ସମୁଦ୍ର କୂଳରେ ସେଲଫି ନେଇ ଶ-ବ୍ଦ କରୁଥିଲେ ବ୍ୟକ୍ତି, ଅ-ଚାନ-କ ଲହରୀ ଉଠିଲା,ଆଉ ତା ପରେ ..ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସାଧାରଣତଃ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହୋଇ ରହୁଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ ।

ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ସମୁଦ୍ର କୂଳରେ ଛିଡ଼ା ହୋଇ ସେଲ୍ଫି ନେଉଥିଲା । ପଛ ପଟରୁ ସମୁଦ୍ରର ଏକ ବଡ଼ ଢେଉ ଆସିଲା ଓ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଓଦା କରିଦେଇଥିଲା । ଯେମିତି ତାଙ୍କ ଉପରେ ପାଣି ପଡିଲା ବ୍ୟକ୍ତି ଜଣକ ହ-ଇରା-ଣ ହୋଇଗଲେ ଓ ଚି-ତ୍କା-ର କରିବା ଆରମ୍ଭ କରିଦେଲେ । ଆଇପିଏସ ଅଫିସର ଦୀପାଂଶୁ କାବରା ଏହି ଭିଡ଼ିଓକୁ ଶେୟର କରି, ମଜାଦାର ରିଆକ୍ସନ ଦେଇଥିଲେ ।

ଭିଡ଼ିଓରେ ଦେଖାଯାଉଛି ବ୍ୟକ୍ତି ଜଣକ ସମୁଦ୍ର କୂଳରେ ଛିଡା ହୋଇ ସେଲ୍ଫି ନେବାସମୟରେ ଢେଉ ଆସି ତାଙ୍କୁ ଓଦା କରିଦେଇଥିଲା ଓ ଏହାପରେ ସେ ବହୁତ ହ-ଇରା-ଣ ହୋଇଯାଇଥିଲେ ।

ବର୍ତ୍ତମାନ ଏହି ଭିଡ଼ିଓକୁ ଟ୍ୱିଟରରେ ବହୁତ ପସନ୍ଦ କରାଯାଉଛି ଓ ଭିଡ଼ିଓଟି ଲୋକମାନଙ୍କୁ ଏତେ ଭଲ ଲାଗୁଛି ଯେ, ସେମାନେ ଭିଡ଼ିଓଟିକୁ ଶେୟର କରି ଭା-ଇରା-ଲ କରିଦେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *