ସାଙ୍ଗମାନଙ୍କ ମଧ୍ୟରେ ବୁମ୍ରାଙ୍କ ବୋଲିଂ ଆକ୍ସନକୁ ନେଇ ଚାଲିଥିଲା ଯୁକ୍ତି, ତା’ପରେ ବୋଲର ଦେଲେ ମଜାଳିଆ ଜବାବ, ଦେଖନ୍ତୁ ଭାଇରଲ ଭିଡିଓ

ଆମେ ସମସ୍ତେ ଜାଣିଛନ୍ତି ଯେ ଜସପ୍ରୀତ ବୁମ୍ରାଙ୍କ ହାତରେ ଯେତେବେଳେ ବି ବଲ ଆସିଥାଏ, ବ୍ୟାଟ୍ସମ୍ୟାନଙ୍କୁ ପୂର୍ବରୁ ହିଁ ଟେନସନ ଲାଗିଥାଏ | ବର୍ତ୍ତମାନ ତ ତାଙ୍କ ଆକ୍ସନକୁ ଦୁନିଆରେ ଅନେକ ଲୋକ କପି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି | ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଏପରି ଏକ ମଜାଳିଆ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି |

ବୁମ୍ରା ଆଜିକାଲି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ତରଫରୁ ଖେଳୁଛନ୍ତି ଏବଂ ବୋଲିଂ ଆକ୍ସନକୁ ନେଇ ଯେତେବେଳେ ମୁମ୍ବାଇ ଗୋଟିଏ ଭିଡିଓ ପୋଷ୍ଟ କଲା, ସେଥିରେ ବୁମ୍ରା ଫ୍ୟାନ୍ସଙ୍କୁ କହିଦେଲେ ଯେ ତୁମେମାନେ ଶିଖେଇଦିଅ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି | ଯାହାକୁ ଦେଖିବାପରେ ଆପଣ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ |

ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଇ ସାଙ୍ଗ ନିଜ ଭିତରେ ବୁମ୍ରାଙ୍କ ବୋଲିଂ ଆକ୍ସନକୁ ନେଇ ଯୁକ୍ତିତର୍କ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ କହୁଛି ମତେ ଜଣାଅଛି ବୁମ୍ରା କେମିତି ବୋଲିଂ କରନ୍ତି | ଦ୍ୱିତୀୟ ଜଣକ କହୁଛି ବୁମ୍ରା ଏପରି ନୁହେଁ ଏହି ଆଙ୍ଗେଲରେ ହାତ ବୁଲାନ୍ତି | ଏହି ସମୟ ମଧ୍ୟରେ ବୁମ୍ରା ମଝିକୁ ଆସି ଯାଉଛନ୍ତି ଏବଂ କହୁଛନ୍ତି, ତୁମେମାନେ ଶିଖେଇଦିଅ ହାତ କିପରି ବୁଲାଯାଏ, ତୁମେମାନେ ହିଁ ଶିଖେଇଦିଅ | ଏହାପରେ ଦୁହେଁ କହୁଛନ୍ତି ଆମକୁ ଜଣ ନାହିଁ | ଏହା ପରେ ଜଣେ କହୁଛି ମୁଁ ତ ୱିକେଟକିପର ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *