ରାସ୍ତାରେ ଦୌଡୁଥିବା ବାରହାସିଙ୍ଗା ସାମ୍ନାକୁ ଚାଲି ଆସିଲା ସ୍କୁଟର ବାଲା, ଅଳ୍ପକେ ବର୍ତ୍ତିଗଲା ବ୍ୟକ୍ତି ଜଣକ, ଦେଖନ୍ତୁ ଭିଡ଼ିଓ

ଆପଣ କେବେ ଭାବିଛନ୍ତି କି, ଯଦି ଆପଣଙ୍କ ସାମ୍ନାରେ କୌଣସି ଜାନୁଆର ଚାଲି ଆସନ୍ତି ତାହେଲେ ଆପଣ କଣ କରିବେ ? ଏମିତି ହିଁ ଘଟଣା ଲୋକମାନଙ୍କ ସାମ୍ନାକୁ ହଠାତ ଚାଲିଆସିଥାଏ ଓ ସେମାନେ ଏହି ଘଟଣା ସମ୍ବନ୍ଧରେ ଅଜଣା ରହିଥାନ୍ତି । କିଛି ଏମିତି ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ।

ଖାଲି ରାସ୍ତାରେ ଦୌଡୁଥିଲା ବାରହାସିଙ୍ଗା :-

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖାଯାଉଛି, ଖାଲି ରାସ୍ତାରେ ଜଣେ ବ୍ୟକ୍ତି ନିଜର ସାଙ୍ଗକୁ ବସାଇ ସ୍କୁଟରରେ ଆସୁଛି । କିଛି ସମୟ ପରେ ସେ ଦେଖୁଛି ଅଚାନକ ତା’ ଆଡ଼କୁ ଏକ ଜାନୁଆର ଦୌଡ଼ି ଦୌଡ଼ି ଆସୁଛି । ସାଧାରଣତଃ ବାରହାସିଙ୍ଗା ଆ-କ୍ର-ମ-ଣ କରିନଥାଏ କିନ୍ତୁ ଯଦି ସ୍ୱ ନିଜର ସୁରକ୍ଷା ପାଇଁ ସ୍କୁଟର ବାଲା ଉପରେ ଆ-କ୍ର-ମ-ଣ କରିଥାନ୍ତା, ତାହେଲେ ସ୍କୁଟରବାଲା ଆହତ ହୋଇଯାଇଥାନ୍ତା ।

ଯେତେବେଳେ ଜାନୁଆରଟି ରାସ୍ତାରେ ପହଞ୍ଚିଥିଲା ସେତେବେଳେ ସ୍କୁଟରବାଲା ତାଙ୍କ ପାଖକୁ ଚାଲି ଆସିଲା। ଏହି ଭିଡ଼ିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି ଓ ଏହାକୁ 4 ଲକ୍ଷ ରୁ ଉର୍ଦ୍ଧ୍ବ ବାର ଦେଖାଯାଇସାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *