ଏଟିଏମ ମେସିନ ପାଖରେ ବସି ପାଠ ପଢ଼ୁଛନ୍ତି ସି-କ୍ୟୁରି-ଟି ଗା-ର୍ଡ,ଏ ଫୋଟୋକୁ ଦେଖିଲା ପରେ ଆପଣଙ୍କ ମନରେ ଯାହା ବି ଆସୁଛି କମେଣ୍ଟ କରନ୍ତୁ

ସୋସିଆଲ ମିଡିଆରେ ସାଧାରଣତଃ ଏମିତି ଭିଡ଼ିଓ ଶେୟର ହୋଇଥାଏ ଯାହାକୁ ଦେଖିବାପରେ ଆମ ହୃଦୟକୁ ଶାନ୍ତି ମିଳିଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଫୋଟୋ ଏକ ସି-କ୍ୟୁରି-ଟି ଗା-ର୍ଡର ଅଟେ । ଯିଏକି ଏଟିଏମ ପାଖରେ ନିଜର ଡ୍ୟୁଟି କରିବାସହ ନିଜ ପାଠ ମଧ୍ୟ ପଢୁଛି ।

ଏହି ଫୋଟୋ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଆଇଏଏସ ଅଫିସର ଅବନୀଶ ଶରଣ ଶେୟର କରିଛନ୍ତି । ସେ ଏହି ଭିଡ଼ିଓରେ ଲେଖିଥିଲେ କି, ଆପଣ ଦେଖିପାରୁଥିବେ କେମିତି ଜଣେ ସି-କ୍ୟୁରି-ଟି ଗା-ର୍ଡ ଏଟିଏମ ପାଖରେ ତଳେ ବସି ପାଠ ପଢୁଛି । ଏହାକୁ ଦେଖି ଲାଗୁଛି ତା’ ଭିତରେ କିଛି କରିବାର ଅଭିଳାସା ମଧ୍ୟ ରହିଛି ।

ଏହି ଫୋଟୋରେ ବର୍ତ୍ତମାନ ସୁଦ୍ଧା 8 ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି । ଲୋକମାନେ ସି-କ୍ୟୁରି-ଟି ଗା-ର୍ଡଙ୍କର ପ୍ରଶଂସା କରୁଥିବା ସମୟରେ ତାଙ୍କର ଚେଷ୍ଟାକୁ ସମ୍ମାନ ଜଣାଇଛନ୍ତି । ଲୋକମାନେ ଏହି ଭିଡ଼ିଓ ଦେଖିବାପରେ କମେଣ୍ଟ ପ୍ରେରଣାଦାୟୀ ବୋଲି ଲେଖୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *