ମାସକ ମଧ୍ୟରେ ହେବାକୁ ଯାଉଛି ତୃତୀୟ ବି-ଶ୍ୱଯୁ-ଦ୍ଧ,ଜାଣନ୍ତୁ ପୁରା ଖବର

ଆସନ୍ତା ମାସ ମଧ୍ୟରେ ସୃଷ୍ଟି ହୋଇପାରେ ତୃତୀୟ ବି-ଶ୍ୱଯୁ-ଦ୍ଧ ଭଳି ପରିସ୍ଥିତି। କରୋନା ମହାମାରୀ ସମୟରେ ସମସ୍ତଙ୍କୁ ଏହି ଭ-ୟ ଲାଗୁଛି। ଏହି ସମ୍ପର୍କରେ ରୁଷିଆର ଜଣେ ବରିଷ୍ଠ ପ୍ର-ତିର-କ୍ଷା ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି ଯେ, କେଉଁ କାରଣ ପାଇଁ ଏହି ଯୁ-ଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ, ସେ ସମ୍ପର୍କରେ ପାଭେଲ କୌଣସି ସୂଚନା ଦେଇନାହାନ୍ତି।

ଇଣ୍ଡିଆ ଟିଭିର ରି-ପୋ-ର୍ଟ ଅନୁସାରେ, ରୁଷ ଓ ୟୁକ୍ରେନ ସୀମାରେ ଉପୁଜିଥିବା ଉ-ତ୍ତେଜ-ନା ଏବେ ତୀ-ବ୍ର ରୂପ ନେଇଛି। କାରଣ, ୟୁକ୍ରେନ ସଲଗ୍ନ ସୀମାରେ ରୁଷ ଏବେ ସୈ-ନ୍ୟ ସଂଖ୍ୟା ବଢ଼ାଇବାରେ ଲାଗିଛି। ପ୍ରାୟ ୪ ହଜାର ସୈ-ନି-କଙ୍କୁ ସୀମାରେ ନିୟୋଜିତ କରିଛି। ରୁଷ ସୈ-ନ୍ୟ ସହିତ ସୀମାରେ ଯୁ-ଦ୍ଧ ସାମଗ୍ରୀ ଏବଂ ବିମାନ ମଧ୍ୟ ନିୟୋଜିତ କରିଛି।

ଅନ୍ୟ ଜଣେ ପ୍ର-ତିର-କ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ରୁଷର ଏହିଭଳି କାର୍ଯ୍ୟ ପୂରା ୟୁରୋପକୁ ବଡ଼ ଯୁ-ଦ୍ଧ ଆଡ଼କୁ ନେଇପାରେ। ଏହା ସ୍ପଷ୍ଟ ଯେ ୟୁରୋପର ବଡ଼ବଡ଼ ଦେଶ ଯଦି ଯୁ-ଦ୍ଧରେ ସାମିଲ ହୁଅନ୍ତି, ତେବେ ଏହି ଯୁ-ଦ୍ଧ ସମଗ୍ର ବିଶ୍ୱକୁ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଆଉ ଏହି ଯୁ-ଦ୍ଧ ଆସନ୍ତା ୪ ସପ୍ତାହ ମଧ୍ୟରେ ହୋଇପାରେ ବୋଲି ସେ କହିଛନ୍ତି।

ପାଭେଲଙ୍କ କହିବା ଅନୁସାରେ, ୟୁକ୍ରେନ ସହିତ ଆମେରିକାର ଭଲ ସମ୍ପର୍କ ଥିବା ସମୟରେ ରୁଷ ସହିତ ଆମେରିକାର ତି-କ୍ତ-ତା ରହିଛି। ଯଦି ୟୁକ୍ରେନ ଉପରେ ରୁଷ ଆ-କ୍ରମ-ଣ କରେ, ତା ହେଲେ ନିହାତି ଭାବରେ ରୁଷ ବି-ରୋ-ଧରେ ଆମେରିକା ଛିଡ଼ା ହେବ। ଆଉପରେ ଧୀରେ ଧୀରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହି ଯୁ-ଦ୍ଧରେ ସାମିଲ ହୋଇପାରନ୍ତି ବୋଲି ସେ ଆଶଙ୍କା କରୁଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ରୁଷ ୟୁକ୍ରେନକୁ ଚେତାବନୀ ଦେଇଥିଲା ଯେ, ଯଦି ନାଟୋ ୟୁକ୍ରେନକୁ ନିଜର ସୈ-ନ୍ୟ ପଠାଏ ତ ହେଲେ ସେ ମଧ୍ୟ ବଡ଼ ପଦକ୍ଷେପ ନେବ। ଆଉ ଅନ୍ୟ ପାର୍ଶ୍ବରେ ଆମେରିକା ୟୁକ୍ରେନକୁ ପୁରା ସମର୍ଥନ ଦେଇଛି। ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଯୁ-ଦ୍ଧ ସାମଗ୍ରୀ ପଠାଯାଇଛି।

ୟୁକ୍ରେନ ସୀମାରେ ରୁଷର ସୈ-ନ୍ୟ ନିୟୋଜିତକୁ ଦେଖି ଅନ୍ୟଦେଶ ଗୁଡ଼ିକରେ ଭ-ୟ ସୃଷ୍ଠି ହୋଇଛି। ଆଉ ଅନ୍ୟ ପାର୍ଶ୍ବରେ ଅନେକ ହେଲିକ୍ୟାପ୍ଟର ,ଯୁ-ଦ୍ଧ ଟ୍ୟା-ଙ୍କ ଓ ଅନ୍ୟ ଯୁ-ଦ୍ଧ ସାମଗ୍ରୀ ଟ୍ରେନ ସାହାର୍ଯ୍ୟରେ ଲଦା ହୋଇ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଦେଖି ସାରା ବିଶ୍ୱରେ ଭ-ୟାଭ-ୟ ସୃଷ୍ଟି ହୋଇଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *