ଦେଖନ୍ତୁ ଭିଡ଼ିଓ : ବୋଟକୁ ଚଲାଇବା ପାଇଁ ହେଉଥିଲେ ରେଡି, ଠିକ ସେତେବେଳେ ଘଟିଲା ଏହି ଘଟଣା,ଆଉ ତା ପରେ …

ସୋସିଆଲ ମିଡିଆରେ ସଦାବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ|ଏଥିରେ କିଛି ଭିଡିଓ କୈତୁକିଆ ହୋଇଥାଏ ତ କିଛି ହୈରାନ କରିବା ଭଳି ହୋଇଥାଏ|କିଛି ଏଭଳି ହୋଇଥାଏ ଯାହାକୁ ଦେଖିବାମାତ୍ରେ ଆଖି ଖୋଲା ହୋଇ ଦେଖିବାକୁ ଇଚ୍ଛା ହୋଇଥାଏ|ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣଙ୍କୁ ହସ ଆସିପାରେ ଓ ହୈରାନି ବି ହୋଇପାରେ|କାରଣ ଏହି ଭିଡିଓରେ ବୋଟରେ ଠିଆ ହୋଇଥିବା ମହିଳାଙ୍କ ସହ ଯାହା ହେଲା ସେ କେଭେବି କଳ୍ପନା କରିନଥିବେ|

ଏହି ଭିଡିଓରେ ମହିଳା ବୋଟ୍ ଉପରେ ଛିଡା ହୋଇଛନ୍ତି|ମହିଳା ବୋଟକୁ ଚାଲୁ କରିବାକୁ ଚେଷ୍ଟା କରୁଛନ୍ତି|ସେହି ସମୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ସାହାଯ୍ୟ କରିବାକୁ ପହଞ୍ଚେ|କିନ୍ତୁ ଅଚାନକ ବୋଟରେ ଏକ ଧମାକା ହୋଇଯାଏ ଓ ମହିଳା ଶୀଘ୍ର ପାଣିରେ ପଡି ଯାଆନ୍ତି|ଏହାପରେ ସାହାଯ୍ୟ କରିବାକୁ ଆସିଥିବା ବ୍ୟକ୍ତି ମଧ୍ୟ ପାଣିରେ ଖସିପଡେ|କିଛି ସମୟ ପରେ ଆଉଜଣେ ବ୍ୟକ୍ତି ଆସେ ଓ ସେ ମଧ୍ୟ ପାଣିରେ ଖସି ପଡେ|ଭିଡିଓ ବହୁ ମଜାଦାର ଓ ହୈରାନ ଅଟେ|ତ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ|

କେମିତି ଲାଗିଲା ଏହି ଭିଡିଓ|ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ଏହି ଭିଡିଓକୁ ‘ହୋଲି କାଓ!’ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଭିଡିଓ ସହ ମଜାଦାର କ୍ୟାପସନରେ ମଧ୍ୟ ଲେଖାଯାଇଅଛି|ଏହି ଭିଡିଓ ବହୁ ଜୋରରେ ଭାଇରାଲ ହେଉଛି|ଖବର ଲେଖିବା ବେଳକୁ ଏହି ଭିଡିଓକୁ ୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି|୧୬୦୦ରୁ ଉର୍ଦ୍ଧ୍ବ ଲୋକ ଏହାକୁ ପସନ୍ଦ କରିଛନ୍ତି|ଏହି ଭିଡିଓରେ ଲୋକମାନେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି|ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ\

Leave a Reply

Your email address will not be published. Required fields are marked *