ଏହି ଭାଇରାଲ ଫଟୋରେ କେଉଁ ପଶୁର ଫୋଟୋ ଆପଣ ଦେଖି ପାରୁଛନ୍ତି ? ଦେଖିବା ଆପଣ ଉତ୍ତର ଦେଇ ପାରୁଛନ୍ତି ନା ନାହିଁ

ଚିତା ବାଘ ସମସ୍ତଙ୍କୁ ଦେଖାଯାଏ ନାହିଁ|ଏହା ଦେଖିବାକୁ ସବ୍ର ହେବା ଆବଶ୍ୟକ|ବହୁତ ଲୋକ ଜଙ୍ଗଲକୁ ସଫାରୀରେ ଯାଆନ୍ତି|କିନ୍ତୁ ଚିତା ବାଘର ପାଦ ଚିହ୍ନ ଦେଖିକି ଫେରି ଆସନ୍ତି|କାରଣ ଏହା ଯେ ଚିତା ବାଘ ହେଉ ବା ସିଂହ ନିଜ ମନରେ ରାଜା ଅଟେ|କାହାର ଇଛାରେ ବା କହିବା କ୍ଷଣି ସାମ୍ନାରେ ପ୍ରକଟ ହୁଅନ୍ତି ନାହିଁ|କିଛି ଫଟୋଗ୍ରାଫରଙ୍କ ଯୋଗୁଁ ସୋସିଆଲ ମିଡିଆରେ ଏହି ଅଦ୍ଭୁତ ଜୀବଙ୍କର ଗଜବ ଛବି ଦେଖିବାକୁ ମିଳେ|ନିକଟରେ ଏକ ଫଟୋ ଜଣେ ଆଇଏଫ୍ଏସ ଅଫିସର ଚିତା ବାଘର ଫଟୋ ସେୟାର କରିଛନ୍ତି|କିନ୍ତୁ ତାହା ଦେଖିବାକୁ ଏକାଗ୍ରତା ଆବଶ୍ୟକ|କାହିଁକି?ଫଟୋ ଦେଖିବା ପରେ ଜାଣିପାରିବେ|

ଏହି ସାନ୍ଦାର ଫଟୋ ଟୁଇଟରରେ ଆଇଏଫ୍ଏସ୍ ଅଫିସର ରମେଶ ପାଣ୍ଡେ ସେୟାର କରିଛନ୍ତି|ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି,”ଆପଣ କ’ଣ ଏହି ଫଟୋରେ ଦେଖିପାରୁଛନ୍ତି?”ଟିକେ ଜୁମ୍ କରିଲେ ଆଶ୍ଚର୍ଯ୍ୟ ହୋଇଯିବେ|ଏହି ଫଟୋ ବହୁ ଲୋକଙ୍କୁ ପସନ୍ଦ ଆସୁଛି ଓ ଆର୍ଟିକିଲ ଲେଖିବାବେଳେ ଏହାକୁ ୨୦୦ ରୁ ଉର୍ଦ୍ଧ୍ବ ଲାଇକ୍ ଓ ୨୦ରୁ ଅଧିକ ରିଟୁଇଟ୍ କରାଯାଇଛି|

ରମେଶ ପାଣ୍ଡେ ନିଜ ଟୁଇଟରେ କହିଛନ୍ତି ଯେ ଏବେ ଉତ୍ତର ପ୍ରଦେଶର ବହରାଇଚରେ ଡ୍ରୋନ ସାହାଯ୍ୟରେ ଏକ ଚିତା ବାଘର ସଫଳ ରେ-ସ୍କ୍ୟୁ ଅ-ପରେ-ସନ କରାଯାଇଥିଲା|ଏହି ହୃଦୟସ୍ପର୍ଶୀ ଫଟୋ ଡିଏଫ୍ଓ ମନିଶ ସିଂ ସେୟାର କରିଥିଲେ|

ଯେମିତି ବାଦଲରେ ଚନ୍ଦ୍ର ଲୁଚିଯାଏ,ଅତ୍ୟନ୍ତ ଭଲ ଚିତ୍ର|ଲୋକମାନେ କହିଛନ୍ତି|

ଏହି ଫଟୋ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି|ଯେଉଁଠାରେ କିଛି ଲୋକ ଚିତା ବାଘକୁ ବାଦଲରେ ଲୁଚିଥିବା ଚନ୍ଦ୍ର କହୁଥିଲା ବେଳେ କେହି ଏହାକୁ ଲୁ-ଚିବା-ର ଶୈଳୀ ବୋଲି କହୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *