ଏକ ହୃଦୟ ବିଦାରକ ଘ-ଟ-ଣା : ଆମଲେଟ ଚୋ-ରି କରି ଖାଇଦେବାରୁ, ପି-ଟି ପି-ଟି ମା-ରିଦେ-ଲେ,ଜାଣନ୍ତୁ ପୁରା ଘ-ଟ-ଣା

ଚେନ୍ନାଇରେ ଏକ ହୃଦୟ ବି-ଦାର-କ ଘ-ଟ-ଣା ସାମ୍ନାକୁ ଆସିଛି । ଏଠାରେ ଏକ ବ୍ୟକ୍ତିକୁ ଆମଲେଟ ଚୋ-ରି କରି ଖାଇବା ଅ-ଭିଯୋ-ଗରେ ପି-ଟି ପି-ଟି ହ-ତ୍ୟା କରାଯାଇଛି । ସିସିଟିଭି ଫୁଟେଜ ମାଧ୍ୟମରୁ ପୋ-ଲି-ସ ଜଣେ ଅ-ଭିଯୁ-କ୍ତକୁ ଗି-ର-ଫ କରିପାରିଛି ।

ମା-ମ-ଲା କଣ ଅଟେ ?:-

ଚେନ୍ନାଇ ସିଟି ପୋ-ଲି-ସକୁ ଲୋକମାନେ ସୂଚନା ଅଡେଲବ ଯେ, ପଜଲ ହ୍ରଦ ପାଖରେ ଏକ ଶ-ବ ପଡ଼ିଛି । ପୋ-ଲି-ସ ଘ-ଟ-ଣାସ୍ଥଳରେ ପହଞ୍ଚି ଶ-ବ ଉ-ଦ୍ଧା-ର କଲା ଓ ଜାଣିବାକୁ ମିଳିଲା କି, ସେ ହେଉଛନ୍ତି ଅମ୍ବାଲାଗନ ଯିଏକି ଭେଙ୍କଟେଶ୍ବର ନଗରରେ ରହୁଥିଲା ।

Google

ସି-ସିଟି-ଭି ଫୁ-ଟେ-ଜରୁ ହେଲା ଖୁଲାସା:-

ଶ-ବ ମିଳିବାପରେ ପୋ-ଲି-ସ ଯା-ଞ୍ଚ କାର୍ଯ୍ୟ ଆରମ୍ଭ କରିଦେଲା ଓ ପୋ-ଲି-ସ ସ୍ଥାନୀୟ କିଛି ସି-ସିଟି-ଭି ଫୁ-ଟେ-ଜ ଚେ-କ କରୁଥିବା ବେଳେ ଏକ ଫୁ-ଟେ-ଜରୁ ପାଇଥିଲା କି, ଜଣେ ଯୁବକକୁ ପି-ଟା ଯାଉଛି । ବହୁତ ଭଲ ଭାବରେ ଦେଖାଗଲା କି, ମା-ଡ଼ ଖାଉଥିବା ବ୍ୟକ୍ତି ହିଁ ସେହି ଲୋକ ଯାହାର ଶ-ବ ମିଳିଛି । ବ୍ୟକ୍ତିଟି ଭୂମିରେ ପଡିଯିବାପରେ ପରେ ମଧ୍ୟ ଲୋକମାନେ ତାଙ୍କୁ ନି-ଷ୍ଠୁ-ରତା-ର ସହ ପି-ଟୁଥି-ଲେ ।

ଆମଲେଟ ଚୋ-ରାଇ-ବା ଅ-ଭିଯୋ-ଗରେ ପି-ଟି ପି-ଟି ହ-ତ୍ୟା :-

CCTV ଫୁ-ଟେ-ଜର ଯା-ଞ୍ଚ ପରେ ପୋ-ଲି-ସ କୃଷ୍ଣମୂର୍ତୀ ନାମ ଏକ ବ୍ୟକ୍ତିକୁ ଗି-ର-ଫ କରିଛନ୍ତି । ଯେତେବେଳେ ତାକୁ ପଚରାଉଚରା କରାଗଲା ସେତେବେଳେ ଆଶ୍ଚର୍ଯ୍ୟ କଥା ସାମ୍ନାକୁ ଆସିଥିଲା। ପୋ-ଲି-ସ ଜାଣିବାକୁ ପାଇଲା କି, ସେ ଏଥିପାଇଁ ଆମ୍ବଲଗନକୁ ମା-ରିଥି-ଲା କାରଣ ସେ ଥରେ ଦୋକାନରୁ ଆମଲେଟ ଚୋ-ରା-ଇ ଖାଇଥିଲା ।

Google

ସିସିଟିଭି ଫୁ-ଟେ-ଜରୁ ପୋ-ଲି-ସ କୃଷ୍ଣମୂର୍ତୀକୁ ଗି-ର-ଫ କରିଥିଲା ବର୍ତ୍ତମାନ ଆଉ କେତେଜଣଙ୍କ ସ-ନ୍ଧା-ନରେ ପୋ-ଲି-ସ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *