ଦେଖନ୍ତୁ ଭିଡ଼ିଓ : ମାଛ ଧରିବା ପାଇଁ ଫିଙ୍ଗୁଥିବା ଜାଲରେ ନିଜେ ଫସିଗଲେ ଏହି ବ୍ୟକ୍ତି ଜଣକ,ପାଣି ଭିତରକୁ ଟାଣିନେଲା ଓ ଆଉ ତା ପରେ ଘ-ଟି-ଲା ଏମିତି ..

କ’ଣ ଆପଣ ଜାଣନ୍ତି କି ମଣିଷ ଦ୍ୱାରା ଧରାହେଉଥିବା ମାଛ ମଣିଷ ଉପରେ ଆ-କ୍ର-ମ-ଣ କରିଥାଏ?ହୋଇନପାରେ,କିନ୍ତୁ ଏମିତି ଏକ ଘ-ଟ-ଣା ଘଟିଲା,ଯେଉଁଥିରେ ମାଛଧରାଳୀ ଉପରେ ହମଲା ହୋଇଥିଲା|ସୋସିଆଲ ମିଡିଆରେ ଏବେ ବହୁ ପ୍ରକାରର ଭିଡିଓ ଆସୁଛି,କିନ୍ତୁ ଆମେ ଆପଣଙ୍କୁ ତାହା ଦେଖାଉ ଯାହା ଅଜଵଗଜବ|ମଣିଷ ଉପରେ ଏହି ପ୍ରକାରର ହମଲା ଆପଣ ଦେଖିନଥିବେ କି ଶୁଣି ନଥିବେ|ଚାଲନ୍ତୁ ଏହି ମଜାଦାର ଭିଡିଓ ଦେଖିବା:

କ’ଣ ଆପଣଙ୍କୁ ଜଣା କି ମାଛ ମଧ୍ୟ ମଣିଷ ଉପରେ ହମଲା କରିଥାଏ?ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ବିଶ୍ୱାସ ହେବନାହିଁ,ଏହା କେମିତି ହେଲା?ଏହି ଭିଡିଓରେ ଜଣେ ବ୍ୟକ୍ତି ନଦୀ କୂଳରେ ମାଛ ଦେଖି ଧରିବାକୁ ଚେଷ୍ଟା କରୁଥିଲେ,କିନ୍ତୁ ତାକୁ ଜଣାନଥିଲା ଯେ ମାଛମାନେ ତାର ଶି-କା-ର ଉଦ୍ଦେଶ୍ୟରେ ଥିଲେ|କିଛି ସେକେଣ୍ଡରେ ଏହି ବ୍ୟକ୍ତିକୁ କଣ୍ଟା ଧରିବା ଡୋର ସହ ତାକୁ ଭିତରକୁ ଟାଣି ନେଇଗଲେ|

ମାଛମାନେ ସମସ୍ତେ ମିଳିମିଶି ବ୍ୟକ୍ତି ଉପରେ ହମଲା କରିଥିଲେ|ଭିଡିଓରେ ଦେଖାଯାଏ ଯେ ଯେମିତି ବ୍ୟକ୍ତି ଜଣକ ପାଣିରେ ପଡେ ମାଛମାନେ ତା ଉପରେ ଡିଆଁ ମାରନ୍ତି|ଏହି ଭିଡିଓ ଇଣ୍ଟରନେଟ ରେ ଜମିକି ଭାଇରାଲ ହେଉଛି|ଏହି ଭିଡିଓକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ ମାଛମାନେ କିପରି ବ୍ୟକ୍ତିକୁ ଟାଣିନେଲେ|ଦ ଏବରେଜ ଏଙ୍ଗଲର୍ସ ନାମକ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ଏହି ଭିଡିଓ ଅପଲୋଡ଼ କରାଯାଇଅଛି|ଏହି ଭିଡିଓକୁ ଲୋକମାନେ ବହୁ ପସନ୍ଦ କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *