୭୫ ବର୍ଷ ଅଟେ ଏହି ଅଜାଙ୍କର ବୟସ, ଫଟୋ ଏପରି ଉଠାଉଛନ୍ତି ଯେ ବଡ଼ ବଡ଼ ଷ୍ଟାରମାନଙ୍କୁ ମଧ୍ୟ ହେବାକୁ ପଡୁଛି ଲଜ୍ଜିତ,ଜାଣନ୍ତୁ ଏହି ଅଜାଙ୍କ ବିଷୟରେ କିଛି

ଜାଣନ୍ତୁ ଷ୍ଟାଇଲିସ ଅଜାଙ୍କ ସହିତ :-

ଇଏ ହେଉଛନ୍ତି ଦୁନିଆର ସବୁଠାରୁ ବେଷ୍ଟ ଷ୍ଟାଇଲିସ ଅଜା | ତାଙ୍କ ବୟସ ୭୫ ବର୍ଷ ଅଟେ, କିନ୍ତୁ ଯଦି ଆପଣ ତାଙ୍କ ଫଟୋ ଦେଖିବେ, ତେବେ ଆପଣ କହିବେ ଯେ ସେ ତ ବଡ ବଡ଼ ମଡେଲମାନଙ୍କୁ ଫେଲ କରୁଛନ୍ତି | ପ୍ରଥମ ଫଟୋରେ ଦେଖି ହିଁ ଆପଣ ବୁଝିପାରିଥିବେ ଯେ ସେ ଷ୍ଟାଇଲରେ ବଞ୍ଚୁଥିବା ମଣିଷ ଅଟନ୍ତି |

ୟୁରୋପର ବାସିନ୍ଦା :-

ସେ ୟୁରୋପର Slovenia ର ବାସିନ୍ଦା | ତାଙ୍କୁ ଷ୍ଟ୍ରିଟବିୟର ପିନ୍ଧିବାକୁ ବହୁତ ଭଲ ଲାଗେ | ଏହା ପଛରେ ମଧ୍ୟ ଗୋଟିଏ କାରଣ ଅଛି |

ଷ୍ଟାରମାନଙ୍କ ଭଳି ହିଁ ଉଠାଇଥାନ୍ତି ଫଟୋ :-

ଯଦି ଆପଣ ତାଙ୍କ ଇନଷ୍ଟାଗ୍ରାମ ଦେଖିବେ, ତେବେ ଦେଖିପାରିବେ ଯେ ଷ୍ଟାରମାନଙ୍କ ପରି ପୋଷାକ ପିନ୍ଧନ୍ତି ଏବଂ ସେମାନଙ୍କ ପରି ହିଁ ଫଟୋ ଉଠାଇବାକୁ ପସନ୍ଦ କରନ୍ତି |

ନାତି ହିଁ ଅଟେ ତାଙ୍କ ଫଟୋଗ୍ରାଫର :-

ବେଷ୍ଟ ପାର୍ଟ ଏହା ଯେ ଅଜାଙ୍କର ସବୁ ଫଟୋ ତାଙ୍କ ନାତି ହିଁ ଉଠାଇଥାନ୍ତି | Jannik Diefenbach ବୃତ୍ତିରେ ଜଣେ ଫଟୋଗ୍ରାଫର ଅଟନ୍ତି ଏବଂ ସେ ନିଜ ଅଜାଙ୍କର ଚମତ୍କାର ଫଟୋଗୁଡିକୁ କ୍ୟାପଚର କରିଛନ୍ତି |

୧୦ ଲକ୍ଷରୁ ଅଧିକ ଅଛନ୍ତି ଫୋଲର୍ସ :-

ଇନଷ୍ଟାରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫୋଲର୍ସ ଅଛନ୍ତି | ଜାନିକ କହିଛନ୍ତି ଯେ ତାଙ୍କ ଅଜା ଫ୍ୟାଶନକୁ ବହୁତ ଭଲ ପାଆନ୍ତି | ୨୦୧୬-୧୭ ମସିହାରେ ଜାନିକ ତାଙ୍କ ଫଟୋ ଉଠାଇବା ଆରମ୍ଭ କଲେ | ସେ ତାଙ୍କ ଅଜାଙ୍କୁ ନିଜ ପୋଷାକ ପିନ୍ଧାଇଥିଲେ | ଅଜା ଏହି ପୋଷାକରେ ସୁପରକୁଲ ଲାଗୁଥିଲେ | ଏହି ଫଟୋଗୁଡିକୁ ସେ ଇନଷ୍ଟାରେ ଅପଲୋଡ଼ କଲେ | ଲୋକମାନେ ଭଲ ପ୍ରତିକ୍ରିୟା ଦେଲେ |

ପ୍ରତିଦିନ କରିବାକୁ ଲାଗିଲେ ଅଜାଙ୍କର ଫଟୋସୁଟ :-

ତା’ପରେ ଜାନିକ ପ୍ରତିଦିନ ନିଜ ଅଜାଙ୍କର ଫଟୋସୁଟ କରିବାକୁ ଲାଗିଲେ | ସେ ଅଜାଙ୍କୁ ନୁଆଁ ନୁଆଁ ପୋଷାକ ପିନ୍ଧନ୍ତି ଏବଂ ଫଟୋ ଉଠାନ୍ତି |

ଲୋକମାନେ ଚିହ୍ନିବାକୁ ଲାଗିଲେ :-

ଅଜାଙ୍କୁ ଜଣାନଥିଲା ଯେ ସୋସିଆଲ ମିଡିଆରେ କଣ ହେଉଥିଲା | ଜାନିକ ତାଙ୍କ ଫଟୋ ଅପଲୋଡ଼ କରିଚାଲିଲେ | ଧୀରେ ଧୀରେ ସେ ଫେମସ ହେବାକୁ ଲାଗିଲେ | ଯେତେବେଳେ ସେ ବାହାରକୁ ବାହାରନ୍ତି ସେତେବେଳେ ଲୋକେ ତାଙ୍କୁ ଚିହ୍ନିବାକୁ ଲାଗିଲେ | ଲୋକମାନେ ଇଣ୍ଟରନେଟଠାରୁ ନେଇ ବାହାରେ ଆଖପାଖରେ ତାଙ୍କୁ ମୋଷ୍ଟ ଷ୍ଟାଇଲିସ ଅଜା କହି ଡାକନ୍ତି |

ଅଜାଙ୍କ ସହିତ ହିଁ ବିତାଇଥାଏ ସମୟ :-

ଜାନିକ କହିଛନ୍ତି ଯେ ପିଲାଦିନେ ତାଙ୍କ ଅଜା ତାଙ୍କୁ ଟେବୁଲ ଟେନିସ ଏବଂ ଫୁଟବଲ ଖେଳିବାପାଇଁ ନେଉଥିଲେ | ବର୍ତ୍ତମାନ ସେ ଲଗାତାର ନିଜ ଅଜାଙ୍କ ସହିତ ସମୟ ବିତାଉଛନ୍ତି, ଯାହାକି ତାଙ୍କୁ ବହୁତ ଭଲ ଲାଗିଥାଏ |

ସ୍ୱାଗ ଦେଖୁଛନ୍ତି ତ :-

ମଡେଲ କେବେହେଲେ ବୁଢା ହୁଏନାହିଁ :-

ତାଙ୍କ ଫଟୋ ଦେଖି ଜଣାପଡେ ଯେ ସେ ଜଣେ ଜୀବନ୍ତ ହୃଦୟ ବ୍ୟକ୍ତି ଅଟନ୍ତି | ବୟସର ୭୫ ବର୍ଷରେ ମଧ୍ୟ ସେ କିଛି ନୂଆ କରି ଦେଖାଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *