ଅନ୍ଧବିଶ୍ୱାସରେ ଆସି ନିଜ ସ୍ତ୍ରୀ ର ସମ୍ପୂର୍ଣ ପରିବାରକୁ ସ୍ୱାମୀ ଦେଲା ବି-ଷ । ପୋ-ଲି-ସ ମଧ୍ୟ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ

ଦିଲ୍ଲୀର ଏକ ବ୍ୟକ୍ତି ନିଜ ପତ୍ନୀର ସମ୍ପୂର୍ଣ ପରିବାରକୁ ଖତମ କରିବାକୁ ଯୋଜନା କରିଥିଲା ଓ ଏଥିରେ ସେ କିଛିଟା ସଫଳ ମଧ୍ୟ ହୋଇଯାଇଛି । ଠିକ ସମୟରେ ଆ-ରୋ-ପୀ-ର ଶଶୁରକୁ ଏହା ଜଣାପଡିଥିଲା, ଏହାପରେ ପରିବାରର ଅନ୍ୟ ସଦସ୍ୟଙ୍କ ଜୀ-ବ-ନ ମଧ୍ୟ ବଞ୍ଚାଇ ଦିଆଗଲା । ଏହି ଘଟଣା ପଶ୍ଚିମ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳର ଅଟେ । ଖବର ଅନୁସାରେ, ଇନ୍ଦ୍ରପୁରୀର ଏକ ବିଲଡ଼ର ନିଜର ପରିବାର ସଦସ୍ୟଙ୍କ ମଧ୍ୟରୁ ତିନିଜଣଙ୍କୁ ବି-ଷ ଦେଇ ମା-ରି-ଦେ-ଲେ । ଇନ୍ଦ୍ରପୁରୀର ହୋମିଓପାଥି ମେଡ଼ିସିନର କାରବାରୀ ଦେବେନ୍ଦ୍ର ମୋହନ ଶର୍ମା ନିଜ ଝିଅ ଦିବ୍ୟା ର ବିବାହ ବରୁଣ ସହିତ 2009 ମସିହାରେ କରିଥିଲେ।

ଏମାନଙ୍କ ବିବାହର 8 ବର୍ଷ ପରେ ତାଙ୍କୁ ଆଇବିଏଫ ଟେକ୍ନିକ ଜରିଆରେ ଦୁଇଟି ସନ୍ତାନ ପ୍ରାପ୍ତି ହୋଇଥିଲେ । ଗୋଟିଏ ପୁଅ ଆଉ ଗୋଟିଏ ଝିଅ । ଫେବୃଆରୀ 28, 2020 ରେ ବରୁଣଙ୍କ ପିତାଙ୍କ ହାର୍ଟ ଆ-ଟା-କରେ ମୃ-ତ୍ୟୁ ହୋଇଯାଇଥିଲା ଓ ଏହାର କିଛିଦିନ ପରେ ଦିବ୍ୟା ପୁଣିଥରେ ଗର୍ଭବତୀ ହୋଇଗଲେ । କିନ୍ତୁ ଡ଼କ୍ଟର୍ସ ମାନେ ଦିବ୍ୟାଙ୍କୁ ପିଲା ମା-ରି-ଦେ-ବାକୁ କହିଥିଲେ କାରଣ ପିଲାଙ୍କୁ ଜନ୍ମଦେଲେ ଦିବ୍ୟାଙ୍କ ମୃ-ତ୍ୟୁ ହୋଇପାରେ । ବରୁଣ ଚାହୁଁଥିଲା କି, ତା ପତ୍ନୀ ଛୁଆ ମା-ରି-ଦେ-ଉ ସେଥିପାଇଁ ସେ ଏହାର ବି-ରୋ-ଧ କରିଥିଲା । ଏହାପରେ ଦିବ୍ୟା ପିଲାକୁ ମା-ରି-ଦେ-ଇଥିଲା ନିଜ ପରିବାର ଲୋକଙ୍କ ସହିତ ମିଶି । ଏଥିରେ ବରୁଣ କ୍ରୋ-ଧି-ତ ହୋଇଗଲା ଓ ଯୋଜନା ବନାଇଲା ଦିବ୍ୟା ଓ ତାଙ୍କ ପରିବାର ପାଖରୁ ପ୍ର-ତି-ଶୋ-ଧ ନେବାପାଇଁ।

ପରିବାର ଠାରୁ ପ୍ରତିଶୋଧ ନେବାପାଇଁ ବରୁଣ ଯାହାକଲା ଆପଣ ବିଶ୍ୱାସ କରିପାରିବେ ନାହିଁ । 15 ଫେବୃଆରୀ ପରଠାରୁ ଦିବ୍ୟାଙ୍କ ପିତା ଦେବେନ୍ଦ୍ରଙ୍କ ଘରେ ମୃ-ତ୍ୟୁ-ର ତାଣ୍ଡବ ଆରମ୍ଭ ହୋଇଗଲା । ଦେବେନ୍ଦ୍ରଙ୍କ ଛୋଟ ଝିଅ ପ୍ରିୟଙ୍କା ଶର୍ମାଙ୍କର ବିଏଲ କାପୂର ହସ୍ପିଟାଲରେ ଏକ ଅଜଣା ରୋଗରେ ମୃ-ତ୍ୟୁ ହୋଇଯାଇଥିଲା । ତାକୁ ଦୁର୍ବଳ ଲାଗିବା ଓ ଶରୀର ଯନ୍ତ୍ରଣା କରିବାରୁ ହସ୍ପିଟାଲରେ ଭର୍ତି କରାଗଲା । ଧିରେ ଧିରେ ମସ୍ତିଷ୍କ କାମ କରିବା ବନ୍ଦ କରିଦେବାରୁ ଚିକିତ୍ସା ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଗଲା । ଝିଅର ମୃ-ତ୍ୟୁ ପରେ ଦେବେନ୍ଦ୍ରଙ୍କ ପତ୍ନୀ ଅନିତା ଶର୍ମାଙ୍କ ଠାରେ ମଧ୍ୟ ଏହି ରୋଗ ଦେଖାଯାଇଥିଲା ଓ ମାର୍ଚ୍ଚ 21 ତାରିଖରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ଦେବେନ୍ଦ୍ରଙ୍କ ବଡ଼ ଝିଅ ଦିବ୍ୟା ଓ ଦେବେନ୍ଦ୍ରଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖାଗଲା । ପ୍ରିୟଙ୍କାଙ୍କ ମୃ-ତ୍ୟୁ ପୂର୍ବରୁ ଅନିତାଙ୍କ ଠାରେ ଏହାର ଲକ୍ଷଣ ଦେଖାଯାଇଥିଲା, ଦେବେନ୍ଦ୍ର ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଇଥିଲେ ଓ ଡ଼କ୍ଟର ମାନେ ଜାଣିବାକୁ ପାଇଲେ କି, ଅନିତାଙ୍କ ରକ୍ତ ଓ ପରିସ୍ରାରେ ଥୈଲିୟମ ନାମକ ଏକ ବିଷ ମିଳିଥିଲା । ଏହାପରେ ଦିବ୍ୟା ଓ ଦେବେନ୍ଦ୍ରଙ୍କ ଠାରେ ଏହି ରିପୋର୍ଟ ମଧ୍ୟ ଆସିଥିଲା । ଏହାପରେ ସେମାନେ ପୋ-ଲି-ସକୁ ଏହାର ସୂଚନା ଦେଇଥିଲେ ।

ଦେବେନ୍ଦ୍ରଙ୍କୁ ଜାଣିବାକୁ ମିଳିଲା, ତାଙ୍କୁ ଓ ତାଙ୍କ ପରିବାରକୁ ବି-ଷ ଦିଆଯାଇଛି । ଯେତେବେଳେ ସେ ମନେପକାଇଲେ ସେ ଜାଣିବାକୁ ପାଇଲେ କି, ତାଙ୍କ ଜ୍ୱାଇଁ ବରୁଣ ଜାନୁଆରୀ 31 ତାରିଖରେ ତାଙ୍କ ଘରେ ଏକ ପାର୍ଟି ରଖିଥିଲେ ଓ ସେ ମାଛ ତରକାରୀ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ସେ ସମସ୍ତଙ୍କ ପାଇଁ ମାଛ କରିଥିଲେ ଏପରିକି ଘରେ ପ୍ରିୟଙ୍କା ନଥିବାରୁ ମଧ୍ୟ ତାଙ୍କ ପାଇଁ ମାଛ ରଖାଯାଇଥିଲା । ଯାହାକୁ ପ୍ରିୟଙ୍କା ପରବର୍ତ୍ତୀ ସମୟରେ ଖାଇଥିଲେ । ଏହାପରେ ଘରୋଇ ସହାୟିକାକୁ ମଧ୍ୟ ଖାଇବାକୁ ଦିଆଯାଇଥିଲା ।

ଏହି ଘ-ଟ-ଣା ପୋ-ଲି-ସକୁ ଜଣାପଡିବା ପରେ ପୋଲିସ ବରୁଣଙ୍କ ଘରେ ଛାପା ମାରିଥିଲେ ଓ ଲ୍ୟାପଟପ ମଧ୍ୟ ଜବତ କରିଥିଲେ। ଯେଉଁଥିରୁ ଜଣାପଡିଥିଲା ସେ ଥୈଲିୟମ ବି-ଷ ବିଷୟରେ ସର୍ଚ୍ଚ କରିଥିଲା । ଏହାପରେ ଘରୁ ଥୈଲିୟମ ଶିଶି ମଧ୍ୟ ମିଳିଥିଲା । ପୋଲିସ ଏହାପରେ ବରୁଣଙ୍କୁ ଗି-ର-ଫ କରିଥିଲା । ବରୁଣ ମତରେ ସେ ଏସବୁ ପ୍ର-ତି-ଶୋ-ଧ ନେବାପାଇଁ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *