ଯଶପ୍ରୀତ ବୁମରାଙ୍କ ବରଯାତ୍ରୀର ଏହି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡ଼ିଓ,ହସି ହସି ଗଡ଼ିଯିବେ

ଆଇପିଏଲ 2021 ଆସିବାପରେ ସୋସିଆଲ ମିଡିଆରେ ଫନି ମିମ୍ସ ସବୁ ଭାଇରାଲ ହେବାରେ ଲାଗିଛି । ମିମସେନା ନିଜର କ୍ରିଏଟିଭିଟିର ସମ୍ପୂର୍ଣ ବ୍ୟବହାର କରୁଛନ୍ତି । ରବିବାର ଦିନ ଏକ ବ୍ୟକ୍ତି ଏମିତି ଭିଡ଼ିଓ ଶେୟର କରିଥିଲା ଯାହାକି ବହୁତ ଭାଇରାଲ ହେଉଛି । ଭିଡ଼ିଓ ଠାରୁ ଏହାର କ୍ୟାପ୍ସନ ବହୁତ ଆକର୍ଷଣୀୟ ଥିଲା । ଆପଣ ମଧ୍ୟ ଦେଖନ୍ତୁ ଏହି କ୍ୟାପ୍ସନରେ କଣ ଥିଲା ।

ଏହି ଭିଡ଼ିଓକୁ ଟ୍ୱିଟରରେ @sagaracasm ଏପ୍ରିଲ 11 ତାରିଖରେ ଶେୟର କରିଥିଲେ । ବ୍ୟକ୍ତି ଜଣକ କ୍ୟାପ୍ସନରେ ଲେଖିଥିଲେ ଯଶପ୍ରୀତ ବୁମରାଙ୍କ ବରଯାତ୍ରୀ ଭିଡ଼ିଓ ଏଠାରେ ଅଛି । ଏହି ଫନି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ନ୍ୟୁଜ ହେବାପୁର୍ବରୁ ଏହାକୁ 28 ହଜାର ରୁ ଅଧିକ ଭିୟୁ ଓ 3 ହଜାର ରୁ ଅଧିକ ଲାଇକ୍ସ ମିଳିସାରିଥିଲା ।]

18 ସେକେଣ୍ଡ ର ଏହି ଭିଡ଼ିଓରେ ଜଣେ ବ୍ୟକ୍ତିଙ୍କୁ ଆଇପିଏଲ ଗୀତ ବଜାଉଥିବାର ଦେଖାଯାଇଥିଲା । ଲୋକମାନେ ଏହାକୁ ବହୁତ ପୁରୁଣା ଖବର ବୋଲି କହିଥିଲେ କିନ୍ତୁ ଏହିପରି ଭିଡ଼ିଓ ଏମିତି ସାମ୍ନାକୁ ଆସିବା କେହିବି ବିଶ୍ୱାସ କରିପାରିନଥିଲେ । ଆପଣଙ୍କୁ ଜଣାଇଦେଉଛୁ, ଇଣ୍ଡିଆନ କ୍ରିକେଟ ଟିମର ଷ୍ଟାର ବୋଲର ଯଶପ୍ରୀତ ବୁମରା ମାର୍ଚ୍ଚ 15 ତାରିଖରେ ଗୋଆରେ ସ୍ପାର୍ଟସ ପ୍ରେଜେଣ୍ଟର ସଞ୍ଜନା ଗଣେଶନଙ୍କ ସହିତ ବିବାହ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *