ଦେଖନ୍ତୁ ଭିଡ଼ିଓ : ଶାନ୍ତ ଭାବରେ ବସିଥିଲା କୁମ୍ଭୀର, ମହିଳା ଜଣକ ଦେହରେ ହାତ ମାରିବାରୁ ଘଟିଲା ଏମିତି କିଛି ଘ-ଟ-ଣା

ସୋସିଆଲ ମିଡିଆରେ ଏକ କୁମ୍ଭୀରର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। କାର୍ଲିଫର୍ନିଆର ରେପଟାଇଲ ଚିଡିଆଖାନାରେ ଦୁଇଟି କୁମ୍ଭୀର ଆରାମରେ ବସିଥିଲେ । ମହିଳା ଜଣକ ପାଖକୁ ଆସିଲେ ଓ କୁମ୍ଭୀରର ମୁହଁରେ ହାତ ମାରିଥିଲେ । ମହିଳା ଜଣକ ଦୁଇ କୁମ୍ଭୀରଙ୍କ ଥୋଡିକୁ ହାତ ମାରୁଥିବା ସମୟରେ କୁମ୍ଭୀର ଦୁଇଟି ମଜା ନେଉଥିଲେ ଓ ଏହାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ମହିଳା ଜଣକ କୁମ୍ଭୀର ମାନଙ୍କର ଥୋଡିକୁ ହାତ ମାରୁଥିବା ସମୟରେ କହିଥିଲେ ଏହା ତାଙ୍କର ପୋଷା ଅଟନ୍ତି । ଯେମିତି ଏହିସମୟରେ ଅନ୍ୟ କୁମ୍ଭୀରଟି ହଲିଥିଲା ସେତେବେଳେ ମହିଳା ଜଣକ ଭୟରେ ସେଠାରୁ ହଟିଯାଇଥିଲେ । କୁମ୍ଭୀରଟି ମହିଳାଙ୍କର ଆଙ୍ଗୁଠି ଧରିବାକୁ ଚେଷ୍ଟା କରୁଥିଲା । ଆପଣଙ୍କୁ ଜଣାଇଦେଉଛୁ କି, ଏହି ଷ୍ଟଣ୍ଟ ଟି ଏକ୍ସପର୍ଟ ମାନଙ୍କ ନଜରରେ କରାଯାଇଥିଲା ଓ ଆପଣ ଏହାକୁ କରିବାପାଇଁ ବିଲକୁଲ ଚେଷ୍ଟା କରନ୍ତୁ ନାହିଁ ।

ଏହି ଭିଡ଼ିଓକୁ ଦୁଇଦିନ ପୂର୍ବରୁ ଶେୟର କରାଯାଇଥିଲା ଯାହାକୁ ବର୍ତ୍ତମାନ ସୁଦ୍ଧା 4 ଲକ୍ଷ ଭିୟୁ ମିଳିସାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *