ହା-ଇକୋ-ର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃ-ତ୍ୟୁ ମା-ମ-ଲା ଆସନ୍ତା ୧୫ ତାରିଖରେ ଶୁଣାଣି ହେବ

ଆସନ୍ତା ୧୫ ତାରିଖରେ ହା-ଇକୋ-ର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃ-ତ୍ୟୁ ମା-ମ-ଲାର ଶୁଣାଣି ହେବ। ପୋ-ଷ୍ଟମ-ର୍ଟମ-ରେ ହୋ-ମିସା-ଇଡ କି ସୁ-ଇସା-ଇଡ ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବିଦ୍ୟାଶ୍ରୀଙ୍କ ଓ-କି-ଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି। ୨୦୨୦ ମସିହା ଜୁଲାଇ ୬ ତାରିଖରେ ଲିଙ୍ଗରାଜ ଷ୍ଟେ-ସ-ନରୁ ଆଦିତ୍ୟ ଦାସଙ୍କ ମୃ-ତଦେ-ହ ଉ-ଦ୍ଧା-ର କରାଯାଇଥିଲା। ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃ-ତ୍ୟୁ ମା-ମ-ଲାରେ ସି-ବିଆ-ଇ ତ-ଦ-ନ୍ତ ପାଇଁ ବିଦ୍ୟାଶ୍ରୀ ଓ ତାଙ୍କ ବାପା ମା ସୁ-ପାରି-ସ କରିଛନ୍ତି।

Google

ପୂର୍ବ ଶୁଣାଣି ସମୟରେ ଅ-ଦାଲ-ତରେ କ୍ରାଇ-ମବ୍ରା-ଞ୍ଚ ଜଉମୁଦ ଲଫାପାରେ ଦା-ଖ-ଲ କରିଥିଲା ତ-ଦ-ନ୍ତ ରି-ପୋ-ର୍ଟ। ବସ୍ତିରୁ ଦୁଇ ସା-କ୍ଷୀଙ୍କ ବ-ୟା-ନର ରେ-କ-ର୍ଡକୁ ମଧ୍ୟ କ୍ରାଇ-ମବ୍ରା-ଞ୍ଚ କୋ-ର୍ଟରେ ଦା-ଖ-ଲ କରିଥିଲେ। ସିଆ-ରପି-ସିର ୧୭୪ ଧା-ରା ଅନୁସାରେ ତ-ଦ-ନ୍ତ ଚାଲିଛି କି ନାହିଁ ଏବଂ ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟ ଅନୁଯାୟୀ,ମାନବ ପ୍ରେମୀ ଆଦିତ୍ୟ ଦାସ ହୋ-ମିସା-ଇଡ଼ କି ସୁ-ଇସା-ଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇ-ମବ୍ରା-ଞ୍ଚକୁ ନିର୍ଦେଶ ଦେଇଛନ୍ତି ହା-ଇକୋ-ର୍ଟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *