ହେ ଭଗବାନ : ଜଣେ ବ୍ୟକ୍ତି ଦ୍ରୁତ ଗତିରେ ପାହାଡ଼ ଉପରକୁ ନେଇଗଲା ବାଇକ,ଆଉ ତା ପରେ ଯାହାହେଲା ଆପଣ କଳ୍ପନା ବି କରିପାରିବେ ନାହିଁ,ଦେଖନ୍ତୁ ଭିଡ଼ିଓ

କଥାରେ ଅଛି ଧୈର୍ଯ୍ୟ ଓ ସାହସ ରଖିଲେ ସବୁକିଛି ସମ୍ଭବ ହୋଇପାରିବ କିନ୍ତୁ କେତେଥର କିଛି ଜିନିଷ ନିଜ ଆଖିରେ ଦେଖିବାପରେ ଆମକୁ ଅସମ୍ଭବ ଲାଗିଥାଏ । କିନ୍ତୁ ଯେତେବେଳେ ଆମେ ତାକୁ ପାଇବାକୁ ଚେଷ୍ଟା କରିଥାନ୍ତି ସେବେ ଯାଇ ଆମକୁ ଏହା ହାସଲ ହୋଇଥାଏ । ସୋସିଆଲ ମିଡିଆରେ ସହସ୍ର ଭିଡ଼ିଓରେ ଆମକୁ ଏହା ଦେଖିବାକୁ ହିଁ ମିଳିଛି । କିନ୍ତୁ ଯେତେବେଳ ଆପଣ ନିଜର ଲକ୍ଷ୍ୟ ପାଖରେ ପହଞ୍ଚି ବି ଆପଣଙ୍କୁ ଏହା ହାସଲ ନହୁଏ ସେତେବେଳେ ଆପଣଙ୍କୁ ବହୁତ ବଡ଼ ଝଟକା ଲାଗିଥାଏ ।

ଲକ୍ଷ୍ୟର ବହୁତ ପାଖରୁ ହେଲା ଏହି ଘ-ଟ-ଣା :-

ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବାଦ୍ୱାରା ଆପଣଙ୍କ ଇଛା ଏମିତି ବଢିଯିବ ଯେ, ଆପଣ ଚାହିଁବେ ସେହି ବ୍ୟକ୍ତିଟି ତା’ ଲକ୍ଷ୍ୟରେ ସଫଳ ହେଉ । କିନ୍ତୁ ଏହା ଅସମ୍ଭବ ଅଟେ କାରଣ ପାହାଡ଼ ଉପରକ୍ଜ ଚାଲିକି ଯିବା ବହୁତ ଅସମ୍ଭବ ହୋଇଥାଏ କିନ୍ତୁ ଯଦି ଆପଣଙ୍କୁ କୁହାଯିବ ପାହାଡ଼ ଉପରକୁ ବାଇକ ନେଇ ଯିବାପାଇଁ । ଏଥିରେ ରିସ୍କ ବହୁତ ଅଧିକ ହୋଇଯାଇଥାଏ । ଏମିତି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ପାହାଡ଼ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି ।

ପାହାଡ଼ରୁ ଖସିଗଲା ବାଇକ :-

ବାଇକ ନେଇ ଯେତେବେଳେ ବ୍ୟକ୍ତିଟି ପାହାଡ଼ ଆଡ଼କୁ ଚଢ଼ିବା ଆରମ୍ଭ କଲା ସେତେବେଳେ ଲାଗିଲା ସେ ବହୁତ ଆରମରେ ରାସ୍ତା ଅତିକ୍ରମ କରିଦେବ କିନ୍ତୁ ଏହା ଅସମ୍ଭବ ଥିଲା ସେ ପାହାଡ଼ର ଅଧାରୁ ତଳକୁ ଖସି ପଡିଲା । ଏହିସମୟରେ ତା’ ବାଇକର ଧଜିଆ ଉଡ଼ିଗଲା, କିନ୍ତୁ ବ୍ୟକ୍ତି ଜଣକ ଜୀବନ ବଞ୍ଚିଯାଇଥିଲା । ଏହି ଭିଡ଼ିଓକୁ ପାଖାପାଖି 40 ହଜାର ଲୋକ ଲାଇକ୍ସ କରିଛନ୍ତି । ବିଗ ବୁଲସ ଆକାଉଣ୍ଟ ନାମକ ଆକାଉଣ୍ଟ ଏହି ଭିଡ଼ିଓର ରିଲସ କୁ ଶେୟର କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *