ଅଚାନକ କାର ସାମ୍ନାକୁ ଆସିଗଲା ପିଲାଟି, ବାପାଙ୍କ ଚତୁରତା ଯୋଗୁଁ ବଞ୍ଚିଗଲା ପିଲାର ଜୀ-ବ-ନ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବାପରେ ଆପଣଙ୍କ ହାର୍ଟ ବିଟ ଅଟକିଯିବ। ଏହି ଭିଡ଼ିଓ ରୁଷ ଦେଶର ଅଟେ । ଯେଉଁଠାରେ ଏକ ନିୟନ୍ତ୍ରଣ ହରାଇଥିବା କାର ଏକ ପିଲା ସାମ୍ନାକୁ ଆସୁଛି। ସେହି ସମୟରେ ପିଲାଟିର ପିତା ନିଜ ବୁଦ୍ଧି ବଳରେ ନିଜ ପିଲାକୁ ବଞ୍ଚାଇ ଦେଇଛନ୍ତି । ଏହି ଘଟଣା ଏପ୍ରିଲ 14 ତାରିଖରେ ସେଣ୍ଟ ପିଟରସବର୍ଗରେ ହୋଇଥିଲା ।

ଇଣ୍ଟରନେଟରେ ଭାଇରାଲ ହେଇଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଯେ, କେମିତି ଦ୍ରୁତ ଗତିରେ ଗାଡ଼ି ମାଡ଼ିଆସୁଛି ଓ ଡ୍ରାଇଭର ନିଜର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବରେ ହରାଇ ଦେଇଛନ୍ତି ।

ଦୋକାନ ବାହାରେ ଛିଡ଼ା ହୋଇଥିବା ଏକ ପିଲା ପାଇଁ ଏହା ଏକ ଖତରନାକ ସାବ୍ୟସ୍ତ ହୋଇଯାଇଥାନ୍ତା ଯଦି ତାଙ୍କ ପିତା ସଠିକ ସମୟରେ ସେଠାରେ ନପହଞ୍ଚିଥାନ୍ତେ ତ । ପିତା ଯେମିତି ଦେଖିଲେ ଅନିୟନ୍ତ୍ରିତ କାର ତାଙ୍କ ପୁଅ ଆଡ଼କୁ ମାଡ଼ିଆସୁଛି ସେସମୟରେ ପିତା ତାଙ୍କ ପୁଅକୁ ଟାଣି ଆଣିଲେ।

ଏହି ଭିଡ଼ିଓକୁ 12 ହଜାରରୁ ଉର୍ଦ୍ଧ୍ବ ବାର ଦେଖାଯାଇଛି ଓ ଏହି ଭିଡି଼ଓ ପିତାଙ୍କ ପ୍ରଶଂସା କରାଯାଇ ବହୁତ କମେଣ୍ଟ ଆସୁଛି ।

ଆପଣଙ୍କୁ ଜଣାଇଦେଉଛୁ, 2016 ରେ ଜଣେ ଆମେରିକୀୟ ପିତାଙ୍କୁ ଜଣେ ସୁପରହିରୋ ରୂପରେ ସମ୍ମାନିତ କରାଗଲା । ଏହି ଘଟଣାରେ ସେ ନିଜ ପୁଅ ମୁହଁରେ ବେସ ବଲ ବାଜିବାରୁ ବଞ୍ଚାଇ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *