ଏହି ଛାତ୍ର ୧୫ ମାସରେ କମାଇଲେ ୫୦୦୦ କୋଟି ଟଙ୍କା,ଜାଣନ୍ତୁ କେମିତି କଲେ ଏହି କାରନାମା ?

ଆଇଆଇଟିର ଏକ ପୂର୍ବ ଛାତ୍ର ମାତ୍ର ୧୫ମାସରେ ୫୦୦୦ କୋଟି ଟଙ୍କାର ମାଲିକ ବନିଛନ୍ତି|ଫ୍ଲିପକାର୍ଟ ଓ ଆମାଜନ ଭଳି ଦିଗ୍ଗଜ କମ୍ପାନୀରେ କାମ କରିଥିବା ଏହି ବ୍ୟକ୍ତିଙ୍କ ନାମ ସୁରୋଜିତ ଚାଟାର୍ଜୀ|ଫେବୃଆରୀ ୨୦୨୦ରେ ସେ ଆମେରିକାର ସବୁଠୁ ବଡ କ୍ରିପ୍ଟୋକରୋନ୍ସି ଏକ୍ସଚେଞ୍ଜ ଫାଇନବେସର ଚିଫ ପ୍ରଡକ୍ଟ ମ୍ୟାନେଜର ଭାବେ କାମ ଆରମ୍ଭ କରିଥିଲେ|ଫାଇନବେସରେ ୧୫ମାସରେ ସେ ପାଖାପାଖି ୧୮୦.୮ ମିଲିୟନ ଡଲାର ଆୟ କରିଥିଲେ|ଭାରତୀୟ ମୁଦ୍ରାରେ ଏହା ୧୫୦୦ କୋଟି ଟଙ୍କା ହେବ|

ବୁଧବାର ଦିନ ଫାଇନବେସ ଏକ୍ସଚେଞ୍ଜର ଭଲ ଟ୍ରେଡିଂ ଫଳରେ ସୁରୋଜିତଙ୍କ କମାଇରେ ଆଶାତୀତ ବୃଦ୍ଧି ଘଟିଥିଲା|ଖାସ କଥା ଏହା ଯେ ଆସନ୍ତା ୫ ବର୍ଷରେ ତାଙ୍କୁ ସେୟାର ବିକଳ୍ପ ମିଳିବ|ବର୍ତମାନ ଫାଇନବେସର ସେୟାର ପାଖାପାଖି ୪୬୫.୫ ମିଲିୟନ ଡଲାର ମାନେ ୩୫୦୦ କୋଟି ଟଙ୍କା ଅଟେ|

ସୁରୋଜିତ ଚାଟାର୍ଜୀ ଆଇଆଇଟି ଖଡ଼ଗପୁରେ ବିଏସିରେ ସ୍ନାତକ କରିଛନ୍ତି|ନୈସ୍ଡେକରେ ଆରମ୍ଭରେ ସେ ଫାଇନବେସର ସଂସ୍ଥାପକ ବ୍ରାଏନ ଆର୍ମଷ୍ଟ୍ରଙ୍ଗ ଓ ଫ୍ରାଏଡ୍ ଏହରସମ ସହ ସୁରୋଜିତଙ୍କ ବଡ ଲାଭ ହୋଇଥିଲା|ଏହି ତିନି ଜଣଙ୍କ ଅଂଶ ଏବେ ମୋଟ ମିଶି ୧୬ ଅରବ ଡଲାର ପାର କରିସାରିଛନ୍ତି|ବ୍ଲୁମବର୍ଗ ବିଲିନେୟର ଇନଡେକ୍ସରେ ଏହାର ସୂଚନା ମିଳିଛି|

ନୈଡେସ୍କରେ ଫାଇନବେସର ସେୟାର ୧୦୦ ଅରବ ଡଲାରର ଭାଲ୍ୟୁଏସନ ସହ ୩୮୧ ଡଲାର ପ୍ରତି ସେୟାର ଦାମରେ ଆରମ୍ଭ ହୋଇଥିଲା|ଏହାପରେ ଏହା ବଢିକି ୪୩୦ ଡଲାର ପ୍ରତି ସେୟାର ପହଞ୍ଚିଥିଲା|ଯଦିଓ ଏହା ୩୨୮.୨୮ ଡଲାରରେ ବନ୍ଦ ହୋଇଯାଇଥିଲା|ବିଟକଏନ ସହିତ କମ୍ପାନୀ ମଧ୍ୟ ପବ୍ଲିକ ହୋଇଗଲା|କମ୍ପାନୀର ଟ୍ରେଡିଂ ଭଲ୍ୟୁମରେ ଵିଟକଏନ୍ ଓ ଇଥୋରିୟମର ଅଂଶ ଅଧିକା ଥିଲା|ଏହି ଦୂଇଟି କ୍ରିପ୍ଟୋକରେନ୍ସି ଏପର୍ଯ୍ୟନ୍ତ ଉଚ୍ଚାରେ ଟ୍ରେଡ୍ କରୁଛନ୍ତି|ଏହି ବର୍ଷ ବିଟକଏନର ଦର ୨ ଗୁଣା ହୋଇ ୬୪୦୦୦ ଡଲାର ପାର ହୋଇଯାଇଛି|

ତିନିବର୍ଷ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କରେ କାମ କରିବା ପରେ ଚାଟାର୍ଜୀ ପୂର୍ବବର୍ଷ ଫେବୃଆରୀରେ ଫାଇନବେସରେ ଜଏନ କରିଥିଲେ|ଗୁଗଲରେ ସୈ ସପିଙ୍ଗ ପ୍ଲାଟଫର୍ମରେ କାମ କରୁଥିଲେ|ତାଙ୍କ ପାଖରେ ପୂର୍ବରୁ ମୋବାଇଲ ସର୍ଚ ଏଡ୍ସର ପ୍ରଡକ୍ଟ ଓ ଡେଲିଭରି ଟିମ ପାଇଁ କାମ କରୁଥିଲେ|ତାଙ୍କ ପାଖରେ ଫ୍ଲିପକାର୍ଟରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି|

ପୂର୍ବବର୍ଷ ସୁରୋଜିତଙ୍କୁ ଚାକିରି ଦେବା ପରେ ଫାଇନବେସର ସହ ସଂସ୍ଥାପକ ଆର୍ମଷ୍ଟ୍ରଙ୍ଗ କମ୍ପାନୀର ବ୍ଲାକପୋଷ୍ଟରେ ଲେଖିଥିଲେ ଯଦି କୌଣସି ବ୍ୟକ୍ତି କେବଳ ଆମେରିକାରେ ରହିଛି,କାମ କରିଛି,ଓ ଲେଣଦେଣ କରିଛି,ତ ଏମିତି ଲୋକଙ୍କ ପାଇଁ ଫ୍ରାନ୍ସ ଵର୍ଡର ଟ୍ରାଞ୍ଜାକ୍ସନକୁ ବୁଝିବାକୁ କଷ୍ଟ ହୋଇପାରେ|ଏମିତିରେ ଏଥିପାଇଁ ଆମେରିକାର ବାହାର ଲୋକମାନେ ସହାୟକ ହୋଇପାରନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *