ଏଠାରେ ମୃ-ତ୍ୟୁ ହେଲେ ସମ୍ପର୍କୀୟ ଲୋକ ମୃ-ତ ବ୍ୟକ୍ତିର ଶବକୁ ଖାଉଥିଲେ,ଜାଣନ୍ତୁ କଣ ପାଇଁ ଖାଉଥିଲେ ?

ଏହି ଦୁନିଆ ବହୁତ ବଡ଼ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଖାଦ୍ୟ ପାନୀୟ ମଧ୍ୟ ଭିନ୍ନ ହୋଇଥାଏ । ଆପଣ ଦେଖିଥିବେ କେମିତି ଲୋକମାନେ ଘୁଷୁରୀ, ହରିଣ, ହାତୀ ଠାରୁ ଆରମ୍ଭ କରି ବାଦୁଡ଼ି ପର୍ଯ୍ୟନ୍ତ ଜୀବ ମାନଙ୍କୁ ଖାଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଜନଜାତି ସମ୍ପର୍କରେ କହିବାକୁ ଯାଉଛୁ ଯେଉଁମାନେ କି, ନିଜ ସମ୍ପର୍କୀୟ ମାନଙ୍କର ମାଂସ ଖାଇଥାନ୍ତି । ଏମିତି ସେ ନିଜର ସମ୍ପର୍କୀୟ ଓ ନିଜର ସଂସ୍କୃତିର ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିଥାନ୍ତି ।

ଆଜି ଆମେ ଯେଉଁ ଜନଜାତିଙ୍କ କଥା କହିବାକୁ ଯାଉଛୁ ସେମାନେ ହେଉଛନ୍ତି ୟାନମାମି ଜନଜାତି ଅଟେ । ଏମାନେ ସାଉଥ ଆମେରିକାର ବ୍ରାଜିଲ ଓ ଭେନେଜୁଏଲା ଠାରେ ଦେଖିବାକୁ ମିଳିଥାନ୍ତା । ଏହି ଜନଜାତି ଙ୍କ ପରମ୍ପରା ଗୁଡିକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜନଜାତିର ଲୋକେ ଅଧିନିକରଣ ଉପରେ ସେତେଟା ଜ୍ଞାନ ରଖୁନାହାନ୍ତି । ସେମାନେ ନିଜର ସଂସ୍କୃତି ଓ ପରମ୍ପରା ପାଳନ କରିବାକୁ ପସନ୍ଦ କରନ୍ତି ।

ଏହି ଜନଜାତି ରେ ଏଣ୍ଡୋକାଲିବାଦ ଏକ ଅଜବ ପରମ୍ପରା ରହିଛି । ଏହି ପରମ୍ପରା ମାଧ୍ୟମରେ ସେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ବହୁତ ଅଜବ ଭାବରେ କରିଛନ୍ତି । ଏଥିରେ ସେମାନେ ନିଜ ଜନଜାତିର ଲୋକମାନଙ୍କ ମାଂସ ଖାଇବାର ପ୍ରଥା ରହିଛି ।

ତାଙ୍କ ପରମ୍ପରା ଅନୁଯାୟୀ, ମୃ-ତ ବ୍ୟକ୍ତିର ଆତ୍ମା ସେତେବେଳେ ଶାନ୍ତି ପାଇଥାଏ ଯେତେବେଳେ ତା’ ଶରୀରକୁ ପୋଡ଼ିବାପରେ ତାଙ୍କ ସମ୍ପର୍କୀୟ ନଖାଇଥାନ୍ତି।

ଏମାନେ ପ୍ରଥମେ ନିଜ ସମ୍ପର୍କୀୟଙ୍କ ମୃ-ତ ଶରୀରକୁ ପୋଡି ଦିଅନ୍ତି ଓ ଏହାପରେ କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶିତ କରିଥାନ୍ତି ।

ଏହି ପରମ୍ପରା ବିଷୟରେ ଶୁଣି ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ କେମିତି ଜଣେ ନିଜ ସମ୍ପର୍କୀୟଙ୍କ ମର ଶରୀରକୁ ଖାଇବ । ଏହି ପରମ୍ପରା ଏହି ଜନଜାତିଙ୍କ ବ୍ୟତୀତ ଆଉ କାହାକୁ ହଜମ ହେଉନାହିଁ ।

ଏହି ଅଦ୍ଭୁତ ପରମ୍ପରା ସମ୍ବନ୍ଧରେ ଆପଣଙ୍କର କଣ ରାୟ ରହିଛି ଆମକୁ ନିଶ୍ଚିତ ଜଣାନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *