ଷ୍ଟୋର ଭିତରକୁ ପୁରାଇ ଦେଲେ ଗାଡ଼ି : କମ୍ପାନୀ ଚାକିରିରୁ ବାହାର କରିଦେବାରୁ ବ୍ୟକ୍ତିଜଣକ ରାଗରେ କରିଦେଲେ ଷ୍ଟୋରର ଏମିତି ଅବସ୍ଥା,ଜାଣନ୍ତୁ ପୁରା ଘଟଣା

ଯେତେବେଳେ ବାହାର କରି ଦିଆଗଲା ଚାକିରିରୁ :-

ଯେତେବେଳେ କାହାକୁ ଚାକିରିରୁ ବାହାର କରି ଦିଆଯାଏ, ସେତେବେଳେ ତ ତାକୁ ରାଗ ଲାଗିବା ସ୍ୱାଭାବିକ କଥା ଅଟେ | ଏପରି ପରିସ୍ଥିତିରେ ସେ ନିଜ ବସ ଏବଂ କମ୍ପାନୀକୁ ଖରାପ ବୋଲି ମଧ୍ୟ କହିଦେଇଥାଏ | କିନ୍ତୁ କିଛି ଲୋକଙ୍କର ରାଗ ବହୁତ ଖରାପ ହୋଇଥାଏ | ସେମାନେ ଚାକିରିରୁ ତଡା ଖାଇଥିବାର ଅପମାନକୁ ସହି ପାରନ୍ତିନାହିଁ ଏବଂ କମ୍ପାନୀ କିମ୍ବା ନିଜ ବସଙ୍କଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥାନ୍ତି | ଏପରି ଏକ ମାମଲା ଆମେରିକାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ୱାଲମାର୍ଟ ଚାକିରିରୁ ବାହାର କରିଦେଲେ, ସେତେବେଳେ ସେ ରାଗରେ ଷ୍ଟୋର ଭିତରକୁ ଗାଡି ପୂରେଇଦେଲା ଏବଂ ବହୁତ ଗୁଡିଏ ଜିନିଷ ଭଙ୍ଗାରୁଜା କରିଦେଲା |

କ’ଣ ରହିଛି ପୁରା ମାମଲା ?

ଏହି ଘଟଣା ଉତ୍ତର କାରୋଲିନା (ଆମେରିକା) ର କନକର୍ଡରେ ଅବସ୍ଥିତ ଏକ ୱାଲମାର୍ଟ ଷ୍ଟୋରର ଅଟେ | ଯେଉଁଠାରେ ୩୨ ବର୍ଷୀୟ ଲେସି କର୍ଡେଲ ଜେଣ୍ଟ୍ରି ନାମକ ଜଣେ ବ୍ୟକ୍ତି ଗେଟକୁ ଭାଙ୍ଗି ନିଜ କାରକୁ ସିଧା ଷ୍ଟୋର ଭିତରକୁ ପୂରେଇଦେଲେ ଏବଂ ସବୁକିଛି ନଷ୍ଟ କରିବାକୁ ଲାଗିଲେ | କୁହାଯାଇଛି ଯେ ଜେଣ୍ଟ୍ରି ଚାକିରୀ ବାହାର କରାଯିବା ପରଠାରୁ ରାଗରେ ଥିଲା ଏବଂ ପ୍ରତିଶୋଧ ନେବାକୁ ଚାହୁଁଥିଲା |

ପୋ-ଲି-ସ କଲା ଗି-ର-ଫ :-

ରିପୋର୍ଟ ଅନୁଯାୟୀ, ଚାକିରିରୁ ବାହାର କରାଯିବା ପରେ ଜେଣ୍ଟ୍ରି ପରବର୍ତ୍ତୀ ଦିନ ସକାଳେ ନିଜ କାର ଧରି ଷ୍ଟୋରକୁ ଗଲା ଏବଂ ତା’ର ଗେଟ ଭାଙ୍ଗି ସିଧା ଭିତକୁ ପଶିଲା ଏବଂ ସବୁକିଛି ଧ୍ୱଂସ କରିଦେଲା | ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗି-ର-ଫ କରିଥିଲା | କନକର୍ଡ ପୋଲିସ ଡିପାର୍ଟମେଣ୍ଟ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲା ଏବଂ ଫଟୋଗୁଡିକୁ ସେୟାର କରିଥିଲା |

କରାଯାଇଛି ଏହି ଅ-ଭି-ଯୋ-ଗ :-

ପୋ-ଲି-ସ ପ୍ରେସ ରିଲିଜରେ ଏହା କୁହାଗଲା ଯେ ଯେତେବେଳେ ଦୋକାନରେ ପୋଲିସ ଟିମ ପହଞ୍ଚିଥିଲେ, ସେତେବେଳେ ଜେଣ୍ଟ୍ରି କାର ଚଳାଉଥିଲେ ଏବଂ ଜିନିଷଗୁଡିକୁ ଭାଙ୍ଗି ଦେଉଥିଲା | ସୂଚନା ଅନୁଯାୟୀ, ଏହି ଦୁ-ର୍ଘ-ଟ-ଣାରେ କାହାକୁ ଆଘାତ ଲାଗିନାହିଁ | କିନ୍ତୁ ବହୁତ ଗୁଡିଏ ସାମଗ୍ରୀ ନିଶ୍ଚିତ ଭାବରେ ନଷ୍ଟ ହୋଇଗଲା | କୁହାଯାଉଛି ଯେ ସେହି ବ୍ୟକ୍ତି ଉପରେ ଜଣେ ସରକାରୀ ଅଧିକାରୀଙ୍କ ଉପରେ ମାରାତ୍ମକ ଅସ୍ତ୍ର ସହିତ ଆ-କ୍ର-ମ-ଣ କରିବା, ଅ-ପ-ରା-ଧ, ଭଙ୍ଗାରୁଜା ଏବଂ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ଭଳି ଗମ୍ଭୀର ଅ-ଭି-ଯୋ-ଗ କରାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *