୍ଭ କରି ପୋଲିସ କହିଛନ୍ତିକି, ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କର ଅବହେଳା କାରଣରୁ ଏହିପରି ଅ-ଘ-ଟ-ଣ ଘଟିଅଛି।

ଅନ୍ୟତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘ-ଟ-ଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ସେ ୫ ଜଣ ମୃ-ତ-କ-ଙ୍କ-ର ପରିବାରକୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଭାବରେ ଦେବେ ବୋଲି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *