ରାଜ୍ୟରେ ୨ ହଜାର ଟପିଲା କରୋନା ସଂ-କ୍ରମି-ତଙ୍କ ସଂଖ୍ୟା, ସୁନ୍ଦରଗଡରୁ ୪୫୮ ଜଣ ଚିହ୍ନଟ

ରାଜ୍ୟରେ କରୋନା ଫେରିବା ପରେ ଆଜି ପ୍ରଥମ ଥର ପାଇଁ ସଂ-କ୍ରମ-ଣ ସଂଖ୍ୟା ୨ ହଜାରକୁ ଟପିଲା। ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟରେ ୨୨୬୭ ଜଣ ନୂଆ କରୋନା ପ-ଜିଟି-ଭ ଚି-ହ୍ନ-ଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱା-ରେଣ୍ଟା-ଇ-ନରୁ ୧୩୧୪ ଜଣ ଓ ୯୫୩ ଜଣ ଲୋକାଲ କେ-ସ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୩ ଜଣଙ୍କର ମୃ-ତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୩୪୮ ଜଣ,ବରଗଡ ଜିଲ୍ଲାରୁ ୧୨୦ ଜଣ,କଟକ ଜିଲ୍ଲାରୁ ୧୧୭ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୦୪ ଜଣ,ନୂଆପଡ଼ା ଜିଲ୍ଲାରେ ୧୦୪ ଜଣ ଓ ସମ୍ବଲପୁର ଜିଲ୍ଲାରେ ୧୨୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲାରୁ ୪୮ ଜଣ,ବାଲେଶ୍ଵର ଜିଲ୍ଲାରୁ ୬୭ ଜଣ,ଭଦ୍ରକ ଜିଲ୍ଲାରୁ ୨୮ ଜଣ,ବଲାଙ୍ଗୀର ଜିଲ୍ଲାରୁ ୯୩ ଜଣ,ଦେବଗଡ ଜିଲ୍ଲାରୁ ୧୨ ଜଣ,ଢେଙ୍କାନାଳ ଜିଲ୍ଲାରୁ ୫ ଜଣ,ଗଜପତି ଜିଲ୍ଲାରୁ ୩୧ ଜଣ,ଗଞ୍ଜାମ ଜିଲ୍ଲାରୁ ୭୦ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୫ ଜଣ,ଯାଜପୁର ଜିଲ୍ଲାରୁ ୫୨ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି।

ଏ ପର୍ଯ୍ୟନ୍ତ ରାଜ୍ୟରେ ୯୪,୬୧,୭୨୦ ଜଣଙ୍କର ଟେଷ୍ଟ ହୋଇଥିବା ସମୟରେ ମୋଟ ସଂ-କ୍ରମି-ତ ସଂଖ୍ୟା ୩,୫୫,୩୫୩ ଜଣ ଆ-କ୍ରା-ନ୍ତ ହୋଇଥିବା ସମୟରେ ୩,୪୧,୧୨୩ ଜଣ ସୁସ୍ଥ ହୋଇଛନ୍ତି। ୧୨,୨୪୪ ଜଣ ଚିକିତ୍ସାଧୀନରେ ଅଛନ୍ତି। ଆଉ ୧୯୩୩ ଜଣଙ୍କର ମୃ-ତ୍ୟୁ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *