ଦେଖନ୍ତୁ ଭିଡିଓ: ଗାଡିର ସାମ୍ନାକୁ ଆସିଗଲେ ୩ଟି ସିଂହ ଆଉ ତା ପରେ ରାସ୍ତାରେ ଶୋଇଗଲେ,ଆଉ ତା ପରେ …

୧। ସିଂହ ମାନଙ୍କର ମସ୍ତି:-

ସିଂହକୁ ଶିକାର କରୁଥିବାର ଆମେ ଦେଖିଛୁ। ଯେତେବେଳେ ସେମାନେ ଶିକାର କରନ୍ତି, ସେମାନଙ୍କୁ ଚିତ୍କାର କରୁଥିବାର ଦେଖି ଅବସ୍ଥା ଖରାପ ହୋଇଯାଏ। କିନ୍ତୁ ସିଂହମାନଙ୍କୁ ମସ୍ତି କରୁଥିବାର ଦେଖିନଥିବେ। ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ୩ଟି ସିଂହ ଅଛନ୍ତି। ତିନିଜଣ ଯାକ ସଡକରେ ଶୋଇଛନ୍ତି। ସେମାନେ ଗାଡି ଆଗରେ ଶୋଇଯାନ୍ତି। ତାପରେ ସେମାନେ ସଂପୂର୍ଣ୍ଣ ରାସ୍ତାକୁ ବନ୍ଦ କରିଦିଅନ୍ତି।

୨। ଏହା ହେଉଛି ତାଙ୍କର ଭିଡିଓ:-

ଟୁଇଟରରେ ଏହି ଭିଡିଓକୁ ସେୟାର କରାଯାଇଛି। ଟୁଇଟ ମୁତାବିକ, କୁହାଯାଉଛିକି ଏହି ଭିଡିଓ ତାଞ୍ଜାନିୟାର ଅଟେ। ଏଥିରେ ଦେଖାଯାଇପାରିବକି କେମିତି ଦୁଇଟି ସିଂହ ସଡକରେ ଶୋଇଛନ୍ତି। ପୁଣି ଗାଡି ପଛରୁ ତୃତୀୟ ସିଂହ ବାହାରି ଆସେ। ସେ ମଧ୍ୟ ଶୋଇଯାଏ। ତିନିଜଣଯାକ ମସ୍ତି କରୁଥିବାର ଦେଖାଯାନ୍ତି। ନ୍ଯୁଜ ଲେଖାଗଲା ବେଳକୁ ଏହି ଭିଡିଓରେ ୬ ଲକ୍ଷ ୨୩ ହଜାର ଭ୍ୟୁ ଆସି ସାରିଥିଲା।

୩। ମାଟି ରାସ୍ତା ଥିଲା:-

ରାସ୍ତା ନୁହେଁ ଜମି ମଝିରେ ଯାଉଥିବା ମାଟି ରାସ୍ତା ଥିଲା।

୪। ଲାଗୁଛି ତିନିଜଣ ଭାଇ:-

୫। ଶାନ୍ତିପୂର୍ବକ ଢଙ୍ଗରେ ପ୍ରୋଟେଷ୍ଟ କରୁଛନ୍ତି:-

ଜଣେ ୟୁଜର ଲେଖିଲେକି ଲାଗୁଛି ତିନିଜଣ ଯାକ ଶାନ୍ତିପୂର୍ଣ ଢଙ୍ଗରେ ପ୍ରୋଟେଷ୍ଟ କରୁଛନ୍ତି।

୬। ସିଂହ ସବୁ ଜାଣିଥାନ୍ତି:-

୭। Omg କେତେ ସୁନ୍ଦର ହୋଇଥାନ୍ତି ସିଂହ:-

ତେବେ ଭିଡିଓଟି କେମିତି ଲାଗିଲା ଆପଣଙ୍କୁ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *