ମାଙ୍କଡମାନଙ୍କ ଦଳରେ ପଶିଲା କଙ୍କଡା, ପାଖକୁ ଆସି ମାଙ୍କଡମାନେ ଏମିତି ବଦମାସୀ ହରକତ କଲେ,ଆପଣ ବି ଭିଡ଼ିଓ ଦେଖନ୍ତୁ

ମାଙ୍କଡର ମଜାଳିଆ ଭିଡିଓ:-
ସୋସିଆଲ ମିଡିଆରେ ଏକ ଭିଡିଓ ଏପରି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅନେକ ଦୁଷ୍ଟ ମାଙ୍କଡ଼ ଖାଲି ସ୍ଥାନରେ ବୁଲୁଥିବା କଙ୍କଡା ସହ ବଡମାସୀ କରୁଛନ୍ତି। ଯେତେବେଳେବି ଆମେ କୌଣସି ଅଜବ ପ୍ରାଣୀକୁ ଦେଖୁ, ତେବେ ମନରେ ଅନେକ ପ୍ରକାରର ଚିନ୍ତାଧାରା ଆସିଥାଏଯେ, ଏହା ଆମ ପାଇଁ ବିପଜ୍ଜନକ ତୋ ନୁହେଁ କିମ୍ବା ଏହା ଆମକୁ କୌଣସି କ୍ଷତି କରିବ ନାହିଁ ତୋ। ସେହିଭଳି ମାଙ୍କଡମାନେ ମଧ୍ୟ ଏହିପରି କାର୍ଯ୍ୟ କରୁଥିବାର ଦେଖାଯାଅନ୍ତି।

ଦୁଷ୍ଟ ମାଙ୍କଡ଼ମାନେ ବିରକ୍ତ କରାଇଲେ:-

ମାଙ୍କଡ଼ମାନେ ଅତ୍ୟନ୍ତ ବଦମାସୀ ପ୍ରାଣୀ ଅଟନ୍ତି। ସେମାନଙ୍କର ବଦମାସୀ ଯୋଗୁଁ ଲୋକମାନେ ବହୁତ ଭୟଭୀତ ମଧ୍ୟ ହୁଅନ୍ତି। ଅଜବ ଦେଖାଯାଉଥିବା କଙ୍କଡାକୁ ଦେଖିବା ପରେ ଅନେକ ମାଙ୍କଡ଼ ଏହାକୁ ଘେରିଥିଲେ। ଦୀର୍ଘ ସମୟ ଧରି ଦେଖିବା ପରେ କଙ୍କଡାକୁ ସେମାନେ ହାତ ଦ୍ୱାରା ହଲାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

୧୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏହି ଭିଡ଼ିଓ:-

ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓରେ ମାଙ୍କଡ଼ମାନଙ୍କ ଦ୍ୱାରା କରାଯାଉଥିବା ବଦମାସୀକୁ ଲୋକମାନେ ପସନ୍ଦ କରୁଛନ୍ତି। କିନ୍ତୁ ଏହା ମଧ୍ୟ ଲାଗୁଛିଯେ, ମାଙ୍କଡମାନେ ସେହି ଜୀବକୁ ହଇରାଣ କରୁଛନ୍ତି। କିଛି ଲୋକ ଏହି ଭିଡିଓକୁ ଦେଖି ହସୁଛନ୍ତି ଏବଂ କେହି କେହି କହିଛନ୍ତିଯେ, କଙ୍କଡାକୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯିବା ଉଚିତ୍।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *