ବୟଫ୍ରେଣ୍ଡକୁ ଫସାଇବା ପାଇଁ ଝିଅଟି ନିଜର ସାଙ୍ଗ ମାନଙ୍କୁ କଲା ପ୍ରସ୍ତୁତ,ତା ପରେ ହୋଟେଲରେ ଯାହାହେଲା…ଜାଣନ୍ତୁ ପୁରା ଘଟଣା

ଜଣେ ମହିଳାଙ୍କୁ ସନ୍ଦେହ ଥିଲା କି, ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେଉଛନ୍ତି । ଏହାପରେ ମହିଳା ନିଜର ସନ୍ଦେହକୁ ସଠିକ କରିଥିଲେ, ସେ ନିଜର ବୟଫ୍ରେଣ୍ଡକୁ ହୋଟେଲରେ ଧରିଥିଲେ । ମହିଳା କହିଥିଲେ କି, କେମିତି ସେ ନିଜର ସାଙ୍ଗ ମାନଙ୍କ ସହାୟତାରେ ବୟଫ୍ରେଣ୍ଡଙ୍କୁ ଧରିଥିଲେ । ତାଙ୍କ ବୟଫ୍ରେଣ୍ଡ ଆଉ ଜଣେ ଯୁବତୀ ସହିତ ହୋଟେଲକୁ ଭେଟ କରିବାକୁ ଆସିଥିଲା ।

ଡେଲି ମେଲ ଖବର ମୁତାବିକ, କାନାଡ଼ାରେ ରହୁଥିବା 24 ବର୍ଷୀୟ ଜେଡ ହିକ ଟ୍ୱିଟର ଓ ୟୁଟ୍ୟୁବରେ ଏହି ପୁରା ମାମଲା କହିଥିଲେ । ଏହାପରେ ସେ ନିଜର ଏକ୍ସ-ବୟଫ୍ରେଣ୍ଡଙ୍କ ସହିତ ଅଜବ ଫୋଟୋ ମଧ୍ୟ ଶେୟର କରିଥିଲେ ।

Google

ଜେଡ ସେହିସମୟରେ ନିଜର ବୟଫ୍ରେଣ୍ଡ କୁ ସନ୍ଦେହ କଲେ ଯେତେବେଳେ ସେ ଜାଣିବାକୁ ପାଇଲେ ସେ ନିୟମିତ ଭାବରେ ନିଜର ପୁରୁଣା ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ମେସେଜ ପଠାଉଛନ୍ତି। ଏହିକଥା ଜେଡ ନିଜର ସାଙ୍ଗମାନଙ୍କ ସହିତ ଆଲୋଚନା କରିଥିଲା ଓ ଜେଡଙ୍କ ଜଣେ ବନ୍ଧୁ ଜେଡଙ୍କ ବନ୍ଧୁତ୍ୱ ନିଭାଇଥିଲେ ।

ଏହାପରେ ସମସ୍ତ ଲୋକ ପ୍ରସ୍ତୁତ ହୋଇଗଲେ । ଜେଡଙ୍କର ଏକ ବନ୍ଧୁ ହେଲେ ସର୍ବପ୍ରଥମେ ଜେଡଙ୍କ ବୟଫ୍ରେଣ୍ଡଙ୍କୁ ମେସେଜ କରିବା ଆରମ୍ଭ କରିଦେଲେ ଓ ପରେ ହୋଟେଲ ରୁମକୁ ଭେଟ କରିବାପାଇଁ ମଧ୍ୟ ତାଙ୍କୁ ଡାକିଥିଲେ ।

ଏହାପରେ ଜେଡଙ୍କ ବୟଫ୍ରେଣ୍ଡ ହେଲେଙ୍କ ସହ ଭେଟ ହେବାପାଇଁ ସମୟ ମାଗିଥିଲା ଓ ଏହିସମୟରେ ସମସ୍ତେ ଜେଡଙ୍କ ବୟଫ୍ରେଣ୍ଡର ଅପେକ୍ଷା କରିଥିଲେ । ଏହାପରେ ଜେଡଙ୍କ ବୟଫ୍ରେଣ୍ଡ ଏକ ହୋଟେଲ ରୁମ ବୁକ କରିଥିଲେ ଓ ହେଲେଙ୍କୁ କହିଥିଲେ ଏହିସମୟରେ ଭେଟ ହେବାପାଇଁ ।

ଜେଡ ନିଜର ବାପାଙ୍କୁ ମଧ୍ୟ ହୋଟେଲ ଯିବାପାଇଁ କହିଲେ ଓ ତାଙ୍କୁ ସବୁକଥା କହିଦେଇଥିଲେ । ଜେଡ ବୟଫ୍ରେଣ୍ଡଙ୍କ ରୁମ କୁ ଯାଇ ଘଣ୍ଟି ବଜାଇବାପରେ ତାଙ୍କୁ ଜଣାନଥିଲା ଏ ଦୁହେଁ ଏଠାକୁ କଣପାଇଁ ଆସିଛନ୍ତି !

Google

ବୟଫ୍ରେଣ୍ଡଙ୍କୁ ଦେଖି ଜେଡ କହିଥିଲେ, ମୁଁ ତୁମର ଗାର୍ଲଫ୍ରେଣ୍ଡ ଅଟେ ଓ ତୁମେ ଏଠାରେ ଅନ୍ୟ କାହାର ଅପେକ୍ଷା କରିଛ । ଜେଡଙ୍କ ବାପା ତାଙ୍କୁ ବୁଝାଇ କହିଥିଲେ କେବେବି ତା’ ସହ ଭେଟ ହେବାପାଇଁ ଚେଷ୍ଟା ନକରିବାକୁ ।

ନିଜ ଟିକଟକ ଭିଡ଼ିଓରେ ଜେଡ କହିଥିଲେ କି, ମୁଁ ଭାବିଥିଲି ସେଠାରେ ମାରପିଟ ଧୂମ ହୋଇଯିବ କିନ୍ତୁ ବାପା ତାଙ୍କୁ ବୁଝାଇ ଛାଡିଦେଇଥିଲେ ।

ଜେଡଙ୍କର ଏହି ଭିଡ଼ିଓକୁ ବର୍ତ୍ତମାନ ବହୁତ ଲାଇକ୍ସ କରାଯାଉଛି। ଲୋକମାନେ ତାଙ୍କର ବାପାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି କାହିଁକି ନା ସେ ନିଜର ଝିଅ ସପୋର୍ଟରେ ଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *