ଆଜି ରାଜ୍ୟରେ ପ-ଜିଟି-ଭ ଚିହ୍ନଟ ହେଲେ ୧୭୮୪ ଜଣ, ନୂଆପଡାରେ ୩୦୦ରୁ ଅଧିକ ଚିହ୍ନଟ

ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୭୮୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ କରୋନାରେ ୨ ଜଣଙ୍କ ଜୀବନ ଚାଲିଯାଇଛି। ମୃ-ତ-କ ଦୁଇଜଣ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଛି। କ୍ୱା-ରେଣ୍ଟା-ଇନରୁ ୧୦୩୫ ଜଣ ଚିହ୍ନଟ ହୋଇଥିବା ସମୟରେ ୭୪୯ ଜଣ ଲୋକାଲ କେ-ସ ରହିଛି। ନୂଆପଡାରେ ସର୍ବାଧିକ ୩୦୩ କରୋନା ପ-ଜିଟି-ଭ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡରୁ ୨୪୧ ଜଣ,ଖୋର୍ଦ୍ଧାରୁ ୨୦୧ ଜଣ,ସମ୍ବଲପୁରରୁ ୧୧୪ ଜଣ,ବଲାଙ୍ଗୀରରୁ ୯୧ ଜଣ ଓ ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ନୂଆ କରୋନା ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଥିବା ସମୟରେ ବାଲେଶ୍ଵର ଜିଲ୍ଲାରୁ ୭୨ ଜଣ,ବରଗଡ଼ ଜିଲ୍ଲାରୁ ୮୭ ଜଣ,ଭଦ୍ରକ ଜିଲ୍ଲାରୁ ୩୦ ଜଣ,ବୌଦ୍ଧ ଜିଲ୍ଲାରୁ ୪ ଜଣ,କଟକ ଜିଲ୍ଲାରୁ ୫୯ ଜଣ,ଦେବଗଡ ଜିଲ୍ଲାରୁ ୧୨ ଜଣ,ଢେଙ୍କାନାଳ ଜିଲ୍ଲାରୁ ୨ ଜଣ,ଗଜପତି ଜିଲ୍ଲାରୁ ୧୬ ଜଣ,ଜଗତସିଂହପୁର ଜିଲ୍ଲାରୁ ୭ ଜଣ,ଯାଜପୁର ଜିଲ୍ଲାରୁ ୩୩ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୦ ଜଣ,କଳାହାଣ୍ଡି ଜିଲ୍ଲାର ୬୮ ଜଣ,କନ୍ଧମାଳ ଜିଲ୍ଲାରୁ ୧୩ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣ,କେନ୍ଦୁଝର ଜିଲ୍ଲାରୁ ୫୪ ଜଣ,କୋରାପୁଟ ଜିଲ୍ଲାରୁ ୧୦ ଜଣ,ମାଲକାନଗିରି ଜିଲ୍ଲାରୁ ଜଣେ,ମୟୂରଭଞ୍ଜ ଜିଲ୍ଲାରୁ ୨୭ ଜଣ,ନବରଙ୍ଗପୁର ଜିଲ୍ଲାରୁ ୬୭ ଜଣ,ନୟାଗଡ ଜିଲ୍ଲାରୁ ୧୪ ଜଣ,ପୁରୀ ଜିଲ୍ଲାରୁ ୫୩ ଜଣ,ରାୟଗଡ଼ା ଜିଲ୍ଲାରୁ ୨୫ ଜଣ,ସୋନପୁର ଜିଲ୍ଲାରୁ ୬ ଜଣ ଓ ଷ୍ଟେଟ ପୁଲରୁ ୪୬ ଜଣ ନୂଆ ପ-ଜିଟି-ଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ୩,୫୩,୦୮୬ରେ ପହଞ୍ଚିଥିବା ସମୟରେ ୩,୪୦,୬୦୦ ଜଣ ସୁସ୍ଥ ହୋଇଛନ୍ତି। ୧୦,୫୦୩ ଜଣ ଚିକିତ୍ସାଧୀନରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *