ଦେଖନ୍ତୁ ଭିଡ଼ିଓ : ରଶି ସାହାଯ୍ୟରେ ନଦୀରେ ଡେଉଁଥିଲେ ଏହି ମହିଳା,କିନ୍ତୁ ମଝିରେ ହେଲା ଏମିତି ଘ-ଟ-ଣା,ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସୋସିଆଲ ମିଡିଆରେ ମଜାଦାର ଭିଡିଓ ଭରପୁର ରହିଛି|ଏଥିରେ କିଛି ହସାଇଥାଏ ଓ କିଛି ଆଶ୍ଚର୍ଯ୍ୟଚକିତ କରିଥାଏ|ସେଥିରେ କିଛି ଭିଡିଓ ଏମିତି ଯେ ଯାହାକୁ ବିଶ୍ୱାସ କରିହେବ ନାହିଁ|ଏହି ଭିଡିଓ ଦେଖିବା ପରେ ହିଁ ଆପଣଙ୍କୁ ବିଶ୍ୱାସ ହେବ|କାରଣ ନଦୀରେ ଡିଆଁ ମାରୁଥିବା ମହିଳାଙ୍କ ସହ ଯାହା ହେଲା ତାକୁ ଦେଖି ହସ ଆସିବ ଓ ଆଶ୍ଚର୍ଯ୍ୟ ମଧ୍ୟ ହେବେ|

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଚର୍ଚ୍ଚାରେ ରହିବାକୁ ଅଜବ ଗଜବ କାମ କରିଥାନ୍ତି|କେତେବେଳେ ଲୋକଙ୍କୁ ଏଥିରେ ସଫଳତା ମଧ୍ୟ ମିଳିଥାଏ,କେତେବେଳେ ତାଙ୍କର କିରିକିରୀ ହୋଇଥାଏ|ଏହି ଭିଡିଓକୁ ଦେଖିଵା ପରେ ହୋଇପାରେ ଆପଣଙ୍କୁ ଏମିତି କିଛି ଲାଗିପାରେ|କାରଣ ଜଣେ ମହିଳା ତାଙ୍କ ବନ୍ଧୁଙ୍କ ସହ ନଦୀ କୂଳରେ ମସ୍ତି କରୁଥିଲେ|ଏହି ସମୟରେ ଜଣେ ମହିଳା ରଶି ସାହାଯ୍ୟରେ ନଦୀରେ ଡିଆଁ ମାରିଵାକୁ ଚେଷ୍ଟା କରୁଥିଲେ|କିନ୍ତୁ ମଝିରେ ହିଁ ତାଙ୍କ ହାତ ଛାଡିଯାଏ ଓ ସେ ତତ୍କାଳୀନ ତଳେ ପଡିଯାଆନ୍ତି|ପଡିବା କ୍ଷଣି ପୁଣି ନଦୀରେ ତିଆରି ହୋଇଥିବା ପୁଲରେ ମାଡ ହୁଅନ୍ତି|ଆଶା କରାଯାଏ ଯେ ଏହି ସମୟରେ ମହିଳାଙ୍କୁ ଜବରଦସ୍ତ ଆଘାତ ଲାଗିଥିଵ|ତେଣୁ ପ୍ରଥମେ ଏହି ଭିଡିଓକୁ ଦେଖନ୍ତୁ|

ସୋସିଆଲ ମିଡ଼ିଆ ପ୍ଲିଟଫର୍ମ ଟୁଇଟରରେ ଏହି ଭିଡିଓକୁ “ଫ୍ରେଡ୍ ସ୍କୁଲ୍ଜ”ନାମକ‌ ଆକାଉଣ୍ଟରେ ସେୟାର କରାଯାଇଛି|ଏବେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି|ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଥିଲେ|ଏଥିରେ ବହୁତ ମଜାଦାର ଓ କୈତୂକିଆ କମେଣ୍ଟ ମଧ୍ୟ ଆସୁଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *