କରୋନା ଭାଇରସର ସା-ଙ୍ଘାତି-କ ଚିତ୍ର : ୨୪ ଘଣ୍ଟା ମଧ୍ୟରେ ମହିଳାଙ୍କ ଫୁସଫୁସ ହୋଇଗଲା ଖ-ରା-ପ, ଦେଖନ୍ତୁ ଫଟୋ

ଦିନକୁ ଦିନ କରୋନା ତାର ଉ-ଗ୍ର ରୂପ ଦେଖାଇବାରେ ଲାଗିଛି। ପ୍ରତିଦିନ ୨ ଲକ୍ଷରୁ ଅଧିକ କରୋନାରେ ଆ-କ୍ରା-ନ୍ତ ହେଉଛନ୍ତି। ଏହିଭଳି ଏକ ଅଭା-ବନୀ-ୟ ଘ-ଟ-ଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟା ସହରରେ। ସେହି ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ଉଭୟ ଫୁସଫୁସ ଖ-ରା-ପ ହୋଇଯାଇଛି। ଯାହାର ଫଟୋ ଡାକ୍ତର ଦର୍ଶାଇଛନ୍ତି।

Google

ସୂଚନା ଅନୁଯାୟୀ, କୋଟାରେ ଜଣେ ମହିଳା ଗତ ୯ ତାରିଖରେ ନିଜ ଫୁସଫୁସର ଏ-କ୍ସରେ କରିଥିଲେ। ରି-ପୋ-ର୍ଟ ଭଲ ଆସିଥିଲା। ୧୨ ତାରିଖ ପର୍ଯ୍ୟନ୍ତ ମହିଳା ସୁସ୍ଥ ଥିଲେ। ତାଙ୍କର ବିପି,ଅକ୍ସିଜେନ ସବୁ ଠିକ ଥିଲା । କିନ୍ତୁ, ୧୨ ତାରିଖ ଦିନ ରାତିରେ ମହିଳା ହଠାତ ଅ-ସୁ-ସ୍ଥ ହୋଇପଡ଼ିଥିଲେ ଏବଂ ସେ ୧୩ ତାରିଖ ଦିନ ଛିଡା ମଧ୍ୟ ହୋଇପାରିନଥିଲେ। ଏହାପରେ ସେ ଅକ୍ସିଜେନ ଲେବୁଲ ଚେକ କରିଥିଲେ। ଆଉ ତାଙ୍କର ଅକ୍ସିଜେନ ଲେବୁଲ ୯୪ ରହିଥିଲା। ୧୩ ତାରିଖ ଦିନ ସେ ସିଟିସ୍କାନ କରିଥିଲେ। ଏଥିରେ ତାଙ୍କ ଫୁସଫୁସ ୮୦ ପ୍ରତିଶତ ସଂ-କ୍ରମି-ତ ହୋଇସାରିଥିବା ଜଣାପଡିଥିଲା।

Google

ଏକ୍ସରେ ରି-ପୋ-ର୍ଟ ଅନୁସାରେ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର କେକେ ଡଙ୍ଗ କହିଛନ୍ତି ଯେ, ଏହା ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସେ ଇନ୍ଦୋରର କିଛି ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଏହି କରୋନର ନୂଆ ଷ୍ଟ୍ରେନ ପାଇଁ ଏହିପରି ହୋଇଥାଇ ପାରେ ବୋଲି ସେ ଜାଣିବାକୁ ପାଇଥିଲେ।

ଡାକ୍ତରଙ୍କ ଅନୁସାରେ, ନୂଆ ଷ୍ଟ୍ରେନ ଦ୍ରୁତ ଗତିରେ ସଂ-କ୍ରମ-ଣ ହେଉଛି। ମହିଳାଙ୍କ ଫୁସଫୁସ ଏଥିରେ ସଂ-କ୍ରମି-ତ ହୋଇଛି। ଏହା ଏତେଶୀଘ୍ର ପ୍ରଭାବିତ ହୋଇଛି ଯେ, ଲକ୍ଷଣ ପୂର୍ବରୁ ପ୍ରଭାବିତ ହେଉଛି। ବିପି,ଅକ୍ସିଜେନ ଲେବୁଲ ସବୁ ଠିକ ରହିବା ସତ୍ତ୍ୱେ ଭାଇରସ ଫୁସଫୁସକୁ ଆ-କ୍ରମ-ଣ କରୁଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *