ଦେଖନ୍ତୁ ଭିଡ଼ିଓ : ପୋଷା କୁକୁରଟିକୁ ଘରେ ଛାଡ଼ିଦେଇ ବୁଲିବାକୁ ଯାଉଥିଲେ ଘର ଲୋକେ,ଏହାପରେ କୁକୁରଟି ଯାହାକଲା ଆପଣ ବିଶ୍ୱାସ କରିପାରିବେ ନାହିଁ,

ସୋସିଆଲ ମିଡିଆରେ ସାଧାରଣତଃ କୁକୁର ମାନଙ୍କର ମଜାଦାର ଭିଡ଼ିଓ ଭାଇରାଲ ହେଉଥାଏ । ଯାହାକୁ ଦେଖିଲେ ଆମେ ଖୁସି ହୋଇଯାଆନ୍ତି । କୁକୁର ମାନଙ୍କୁ ତାଙ୍କ ମାଲିକ ବହୁତ ପ୍ରେମ କରିଥାନ୍ତି ଓ କୁକୁର ନିଜ ମାଲିକ ପାଇଁ ବହୁତ ବିଶ୍ୱସ୍ଥ ଅଟେ । ସୋସିଆଲ ମିଡିଆରେ ଏକ ଏଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବୁଝିପାରିବେ ଯେ, ଗୋଟିଏ କୁକୁର ତା ମାଲିକକୁ କେତେ ପ୍ରେମ କରିଥାଏ। ଏହି ଭିଡ଼ିଓଟି ମଜାଦାର ହୋଇଥିବାରୁ ଲୋକମାନେ ଏହାକୁ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ କରାଯାଉଛି ।

ଇଣ୍ଟରନେଟରେ ଭାଇରାଲ ହେଉଥିବା କୁକୁରଟିର ଏହି ମଜାଦାର ଭିଡ଼ିଓକୁ ଇଂଷ୍ଟାଗ୍ରାମରେ wanderlust_samoyed ନାମକ ୟୁଜର୍ସ ଶେୟର କରିଥିଲେ । ଭିଡ଼ିଓରେ ଆପଣ ଦେଖିପାରିବେ କି, ଘରଲୋକେ ପ୍ରସ୍ତୁତ ହୋଇ ବାହାରକୁ ବୁଲିବାକୁ ଯାଉଛନ୍ତି । ସେ କୁକୁରକୁ ମଧ୍ୟ ବେଲ୍ଟ ପିନ୍ଧାଉଛନ୍ତି କିନ୍ତୁ କୁକୁରକୁ ଘର ଭିତରେ ଛାଡିଦେଇ ବାହାର ପଟରୁ ତାଲା ଦେଇ ବୁଲିବାକୁ ଯାଉଛନ୍ତି । ଏହାପରେ କୁକୁର ନିଜର ଚାହାଣୀ ଦେଇ କହିଥିଲା, ଏହା କରି ଭଲ କଲ ନାହିଁ । ଏହାପରେ ଘରଲୋକ ପୁଣି ଆସି କୁକୁରଟିକୁ ବାହାରକୁ ବୁଲାଇବାକୁ ନେଇଥିଲେ ।

ଏହାପରେ କୁକୁରଟି ଖୁସି ହୋଇଗଲା, ଜଣାପଡିଲା କି, ଘରଲୋକେ ଜାଣିଶୁଣି କୁକୁର ସହିତ ଏହିପରି ମଜାକ କରୁଥିଲେ । ସେ ଦେଖିବାକୁ ଚାହୁଁଥିଲେ ଏମିତି କରିବା ଦ୍ୱାରା କୁକୁରର ରିଆକ୍ସନ କେମିତି ରହିବ । ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ବାର ଦେଖାଯାଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *