ହ୍ୟୁଏଲ୍ ମାଛ ଦେଲା ଜବରଦସ୍ତ ଧ-କ୍କା, ବ୍ୟକ୍ତିଜଣଙ୍କ ବୋଟରୁ ସିଧା aଗଳି ପଡିଲେ ସମୁଦ୍ରରେ , ତା’ପରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

ସମୁଦ୍ରର ସବୁଠାରୁ ବଡ ମାଛ ହେଉଛି ହ୍ୟୁଏଲ୍ | ଗୋଟିଏ ପରିବାର ସମୁଦ୍ରରେ ବୁଲିବାକୁ ଯାଇଥିଲେ | ଠିକ ସେତିକିବେଳେ ହ୍ୟୁଏଲ୍ ଆ-କ୍ର-ମ-ଣ କରିଦେଲା | ତା’ପରେ ବାପା ବୋଟରୁ ଯାଇ ସିଧା ସମୁଦ୍ରରେ ପଡିଗଲେ | ହ୍ୟୁଏଲ୍ ଏତେ ଜୋରରେ ଆ-କ୍ର-ମ-ଣ କରିଥିଲା ଯେ କାହାକୁ କିଛି ଜଣାପଡି ନଥିଲା |

ତା’ପରେ କ’ଣ ହେଲା ?

ଏହି ଘଟଣା ଏପ୍ରିଲ ୩ ତାରିଖର ଅଟେ | ଦକ୍ଷିଣ ଆଫ୍ରିକାର ଆଲଗୋ ବେ’ର ମାମଲା ଅଟେ | ମାରିନୋ ଗେର୍ବାବାଜ ଏବଂ ତାଙ୍କ ଝିଅ ଦୁହେଁ ହ୍ୟୁଏଲ୍ ଦେଖିବା ପାଇଁ ଏକ କ୍ରୁଜରେ ଯାଇଥିଲେ | ଏହି ସମୟରେ ହ୍ୟୁଏଲ୍ ସ୍ନାକ୍ସ ପାଇଁ ବୋଟ ପାଖକୁ ଆସୁଥିଲା | ଏହା ମଧ୍ୟରେ ୪୦ ଟନର ଗୋଟିଏ ହ୍ୟୁଏଲ୍ ସିଧା ଆସି ବୋଟର ସାଇଡରେ ବାଡେଇ ହେଲା |

ବୋଟରୁ ଖସିପଡ଼ିଲେ ବାପା :-

ମିରରର ରିପୋର୍ଟ ଅନୁଯାୟୀ, ୪୦ ଟନର ହ୍ୟୁଏଲ୍ ବୋଟରେ ଷ୍ଟକ ହୋଇଗଲା | ଏହା ପରେ ମାରିନୋ ପାଣିରେ ପଡ଼ିଗଲେ | ପାଣିରେ ହ୍ୟୁଏଲ୍ ମଧ୍ୟ ଥିଲା | ତାଙ୍କ ଝିଅ କହିଛନ୍ତି ଯେ ତାଙ୍କ ବାପା ସମୁଦ୍ରରେ ପଡ଼ିଯିବା ମାତ୍ରେ ସେ ଡରିଗଲେ | ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଜଣାପଡିଲା ଯେ ତାଙ୍କ ବାପା ଠିକ ଅଛନ୍ତି ଏବଂ ପହଁରି ଆସି ବୋଟରେ ଚଢି ଗଲେ, ସେ ସେତେବେଳେ ଯାଇ ରିଲାକ୍ସ ହେଲେ | ତେବେ ଏହି ଘଟଣାରେ ଖୁସିର କଥା ଯେ ତାଙ୍କ ବାପାଙ୍କୁ ହ୍ୟୁଏଲ୍ କୌଣସି କ୍ଷତି ପହଞ୍ଚାଇ ନଥିଲା 

ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣାର ଭିଡିଓ :-

ଏଥରେ ଆପଣ ଦେଖିପାରିବେ ଯେ କିପରି ଟିକେ ଟିକେରେ ବ୍ୟକ୍ତିଜଣକ ବଞ୍ଚିଗଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *