ଭୁଲରେ ମଧ୍ୟ ହ୍ଵାଟ୍ସଆପରେ ପଠାନ୍ତୁ ନାହିଁ ଏହିପରି ମେସେଜ, ନଚେତ ହୋଇପାରେ ଜେଲ,ଜାଣନ୍ତୁ ପୁରା ସୂଚନା

ଆଜିର ଦୁନିଆରେ ପ୍ରତିଟି ବ୍ୟକ୍ତି ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି କିନ୍ତୁ କିଛି ଲୋକଙ୍କୁ ଜଣାଥିବ କେମିତି ଏହି ହ୍ଵାଟ୍ସଆପକୁ ସୁରକ୍ଷିତ ଭାବରେ ବ୍ୟବହାର କରାଯାଇପାରିବ । ଜାଣିବାକୁ ହେବ କେଉଁ ପ୍ରକାର ମେସେଜ ଆପଣଙ୍କୁ ହ୍ଵାଟ୍ସଆପରେ ପଠାଇବା ଅନୁଚିତ ଯାହାପାଇଁ ଆପଣଙ୍କୁ ଜେ-ଲ ମଧ୍ୟ ହୋଇପାରେ ।

ଯଦି ଆପଣ କୌଣସି ଫିଲ୍ମର ପାଇରେସି କିମ୍ବା 22 ଦିନରେ ଟଙ୍କା ଡବଲ ହେବାର କିଛି ମେସେଜ ହ୍ଵାଟ୍ସଆପରେ ଛାଡୁଛନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇଯିବ । ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଡ଼ରାଏ, ଧମକାଇଥାଏ ଏହିପରି ମେସେଜ ବହୁତ ଖତରନାକ ହୋଇଥାଏ । ଯଦି ଆପଣଙ୍କ ମେସେଜକୁ ଆଧାର କରି କିଏ ବି ଅ-ଭି-ଯୋ-ଗ କରେ ତାହେଲେ ଆପଣଙ୍କୁ ଜେ-ଲ ହୋଇପାରେ ।

ଏହି ମେସେଜ ଫରୱାର୍ଡ କଲେ ଜେ–ଲ ହୋଇପାରେ :-

ହ୍ଵାଟ୍ସଆପରେ କାହାକୁ ବି ଆପଣ ଆ-ତ୍ମ-ହ-ତ୍ୟା ପାଇଁ ଭଡକାନ୍ତୁ ନାହିଁ । ଏମିତି ମେସେଜ ହ୍ଵାଟ୍ସଆପରେ ଲେଖାନ୍ତୁନି କି ଫରୱାର୍ଡ ମଧ୍ୟ କରନ୍ତୁନି । କାରଣ ଏହା ଅ-ପ-ରା-ଧ-କ୍ରମରେ ଆସିଥାଏ । ଭାରତୀୟ ପିଙ୍ଗଳ କୋର୍ଟ ନିୟମ ଅନୁଯାୟୀ ଭୁଲ ମେସେଜ ଆଦାନ ପ୍ରଦାନକଲେ ଆପଣଙ୍କୁ ଜେ-ଲ ହୋଇପାରେ । ଏହାସହ ମେସେଜ ଫରୱାର୍ଡ କଲେ ମଧ୍ୟ ଆପଣଙ୍କୁ ଦୋ-ଷୀ ସାବ୍ୟସ୍ତ କରାଯାଏ ।

ଭୁଲରେ ମଧ୍ୟ ଫେକ ଆକାଉଣ୍ଟ ବନାନ୍ତୁ ନାହିଁ :-

ହ୍ଵାଟ୍ସଆପରେ ଫେକ ଆକାଉଣ୍ଟ ବନାଇ ଲୋକଙ୍କୁ ସମସ୍ୟାରେ ପକାଇବା କାମ କରନ୍ତୁ ନାହିଁ । ଫେକ ଆକାଉଣ୍ଟ ଖୋଲି ଲୋକଙ୍କୁ ସମସ୍ୟାରେ ପକାଇବା ଏହା ଅ-ପ-ରା-ଧ କ୍ଷେତ୍ରରେ ଆସିଥାଏ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଫେକ ଆକାଉଣ୍ଟ ଉପରେ ଆରୋପ ଲଗାଏ ତାହେଲେ ଆପଣଙ୍କୁ ଗି-ର-ଫ ହେବାକୁ ପଡିଥାଏ ।

ବ୍ଲକ ମେସେଜ ପଠାନ୍ତୁ ନାହିଁ :-

ଯଦି ଆପଣ କୌଣସି ବ୍ଲକ ମେସେଜ ପଠାଉଛନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇଯିବ । ଏହାସହ ପୋ-ଲି-ସ-ରେ ଆପଣଙ୍କ ଅ-ଭି-ଯୋ-ଗ ହେବ । ବ୍ଲକ ମେସେଜ ହ୍ଵାଟ୍ସଆପ ପଲିସି ବି-ରୋ-ଧୀ ହୋଇଥାଏ । ମସିନ ଲର୍ଣିଂ ଦ୍ୱାରା ଜଣାପଡିଯାଇଥାଏ କି, ବ୍ଲକ ମେସେଜ କେଉଁ ବ୍ୟକ୍ତି ପଠାଉଛି।

ସଫ୍ଟଓୟାର ହ୍ୟାକ କରିବାର ଚେଷ୍ଟା କରନ୍ତୁ ନାହିଁ :-

ଯଦି ଆପଣ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି ତାହେଲେ ଭୁଲରେ ମଧ୍ୟ ଏହା କରନ୍ତୁ ନାହିଁ କାରଣ ହ୍ଵାଟ୍ସଆପ ସଫ୍ଟଓୟାର ହ୍ୟାକ କୁ ଏକ ଗମ୍ଭୀର ଅ-ପ-ରା-ଧ ମାନାଯାଇଥାଏ । ଏହା କରିବା ଦ୍ୱାରା କମ୍ପାନୀ ଆପଣଙ୍କ ବିରୋଧରେ ଲମ୍ବା ଲିଗାଲ ନୋଟିସ ଜାରି କରିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *