ଏଠାରେ ମହିଳା ମାନଙ୍କୁ ବର୍ଷରେ ୫ ଥର ପିନ୍ଧିବାକୁ ପଡିନଥାଏ ବସ୍ତ୍ର,ସ୍ୱାମୀମାନେ ଏହି ଦିନରେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତି,ଜାଣନ୍ତୁ ଏହି ଅଜବ ନୀତି ବିଷୟରେ

ଦୁନିଆରେ ଏମିତି ରୀତିନୀତି ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ମଧ୍ୟ ଏଭଳି ଏକ ଦେଶ ଯେଉଁଠାରେ ସଂସ୍କୃତି ଓ ପରମ୍ପରାର ଅନୁପାଳନ ବର୍ଷ ବର୍ଷ ଧରି ହେଉଛି । ଆଜି ବି କେତେକ ଜାଗାରେ ପୁରୁଣା ପରମ୍ପରା ବିଷୟରେ କୁହାଯାଉଛି । ଯେଉଁଠାରେ ଏକ ଅଦ୍ଭୁତ ପ୍ରଥା ଚାଲୁଛି ।

ବହୁତ ବର୍ଷ ଆଗରୁ ଚାଲିଆସୁଛି ଏହି ପରମ୍ପରା :-

ମିଡ଼ିଆ ରିପୋର୍ଟସ ମୁତାବିକ, ହିମଚଳପ୍ରଦେଶର ମଣିକର୍ଣ୍ଣ ଘାଟିରେ ପିଣି ଗ୍ରାମରେ ଏକ ଏମିତି ପ୍ରଥା ଚାଲିଆସୁଛି, ଯେଉଁ ପରମ୍ପରାରେ ପାଞ୍ଚ ଦିନ ପର୍ଯ୍ୟନ୍ତ ପତ୍ନୀ ବିନା ବସ୍ତ୍ରରେ ରହିଥାନ୍ତି। ଏହିସମୟରେ ଗ୍ରାମର କୌଣସି ପୁରୁଷ ମ-ଦ୍ୟ-ପା-ନ କରିନଥାନ୍ତି।

ଏହି ପରମ୍ପରା କଣ ପାଇଁ ମାନାଯାଏ :-

ଶ୍ରାବଣ ମାସରେ ପାଞ୍ଚଦିନ ପର୍ଯ୍ୟନ୍ତ ପତି ଓ ପତ୍ନୀଙ୍କୁ ଅଲଗା ରହିବାକୁ ପଡିଥାଏ। କୁହାଯାଏ ଏହିସମୟରେ ସେଠାକାର ମହିଳା ବସ୍ତ୍ର ପିନ୍ଧନ୍ତି ନାହିଁ । ସେଠାରେ ସେମାନେ ପାହାଡ଼ କପଡ଼ା ଯାହାକୁ ପଟୁ କୁହାଯାଏ ଏଗୁଡିକ ପିନ୍ଧନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେତେବେଳେ ଏଠାରର ଆରାଧ୍ୟ ଦେବତା ଲାହୁଆ ଘୋଣ୍ଡ ପିଣି ଗ୍ରାମ ପହଞ୍ଚିଥିଲେ ସେତେବେଳେ ଏଠାରେ ରାକ୍ଷସ ମାନେ କବଜା କରିଥିଲେ । ଅଗଷ୍ଟ ମାସରେ ହେଉଥିବା ଭାଡୋ ସଂକ୍ରାନ୍ତିକୁ ଏଠାରେ କଳା ଦିନ ମାନିଥାନ୍ତି କାରଣ ଏହିଦିନରେ ଲାହୁଆ ଦେବତା ସେଠାରେ ଥିବା ସମସ୍ତ ଅସୁରଙ୍କୁ ମାରିଦେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ରୀତି ନିୟମକୁ ସେଠାରେ ପାଳନ କରାଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *