ଡ୍ୟାନ୍ସ କରୁଥିବା ସମୟରେ ଅଚାନକ ବଦଳିଗଲା ମହିଳାଙ୍କ ପୋଷାକ,ଭିଡ଼ିଓ ଦେଖିବାପରେ ଲୋକମାନେ ଆଶ୍ଚର୍ଯ୍ୟ,ଆପଣ ମଧ୍ୟ ଦେଖନ୍ତୁ

ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ପରଫରମାନ୍ସ ଭିଡ଼ିଓ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାପରେ ଆପଣ ମଧ୍ୟ ହ-ଇରା-ଣ ହୋଇଯିବେ । ଡ୍ୟାନ୍ସ କରୁଥିବା ସମୟରେ ଜଣେ ମହିଳାଙ୍କ ଡ୍ୟାନ୍ସ ଡ୍ରେସ ପରିବର୍ତ୍ତନ ହୋଇଯାଇଥିଲା । ଯାହାକୁ ଦେଖି ଲୋକମାନେ ମଧ୍ୟ ହଇରାଣ ହୋଇଗଲେ । ଏହି ଅଦ୍ଭୁତ ଭିଡ଼ିଓଟିକୁ ଶିରିଶ କୁନ୍ଦର ଶେୟର କରିଥିଲେ । ଲୋକମାନେ ବାରମ୍ବାର ଭିଡ଼ିଓଟିକୁ ଦେଖି ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ, କେମିତି ଝିଅଟି ନିଜର ଡ୍ରେସ ପରିବର୍ତ୍ତନ କରିଦେଲା ।

ଭିଡ଼ିଓରେ ଦେଖାଯାଉଛି ମହିଳାଟି ଆରମ୍ଭରୁ ନୀଳ ରଙ୍ଗର ଡ୍ରେସ ପିନ୍ଧିଥିଲା କିନ୍ତୁ ଯେତେବେଳେ ମହିଳାଙ୍କ ପାର୍ଟନର ତାଙ୍କ ପାଖରେ ପହଞ୍ଚି ସେତେବେଳେ ହଠାତ ତାଙ୍କ ଡ୍ରେସର ରଙ୍ଗ ବଦଳିଯାଉଛି ଓ ଏହାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି ।

ଏହାପରେ ଉଭୟ ଡ୍ୟାନ୍ସ କରିବାକୁ ଆରମ୍ଭ କରନ୍ତି ଓ ଯେତେବେଳେ ମହିଳା ଜଣକ ବୁଲିପଡ଼ନ୍ତି ସେସମୟରେ ତାଙ୍କ ଡ୍ରେସର ରଙ୍ଗ ବଦଳିଯାଇଛି । ଏହା ଦେଖି ଲୋକମାନେ ତାଳି ମା-ରିଥି-ଲେ ।

ଶିରିଶ କୁନ୍ଦର ଏହି ଭିଡ଼ିଓକୁ ଇଂଷ୍ଟାରେ 7 ଦିନ ପୂର୍ବରୁ ଶେୟର କରିଥିଲେ ଓ ଏବେପର୍ଯ୍ୟନ୍ତ ଏଥିରେ 90 ହଜାର ଭିୟୁ ମିଳିସାରିଛି । ଭିଡ଼ିଓ ଦେଖି ଲୋକମାନେ ଏବେବି ଦ୍ଵନ୍ଦରେ ଅଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ମୁଁ ବୁଝିପାରୁନି ଡ୍ରେସ କେମିତି ପରିବର୍ତ୍ତନ ହୋଇଗଲା ।

ଆଉଜଣେ ୟୁଜର୍ସ ଲେଖିଥିଲେ, ବାରମ୍ବାର ଭିଡ଼ିଓକୁ ଦେଖିବାପରେ ଜାଣିଗଲି ଏହା କେମିତି ଚେଞ୍ଜ ହେଲା । ସେହିପରି ଆଉଜଣେ ଲେଖିଥିଲେ, ମୋତେ ଏପର୍ଯ୍ୟନ୍ତ ମଧ୍ୟ କିଛି ଜଣାପଡିଲା ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *