PFC ରେ ଖାଲି ରହିଛି ପଦବୀ, ଏପ୍ରିଲ ମାସ ୨୩ ତାରିଖ ମଧ୍ୟରେ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ପାଇବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ପାୱର ଫାଇନାନ୍ସ କର୍ପୋରେସନ ଲିମିଟେଡ(PFC)ରେ ଖାଲି ରହିଛି ପଦବୀ। ଏହି କମ୍ପାନୀରେ ବିଭିନ୍ନ ପ୍ରକାରର ଆସିଷ୍ଟାଣ୍ଟ ଅଫିସର,ଆସିଷ୍ଟାଣ୍ଟ ମ୍ଯାନେଜର,ଡେପୁଟି ମ୍ଯାନେଜର ଏବଂ ମ୍ଯାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବାପାଇଁ ଯୋଗ୍ୟ ପ୍ରାର୍ଥୀ PFCL ର ଅଫିସିଆଲ ୱେବସାଇଟ pfcindia.comକୁ ଯାଇ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀ ଏପ୍ରିଲ ମାସ ୨୩ ତାରିଖ ସୁଦ୍ଧା ନିଜର ଆପ୍ଲିକେସନ ଅନଲାଇନରେ ଆବେଦନ କରିପାରିବେ

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.pfcindia.com/Careers

http://www.pfcapps.com/pfcrecruitment/

http://www.pfcapps.com/pfcrecruitment/Advertisment/advertisement4103-Apr-2021.pdf

ଆବେଦନ କିଏ କରିପାରିବେ :-

Google

ଆସିଷ୍ଟାଣ୍ଟ ଅଫିସର :-

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ M.sc କିମ୍ବା ୨ ବର୍ଷୀୟ ପିଜି ଡିପ୍ଲୋମାରେ ସର୍ବନିମ୍ନ ୫୫ ପ୍ରତିଶତ ମାର୍କ ଥିବା ଜରୁରୀ। ପ୍ରାର୍ଥୀଙ୍କ ବୟସ ସୀମା ୩୪ ବର୍ଷ ହୋଇଥିବା ନିତ୍ୟାନ୍ତ ଜରୁରୀ।

ଆସିଷ୍ଟାଣ୍ଟ ମ୍ଯାନେଜର :-

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ BE/B.tech କିମ୍ବା ୩ ବର୍ଷୀୟ ନିଜି ଡିପ୍ଲୋମାରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଥିବା ନିହାତି ଜରୁରୀ। ପ୍ରାର୍ଥୀଙ୍କ ଅଧିକତମ ବୟସ ୩ ବର୍ଷ ହୋଇଥିବା ଜରୁରୀ।

ଡେପୁଟି ମ୍ଯାନେଜର :-

ଏହି ପଦବୀ ପାଇଁ ଏମବିଏ/ଏଇ/ଏମ ଟେକ କରିଥିବା ଦରକାର। ଆଉ ବୟସ ସୀମା ୩୪ ବର୍ଷ ହୋଇଥିବା ଦରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *