ଏ ଭିଡିଓରୁ କିଛି ଶିଖନ୍ତୁ : ପ୍ରବଳ ଖରାରେ ହନ୍ତସନ୍ତ ହେଉଥିବା ପାରାକୁ କେମିତି ଛୋଟ ପିଲାଟି ପାଣି ପିଆଉଛି,ଦେଖନ୍ତୁ ଭିଡିଓ

ପିଲାଟି କଲା ବହୁତ ବଡ଼ କାମ :-

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ | କିନ୍ତୁ ଏପରି କିଛି ଭିଡିଓ ହୋଇଥାଏ, ଯାହାକୁ ଦେଖିବା ପରେ ମଣିଷ ଚିନ୍ତା କରିବାକୁ ବାଧ୍ୟ ହୋଇଯାଏ | ମଣିଷର ହୃଦୟ ଖୁସି ହୋଇଯାଏ | ସେ ଏହା ଭାବିବାକୁ ଲାଗେ ଯେ ସେ ମଧ୍ୟ ଆଗକୁ ଏହିପରି କରିବ | ଗୋଟିଏ ବହୁତ କ୍ୟୁଟ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓ ଏକ ବହୁତ ବଡ ଶିକ୍ଷା ମଧ୍ୟ ଦେଇଥାଏ | ଗୋଟିଏ ପିଲା ନିରୀହ ପିଲା ପାରା ସହିତ ଯାହା କଲା, ତାହା ପ୍ରଶଂସାଯୋଗ୍ୟ ଅଟେ |

ଏମିତି କ’ଣ କରିଦେଲା ପିଲାଟି :-

ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଏହି ଭିଡିଓକୁ ସେୟାର କରିଛନ୍ତି | ଏହି ଭିଡ଼ିଓରେ ଦେଖାଯାଇପାରେ ଯେ କିପରି ଗୋଟିଏ ପିଲା ପ୍ରବଳ ଖରାରେ ପାରାକୁ ପାଣି ପିଆଇବା ପାଇଁ ଚେଷ୍ଟା କରୁଛି | ପାରାଟି ଖରା କାରଣରୁ ବିରକ୍ତ ହୋଇ ଘର ବାହାରେ ଆସି ବସିଯାଉଛି | ତେଣୁ ପିଲାଟି ବାଲକୋନୀକୁ ଆସି ଚାମଚ ଦ୍ୱାରା ତାକୁ ପାଣି ପିଆଇବାକୁ ଲାଗୁଛି | ଏହି ଦୃଶ୍ୟ ଲୋକମାନଙ୍କର ହୃଦୟକୁ ଛୁଇଁଗଲା |

ଆମେ ବି କିଛି ଶିଖିବା ଉଚିତ :-

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ୟୁଜର୍ସ ଲେଖିଛନ୍ତି ଯେ ଆମେ ମଧ୍ୟ ନିଜର ପିଲାମାନଙ୍କୁ ଏପରି ଶିକ୍ଷା ଦେବା ଉଚିତ |

ଲୋକମାନେ ଏହିପରି ପ୍ରତିକ୍ରିୟା ଦେଇଛନ୍ତି :-

ପିଲାର ମନ ନିର୍ମଳ ଅଟେ :-

ତେବେ ଆପଣ ଦେଖିଲେ ପିଲାଟି କେତେ ସ୍ନେହରେ ପାରାକୁ ପାଣି ପିଆଉଛି | ଅବଶ୍ୟ ତାକୁ ଏହି କାମ କରିବାକୁ କେତେ ପରିଶ୍ରମ କରିବାକୁ ପଡୁଛି, ତଥାପି ସେ ଏହା କରୁଛି | ଖରାଦିନ ଆସିଯାଇଛି, ଆପଣମାନେ ମଧ୍ୟ ଏପରି କିଛି କରନ୍ତୁ ଯାହାଦ୍ୱାରା ନିରୀହ ପଶୁ ଏବଂ ପକ୍ଷୀମାନଙ୍କର ସାହାଯ୍ୟ କରାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *