କୋଠରୀ ଭିତରେ ବୋହୁ କଲା ଆ-ତ୍ମ-ହ-ତ୍ୟା, ଶଶୁର ଘର ଲୋକ ବାହାରୁ କରୁଥିଲେ ଭିଡିଓ

ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ବିବାହିତ ମହିଳା ବନ୍ଦ କୋଠରୀରେ ପଙ୍ଖାରେ ଝୁ-ଲି ଆ-ତ୍ମ-ହ-ତ୍ୟା କରିଛନ୍ତି|ଆ-ଶ୍ଚ-ର୍ଯ୍ୟ କଥା ଏହା ଯେ ଘ-ଟ-ଣା ସମୟରେ ଶଶୁର ଘର ଲୋକମାନେ ବିବାହିତ ମହିଳାଙ୍କୁ ନବଞ୍ଚେଇ ବାହାରୁ ଆ-ତ୍ମ-ହ-ତ୍ୟା-ର ଭିଡିଓ ବନାଉଥିଲେ|ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଛନ୍ତି|

ଘ-ଟ-ଣାର ସୂଚନାକ୍ରମେ ପୋ-ଲି-ସ ସେ ସ୍ଥାନରେ ପହଞ୍ଚିବା ସହ ଶ-ବକୁ ଜ-ବ-ତ କରି ବ୍ୟ-ବଚ୍ଛେ-ଦ ପାଇଁ ପଠେଇଛି|ଅନ୍ୟପକ୍ଷରେ ମୃ-ତ-କଙ୍କ ସମ୍ପର୍କୀୟ ଶଶୁର ଘର ଲୋକଙ୍କ ଉପରେ ଗମ୍ଭୀର ଆ-ରୋ-ପ କରିଛନ୍ତି|ସେ ଶଶୁର ଘର ପକ୍ଷରୁ ଯୈା-ତୁ-କ ଅ-ଭିଯୋ-ଗ କରି ହ-ତ୍ୟାର କାରଣ ବୋଲି ଥା-ନାରେ ଲି-ଖି-ତ କରିଛନ୍ତି|ଅ-ଭିଯୋ-ଗ ମୁତାବକ ପୋ-ଲି-ସ ଶଶୁର ଘର ଲୋକଙ୍କ ବି-ରୁ-ଦ୍ଧରେ ମ-କଦ୍ଦ-ମା ଦା-ଏ-ର କରି ଗି-ର-ଫ କରିଛି|

ଏହି ଘ-ଟ-ଣା ମୁଜାଫରନଗର ଅନ୍ତର୍ଗତ ଛପାର ଥା-ନାର ଦତିୟାନା ଗାଁର ଅଟେ|ଏଠାରେ କୋମଲ ନାମକ ମହିଳା ଵନ୍ଦ କୋଠରୀରେ ପଙ୍ଖାରେ ଝୁ-ଲି ଆ-ତ୍ମହ-ତ୍ୟା କରିଛନ୍ତି|ମୃ-ତ-କ କୋମଲର ଶାଶୁଘର ଶାହାପୁର ଥା-ନା କ୍ଷେତ୍ରର ପଲଡି ଗାଁ ଅଟେ|କୋମଲର ବିବାହ ୨ ବର୍ଷ ପୂର୍ବେ ଦତିୟାନା ଗାଁର ଆଶିଷଙ୍କ ସହ ହୋଇଥିଲା|

ମୃ-ତ-କ କୋମଲଙ୍କ ସମ୍ପର୍କୀୟ ଅ-ଭିଯୋ-ଗ କରିଛନ୍ତି ଯେ ଶଶୁର ଘର ଲୋକମାନେ ଯୈା-ତୁ-କ ମା-ଗୁଥି-ଲେ ଓ ତାକୁ ମା-ରପି-ଟ୍ କରୁଥିଲେ|ଏହି କାରଣରୁ ଉ-ତକ୍ଷି-ପ୍ତ ହୋଇ କୋମଲ ରବିବାର ଦିନ କୋଠରୀ ବନ୍ଦ କରି ଆ-ତ୍ମ-ହ-ତ୍ୟା କରିଥିଲେ|

ଏତିକି କେବଳ ନାହିଁ,ଘ-ଟ-ଣା ସମୟରେ ଶଶୁର ଘର ଲୋକ କୋଠରୀ ବାହାରୁ ବିବାହିତ ମହିଳାଙ୍କ ଆ-ତ୍ମ-ହ-ତ୍ୟାର ଭିଡିଓ ଵନାଇଥିଲେ ଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ|ଏହାପରେ ମୃ-ତ-କଙ୍କ ପରିବାର ପକ୍ଷରୁ ଯୈା-ତୁ-କ ନି-ର୍ଯାତ-ନାର ଅ-ଭିଯୋ-ଗ ହେବା ସହ ତାଙ୍କର ବି-ରୁ-ଦ୍ଧରେ ମ-କଦ୍ଦ-ମା ଦା-ୟ-ର କରାଯାଇଥିଲା|

ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ପହଞ୍ଚି ଶ-ବ ବ୍ୟ-ବଚ୍ଛେ-ଦ ପାଇଁ ପଠାଯାଇଛି|ପୋ-ଲି-ସ ଶାଶୁ ଶ୍ୱଶୁରକୁ ଗି-ର-ଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି|ଏସ୍ପି ସିଟି ଅର୍ପିତ ବିଜୟ ବର୍ଗୀୟଙ୍କ କହିବାନୁଯାୟୀ ପୋ-ଲି-ସ ଗମ୍ଭୀର ସହ ଘ-ଟ-ଣାର ତ-ଦ-ନ୍ତ କରୁଛି|ଯଥାଶୀଘ୍ର ଏହି ରହସ୍ୟର ଖୁଲାସା ହେବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *