ସିନେ ଜଗତରେ ପୁଣି ଶୋ-କ-ର ଛାୟା : ପୁଣି ଆଉ ଏକ ଅଭିନେତାଙ୍କ ମୃ-ତ୍ୟୁ,ଜାଣନ୍ତୁ ପୁରା ଖବର

ସିନେ ଜଗତରୁ ଆସିଲା ଆଉ ଏକ ଦୁଃ-ଖ ଖବର | ତାମିଲ ଅଭିନେତା ବିବେକଙ୍କର ମୃ-ତ୍ୟୁ ହୋଇଯାଇଛି | ହୃ-ଦ-ଘା-ତ ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣାପଡିଛି | ସେ ଚେନ୍ନାଇର ଏକ ଘରୋଇ ହ-ସ୍ପି-ଟା-ଲ-ରେ ସେ ଟ୍ରିଟମେଣ୍ଟ ହେଉଥିଲେ | ମୃ-ତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଗତକାଲି ହଠାତ ତାଙ୍କ ଛାତିରେ ଯ-ନ୍ତ୍ର-ଣା ହୋଇଥିଲା,ତା ପରେ ତାଙ୍କୁ ଚେନ୍ନାଇର ସିମ୍ସ ହସ୍ପି-ଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ଅଭିନେତା ବିବେକ ଅ-ସୁ-ସ୍ଥ ହେବାର ଗୋଟିଏ ଦିନ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃ-ତ୍ୟୁ ହୋଇଛି। ତାଙ୍କ ମୃ-ତ୍ୟୁ-ରେ ସିନେ ଜଗତରେ ଶୋକର ଛୟା ଖେଳିଯାଇଛି।

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ହେଉଛନ୍ତି ବିବେକ।ସେ ବିଶେଷ କରି ଫିଲ୍ମରେ କେମଡି ଚରିତ୍ରରେ ଆସିଥାନ୍ତି । ସେ ୧୯୮୦ ଦଶକରେ ବାଲାଚନ୍ଦରଙ୍କ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ ତାମିଲ ଫିଲ୍ମରେ କାମ କରିଛନ୍ତି। ରନ୍‌, ପାର୍ଥିବାନ କନଭୁ, ଅନ୍ନିୟନ, ଶିବାଜି ଭଳି ଫିଲ୍ମରେ କାମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *