ସଡକ ମଝିକୁ ଆସି ଯାଇଥିଲା କଇଁଛ,ମହିଳା ଜଣକ ଦେଖିଵାକ୍ଷଣି ହାତରେ ଉଠାଇଲେ ଓ ଏମିତି କିଛି କଲେ,ଲୋକମାନେ କରିବାକୁ ଲାଗିଲେ ପ୍ରଶଂସା,ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ଭାଇରାଲ ହେଉଛି,ଯେଉଁଥିରେ ଗୋଟିଏ କଇଁଛ ରାସ୍ତାର ମଝିରେ ଫସିଥିବା ଦେଖାଯାଇଛି|ସେତେବେଳେ ସେହି ରାସ୍ତା ଦେଇ ଯାଉଥିବା ମହିଳାଙ୍କ ନଜର କଇଁଛ ଉପରେ ପଡିଛି ଓ ସେ ଶୀଘ୍ର ଯାଇ ବଞ୍ଚାଇଛନ୍ତି|ଲୋକମାନେ ଏହି ଭିଡିଓକୁ ଦେଖିକି ମହିଳାଙ୍କ ପ୍ରଶଂସା କରିଛନ୍ତି|ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ୫୦ ହଜାରରୁ ଅଧିକ ଥର ଦେଖାଯାଇଛି|

ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା ଜଣଙ୍କ ସ୍ପୋର୍ଟସ ଆଉଟଫିଟ୍ ପିନ୍ଧିଥିବା ଦେଖାଯାଆନ୍ତି|ସେ ଦେଖିଲେ ଯେ କଇଁଛଟିଏ ରାସ୍ତା ମଝିରେ ଫସି ଯାଇଛି ଓ ତା ଆଖପାଖରେ ଗାଡି ଯାଉଛି|ଏହାକୁ ଦେଖି ସେ କଇଁଛ ପାଖକୁ ଯାଇ ହାତରେ କପଡା ନେଇ କଇଁଛକୁ ଉଠାଇଛନ୍ତି|ପୁଣି ଏହାକୁ ନେଇ ରାସ୍ତା ପାଖରେ ଯାଆନ୍ତି ଓ କଡରେ ଲାଗିଥିବା ଗଛ ପାଖରେ ଛାଡି ଦିଅନ୍ତି|

ଭିଡିଓକୁ ଏପର୍ଯ୍ୟନ୍ତ ୯୦୦୦ ରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି ଓ ବହୁ ଟୁଇଟ୍ କରିଛନ୍ତି|କଇଁଛର ଜୀବନ ବଞ୍ଚାଇଥିବାରୁ ଲୋକମାନେ ଭୂୟସୀ ପ୍ରଶଂସା କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *