ଇଏ କେମିତିକା ପ୍ରେମ ! ପ୍ରଥମେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ମା-ରି-ଲା ଓ ପରେ ନିଜର ପୁଅକୁ,ଜାଣନ୍ତୁ ପୁରା ଘ-ଟ-ଣା

ଆଜି ଆମେ ଆପଣଙ୍କୁ ଅ-ପରା-ଧର ଏମିତି ଏକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ହ-ଇରା-ଣ ହୋଇଯିବେ । ଘ-ଟଣା-ଟି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ଅଟେ । ଏଠାରେ ଏକ ମହିଳା ପାଞ୍ଚବର୍ଷ ପୂର୍ବରୁ ନିଜ ପ୍ରେମିକ ସହିତ ମିଶି ପ୍ରଥମେ ନିଜ ସ୍ୱାମୀକୁ ମା-ରି-ଲା ଓ ଏହାପରେ ଏକମାତ୍ର ପୁଅକୁ ମଧ୍ୟ ମା-ରିଦେ-ଲା ।

Google

ଏହା ଥିଲା ଘ-ଟ-ଣା :-

ଜାନୁଆରୀ 2016 ମସିହାରେ ଶାହପୁରର ବଶାରତପୁର ନିବାସୀ ଅର୍ଚନାଙ୍କ ପତି ଡ଼କ୍ଟର ଓମପ୍ରକାଶ ଓ ତାଙ୍କ ପୁଅକୁ ଘରେ ହ-ତ୍ୟା କରିଦିଆଯାଇଥିଲା । ପୋ-ଲି-ସ ଓମଙ୍କ ମାଆଙ୍କ ଠାରୁ ଅ-ଭିଯୋ-ଗ ଗ୍ରହଣ କରି ଅର୍ଚ୍ଚନା ଓ ତା’ ପ୍ରେମିକକୁ ଗି-ର-ଫ କରିଥିଲା । ପୋ-ଲି-ସର କହିବାକଥା ହେଲା, ଅର୍ଚ୍ଚନା ଫେସବୁକରେ ଅଜୟକୁ ଭେଟିଥିଲେ ଯେତେବେଳେ ସେ ନିଜର ମାଆ ଘରକୁ ଯାଇଥାଏ ସେତେବେଳେ ଲୁ-ଚି ଲୁ-ଚି ଦେଖା କରିଥାଏ ।

ଏକଦା ରାତିରେ ଅଜୟ ଅର୍ଚ୍ଚନାଙ୍କ ଘରେ ପହଞ୍ଚିଥିଲା, ଅର୍ଚ୍ଚନା ମଧ୍ୟ ଅଜୟକୁ ଘର ଭିତରକୁ ପଶିବାକୁ ଦେଇଥିଲା । ଏହାପରେ ସେମାନେ ଓମପ୍ରକାଶକୁ ଏକ ହାତୁଡି ଜ-ରି-ଆରେ ଆ-କ୍ରମ-ଣ କରି ମା-ରିଦେ-ଲେ । ଏହାପରେ ପୁଅ ନିତିନର ନିଦ ଭା-ଙ୍ଗିଗ-ଲା ଓ ସେ ନିଜ ପିତାର ହ-ତ୍ୟା ଦେଖି ମାଆ କୋ-ଳକୁ ଚାଲିଗଲା କିନ୍ତୁ ଅର୍ଚ୍ଚନା ନିଜ ପୁଅର ଗ-ଳା ଚି-ପି ହ-ତ୍ୟା କରିଦେଲା । ସେବେଠାରୁ ଅର୍ଚ୍ଚନା ଓ ତା’ ପ୍ରେମିକ ଜେ-ଲରେ ଅଛନ୍ତି ତାଙ୍କର ଜା-ମି-ନ ହୋଇନାହିଁ । ସେମାନଙ୍କୁ 17 ଅକ୍ଟୋବର 2020 ରେ ଆ-ଜୀବ-ନ କା-ରାଦ-ଣ୍ଡ ଦିଆଯାଇଥିଲା।

Google

ଜେ-ଲରେ ମଧ୍ୟ ପରସ୍ପର ସହିତ ମିଶିବାକୁ ତ-ତ୍ପ-ର :-

ଏହି ଘୃ-ଣ୍ୟ କାମ ପରେ ଅର୍ଚ୍ଚନା ଓ ଅଜୟଙ୍କୁ କୌଣସି ଲା-ଜ ନାହିଁ । ସେମାନେ ଜେ-ଲରେ ମଧ୍ୟ ପରସ୍ପରକୁ ଭେଟିବାକୁ ଚାହୁଁଛନ୍ତି । କିନ୍ତୁ ଆ-ଇ-ନ ଅନୁଯାୟୀ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବାରୁ ତାଙ୍କୁ ଅ-ନୁମ-ତି ଦିଆଯାଉନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *