ବ୍ୟାଙ୍କ ଛୁଟି : ଆଜି ଶେଷ କରିଦିଅନ୍ତୁ ସମସ୍ତ କାମ,ଆସନ୍ତା କିଛି ଦିନ ଵନ୍ଦ ରହିବ ଵ୍ୟାଙ୍କ,ଜାଣନ୍ତୁ କେବେ ସବୁ ବନ୍ଦ୍ ରହିବ ବ୍ୟାଙ୍କ୍

ଯଦି ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ଜରୁରୀ କାର୍ଯ୍ୟ ରହିଥାଏ,ତେବେ ଐହି ଖବର ଆପଣଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇପାରେ|ଯଦି ଆପଣ ବ୍ୟାଙ୍କର ବଳିଥିବା କାମ କାଲି ମାନେ ସୋମବାରକୁ ଶେଷ କରିନେବେ ଆପଣଙ୍କ ପାଇଁ ଭଲ ହେବ ନଚେତ ଲମ୍ବା ସମୟ ଅପେକ୍ଷା କରିବାକୁ ହେବ|ପ୍ରକୃତରେ ଏପ୍ରିଲ ମାସରେ ଏଵେ ମୋଟ୍ ୯ ଦିନ ଵ୍ୟାଙ୍କ ବନ୍ଦ ରହିବ|ଯଦିଓ ଆରବିଆଇର ୱେବସାଇଟରେ ଦିଆଯାଇଥିବା ଛୁଟି ଲିଷ୍ଟରେ କିଛି ଏମିତି ଛୁଟି ରହିଛି ଯାହା ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାଵୀ ହୋଇଥାଏ|ଏମିତିରେ ଆପଣଙ୍କୁ ନିଜ ବ୍ୟାଙ୍କ ସହ ଜଡ଼ିତ କାମର ଛୁଟି ହିସାବରେ ମ୍ୟାନେଜ କରିବାକୁ ହେବ|ଏହି ଲିଷ୍ଟରେ ଚେକ୍ କରି ନିଅନ୍ତୁ କେଉଁ ଦିନ ବନ୍ଦ ରହିବ|

କହିରଖେ ଯେ ସମସ୍ତ ରାଜ୍ୟରେ ୧୫ ଦିନ ଛୁଟି ରହିବ ନାହିଁ କାରଣ କିଛି ପର୍ବ ବା ଉତ୍ସବ ଏକାସାଙ୍ଗରେ ମନାଯାଏ ନାହିଁ|ଆରଵିଆଇ ୱେବସାଇଟ ମୁତାବକ ଅପ୍ରେଲ ମାସ ପାଇଁ ଦେଶର ଅଲଗା ଅଲଗା ବ୍ୟାଙ୍କ ପାଇଁ ନୂଆ ଛୁଟି ନିର୍ଧାରିତ ହୋଇଛି|

ଛୁଟି ଲିଷ୍ଟ:

*୧୩ ଅପ୍ରେଲ-ମଙ୍ଗଳବାର:ଉଗାଡି,ତେଲୁଗୁନୂଆବର୍ଷ,ଵୋହାଗ,ଵିହୁ,ଗୁଡି ପଡବା,ଵୈଶାଖି,ଵିଜୁ ଫେଷ୍ଟିଭାଲ

*୧୪ ଅପ୍ରେଲ-ବୁଧବାର;ଡକ୍ଟର ଆମ୍ବେଦକର ଜୟନ୍ତୀ,ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନ୍ୟୁ ଇଅର,ମହି ବିଷୁବ ସଂକ୍ରାନ୍ତି,ବୋହାଗ ଵିହୁ

*୧୫ ଅପ୍ରେଲ-ଗୁରୁବାର:ହିମାଚଳ ଡେ,ଵିଶୁ, ବଙ୍ଗାଳୀ ନ୍ୟୂ ଇଅର,ସରହୁଲ

*୧୬ ଅପ୍ରେଲ-ଶୁକ୍ରବାର:ବେହାଗ ବିହୁ

*୧୮ ଅପ୍ରେଲ-ରବିବାର

*୨୧ ଅପ୍ରେଲ-ମଙ୍ଗଳବାର:ରାମ ନବମୀ,ଗରିଆ ପୂଜା

*୨୪ ଅପ୍ରେଲ:ଚତୁର୍ଥ ଶନିବାର

*୨୫ ଅପ୍ରେଲ:ରବିବାର:ମହାବୀର ଜୟନ୍ତୀ

ଉଗାଡି,ତେଲୁଗୁ ନୂଆବର୍ଷ ଵୋହାଗ,ଵିହୁ,ଗୁଡି ପଡବା,ଵୈଶାଖି,ଵିଜୁ ଫେଷ୍ଟିଭାଲ ପାଇଁ ୧୩ ଅପ୍ରେଲ ବ୍ୟାଙ୍କ ଛୁଟି ରହିବ|ଏହାର ଆଗଦିନ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଇଁ ଛୁଟି ରହିବ|୧୫ ଏପ୍ରିଲ ଦିନ ହିମାଚଳ ଡେ,ଵିଶୁ,ବଙ୍ଗାଳୀ ନ୍ୟୂ ଇଅର,ସରହୁଲ ପାଇଁ କିଛି ରାଜ୍ୟରେ ଛୁଟି ରହିବ|୨୧ ଅପ୍ରେଲ ରାମନବମୀ ଓ ୨୫ ଅପ୍ରେଲ ମହାଵୀର ଜୟନ୍ତୀ ପାଇଁ ଛୁଟି ରହିବ|୨୪ ଅପ୍ରେଲ ଚତୁର୍ଥ ଶନିବାର ପାଇଁ ଛୁଟି ରହିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *