ମାଡିଆସୁଛି ଘୂ-ର୍ଣ୍ଣିଝ-ଡ଼: ୧୧ ଜିଲ୍ଲାରେ ବର୍ଷା ସହିତ ଘ-ଡଘ-ଡି ହେବାର ସମ୍ଭାବନା,ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ?

ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ରାଜ୍ୟବାସୀ ଅସହ୍ୟ ତାତିରୁ ଟିକିଏ ମୁକ୍ତି ପାଇଛନ୍ତି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ ଆଭ୍ୟନ୍ତର ଅଞ୍ଚଳ,ଦକ୍ଷିଣ ଓ ଉପକୂଳର ୨୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ଘୂ-ର୍ଣ୍ଣିଝ-ଡ଼ ହେବାର ସମ୍ଭାବନା ରହିଛି। ଏହି ସମ୍ପର୍କରେ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଷୋମବାର ଅପରାହ୍ନ ସାଢେ ୧ଟାରୁ ମଙ୍ଗଳବାର ସକାଳ ସାଢେ ୮ଟା ମଧ୍ୟରେ ବୌଦ୍ଧ,ଅନୁଗୋଳ,ଢେଙ୍କାନାଳ,ସୁନ୍ଦରଗଡ଼,ଦେବଗଡ଼, କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ୱର, କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଜପତି,କନ୍ଧମାଳ,ଗଞ୍ଜାମ,ନୟାଗଡ଼,ନବରଙ୍ଗପୁର,କଳାହାଣ୍ଡି,ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହିତ ଘ-ଡଘ-ଡି ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ।

Google

ସେହିପରି ଭାବରେ ବୌଦ୍ଧ,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଜପତି,ଗଞ୍ଜାମ,ନୟାଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ବର୍ଷା ସହିତ ଘ-ଡଘ-ଡି ହେବାର ସମ୍ଭାବନା ରହିଛି। ଆଉ ଘଣ୍ଟା ପ୍ରତି ପବନର ବେଗ ୩୦ କି.ମି.ରୁ ୪୦ କି.ମି. ରେ ଘୂ-ର୍ଣ୍ଣିଝ-ଡ ହେବାର ସମ୍ଭାବନା ରହିଛି। ଏହି ସମ୍ପର୍କରେ ପାଣିପାଗ ବିଭାଗ ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜା-ରି କରାଯାଇଛି

ପାଣିପାଗ ବିଭାଗ ତରଫରୁ ଏହି ସମୟରେ ଘରୁ ନ ବାହାରିବା ପାଇଁ ସ-ତ-ର୍କ କରାଯାଇଛି। ରାଜ୍ୟରେ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାଳବୈଶାଖୀ ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *