ପତ୍ନୀ ଓ ପିଲାଙ୍କ ସହ ଅନ୍ୟ ୪ ଜଣଙ୍କ ହ-ତ୍ୟା କରି ରୁମର ବାହାର ପଟୁ ତାଲା ପକାଇ ବୁଲେଟରେ ଫେ-ରା-ର ହୋଇଗଲା ଏହି ବ୍ୟକ୍ତି,ଜାଣନ୍ତୁ ପୁରା ଘ-ଟ-ଣା

ଜାମସେଦପୁରର ଟାଟା ଷ୍ଟିଲର ଅଗ୍ନିଷମକ ବିଭାଗରେ କାମ କରୁଥିବା ଦୀପକ କୁମାର କଦମା ସ୍ଥିତ ନିଜ ଘରେ ଚାରି ଲୋକଙ୍କୁ ହ-ତ୍ୟା କରିବାପରେ ନିଜ ସାଙ୍ଗ ଓ ତାର ସ୍ତ୍ରୀକୁ ଆ-ଘା-ତ ଦେଇ ଫେ-ରା-ର ହୋଇଗଲା । ପୋଲିସ ଦୀପକକୁ ଗି-ର-ଫ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ନିଜର ବୁଲେଟ ମୋଟରସାଇକେଲରେ ଫେ-ରା-ର ହୋଇଯାଇଛି ।

ଏହି ହ-ତ୍ୟା କେତେକ ପ୍ରଶ୍ନ ମଧ୍ୟ ଉଠାଉଛି କାରଣ ପତ୍ନୀ ଓ ପିଲାଙ୍କୁ ମା-ରି-ବା ପରେ ଶିକ୍ଷିକାଙ୍କୁ ମା-ରି ତାଙ୍କୁ ପଲଙ୍ଗ ବକ୍ସରେ ରଖିବା କଥା ମଧ୍ୟ ସାମ୍ନାକୁ ଆସିଛି । ଦୀପକ ହ-ତ୍ୟା କରୁଥିବା ସମୟରେ ଶିକ୍ଷିକା ଦେଖି ଦେଇଥିଲା ସେଥିପାଇଁ ସେ ତାଙ୍କର ହ-ତ୍ୟା କରିଦେଲା ।

କଦମା ସ୍ଥିତ କ୍ୱାର୍ଟର 97 ଠାରେ ଚାରିଜଣ ଲୋକଙ୍କର ବହୁତ କ୍ରୁ-ର-ତା-ର ସହିତ ଗଳା କା-ଟି ହ-ତ୍ୟା କରାଯାଇଛି । କଥିତ ଅନୁସାରେ ଦୀପକ କୁମାର ନିଜ ସ୍ତ୍ରୀ ବୀଣା ଓ ନିଜର ଦୁଇ ଶିଶୁ ଓ ଟ୍ୟୁସନ ଶିକ୍ଷୟିତ୍ରୀ ରିଙ୍କି ଘୋଷଙ୍କୁ ହ-ତ୍ୟା କରି ଫେ-ରା-ର ହୋଇଯାଇଛି ।

ଘଟଣା ପରେ ରୋଷନ ସିଂହ ଯେତେବେଳେ ସେଠାରେ ନିଜ ପତ୍ନୀ ସହିତ ପହଞ୍ଚିଥିଲେ, ଦୀପକ ସେମାନଙ୍କୁ ମଧ୍ୟ ହାତୁଡ଼ିରେ ଆ-କ୍ର-ମ-ଣ କରି ଫେ-ରା-ର ହୋଇଗଲେ । ରୋଷନ ଓ ତାଙ୍କ ପତ୍ନୀ ଘା-ୟ-ଲ ଅବସ୍ଥାରେ ଟିଏମ୍ସି ହ-ସ୍ପି-ଟା-ଲ-ରେ ଭର୍ତ୍ତି ଅଛନ୍ତି ।

ଘଟଣାର ସୂଚନା କଦମା ପୋ-ଲି-ସ-କୁ ଅପରାହ୍ନ 4 ଘଟିକା ସମୟରେ ମିଳିଥିଲା । ଘଟଣା ସ୍ଥଳରେ ପୋ-ଲି-ସ ପହଞ୍ଚିବାପରେ ଦୀପକ ସମସ୍ତ ଶ-ବକୁ ଘରେ ତାଲା ଦେଇ ଫେ-ରା-ର ହୋଇଯାଇଥିଲା । ଏସଏସ୍ପି ତମିଲ ବାନନ କହିଥିଲେ, ପୋ-ଲି-ସକୁ ସନ୍ଧ୍ୟା 6 ଘଟିକା ସମୟରେ ହ-ତ୍ୟା ହୋଇଥିବାର ସୂଚନା ମିଳିଲା ଓ ପୋ-ଲି-ସ ପହଞ୍ଚି ଦେଖେ ତ ଆ-ରୋ-ପୀ ଦୀପକ ଫେ-ରା-ର ହୋଇଯାଇଛି ।

ପରିବାର ଲୋକଙ୍କ କହିବାକଥା ହେଲା ରିଙ୍କି ଟ୍ୟୁସନ ପଢ଼ାଇବା ପାଇଁ ଦୀପକଙ୍କ ଘରକୁ 11 ଘଟିକା ସମୟରେ ଯାଆନ୍ତି । ଏହାପରେ ସାଢେ଼ 12 ଘଟିକା ପର୍ଯ୍ୟନ୍ତ ରିଙ୍କି ତାଙ୍କ ଘରେ ନପହଞ୍ଚିବାରୁ ଘର ଲୋକେ ଖୋ-ଜି-ବା ଆରମ୍ଭ କରିଦେଇଥିଲେ । ପୋ-ଲି-ସ-କୁ ଏହାପରେ ଘର ଲୋକେ ସୂଚନା ଦେଇଥିଲେ । ରିଙ୍କି ଦୀର୍ଘ ଦୁଇବର୍ଷ ହେବ ଦୀପକଙ୍କ ପିଲାଙ୍କୁ ପାଠ ପଢ଼ାଇ ଆସୁଛନ୍ତି ।

ମୃ-ତ-କା ବୀଣାଙ୍କ ଭାଇଙ୍କ କହିବାନୁସାରେ, ଦୀପକ ଆଜି ସକାଳୁ ଆସି ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇଯାଇଥିଲେ । ଗୋଟିଏ ଛୁଆ 5 ବର୍ଷର ଥିବାବେଳେ ଅନ୍ୟଟି 12 ବର୍ଷର ଥିଲା।

ମୃ-ତ-କା ମାଆ ବବିତାଙ୍କ କହିବାହେଲା, ସେମାନଙ୍କୁ ଜଣାନାହିଁ କଣ ହୋଇଥିଲା ? ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କ ଝିଅ ଟ୍ୟୁସନ ପଢ଼ାଇବାକୁ 11 ଟା ସମୟରେ ଯାଇଥିଲା। ଯେତେବେଳେ ସେ 3 ଘଟିକା ପର୍ଯ୍ୟନ୍ତ ଫେରିନଥିଲା ଆମେ ଖୋ-ଜି-ବା ଆରମ୍ଭ କରିଦେଲୁ । ଏହାପରେ ପୋ-ଲି-ସ ଦୀପକଙ୍କ ଘରୁ ଶ-ବ ଜ-ବ-ତ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *