ଦେଖନ୍ତୁ ଭିଡ଼ିଓ : ନଦୀ କୂଳରେ ଅକ୍ଟୋପସ ଦେଖୁଥିବା ସମୟରେ ଜାନୁଆର କଲା ଆ-କ୍ରମ-ଣ,ଆଉ ତା ପରେ ….

ଅକ୍ଟୋପସ ଏଭଳି ଏକ ଜୀବ ଯିଏକି ଦେଖିବାକୁ ବହୁତ ଶାନ୍ତ କଣ ଆପଣ ଅକ୍ଟୋପସର ଆ-କ୍ରମ-ଣ ଦେଖିଛନ୍ତି କି ? ସବୁବେଳେ ଅକ୍ଟୋପସ ଶାନ୍ତ ରହି ନଥାଏ । ଅଷ୍ଟ୍ରେଲିଆରେ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଛି ଯେଉଁଠାରେ ଗୋଟିଏ ଅକ୍ଟୋପସ କ୍ରୋ-ଧି-ତ ହୋଇଯିବାପରେ ଜଣେ ବ୍ୟକ୍ତି ଉପରେ ଆ-କ୍ରମ-ଣ କରିଦେଇଛି । କ୍ରୋ-ଧି-ତ ଅକ୍ଟୋପସଟି ବ୍ୟକ୍ତି ଜଣକ ଉପରେ ଏମିତି ଆ-କ୍ରମ-ଣ କଲା ଯେ, ଦେଖୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

Google

ଏହି ଘ-ଟ-ଣା ପଶ୍ଚିମ ଅଷ୍ଟ୍ରେଲିଆ ଅଞ୍ଚଳର ଅଟେ । ଲାନ୍ସ କାର୍ଲ୍ସନ ଯିଏକି ପେଶାରେ ଜଣେ ଭୂବିଜ୍ଞାନୀ ଅଟନ୍ତି । ସେ ନିଜର ପରିବାର ସହିତ ସମୂଦ୍ର କୂଳକୁ ବୁଲିବାକୁ ଯାଇଥିଲେ ଓ ସେଠାରେ ଏକ ଅକ୍ଟୋପସକୁ ଦେଖିଥିଲେ । ସେ ଅକ୍ଟୋପସ ପାଖକୁ ଗଲେ ଓ ତାକୁ ଧ୍ୟାନର ସହକାରେ ଦେଖିଲେ, ଏହିସମୟରେ ମଧ୍ୟ ସେ ନିଜର ଝିଅ ସହିତ ଭିଡିଓ କରୁଥିଲେ। ଏତିକିରେ ଅକ୍ଟୋପସକୁ ରା-ଗ ଆସିଗଲା ଓ ସେ ଲାନ୍ସଙ୍କ ଉପରେ ଆ-କ୍ରମ-ଣ କରିଦେଲା ।

ଯେମିତି ଅକ୍ଟୋପସ ତାଙ୍କ ଉପରେ ଆ-କ୍ରମ-ଣ କରିଦେଲା ସେ ଭ-ୟଭୀ-ତ ହୋଇଗଲେ ଇ ତାଙ୍କ ଶରୀର ଉପରେ ଲାଲ ଦାଗ ପଡିଗଲା । ଏହାପରେ ତାଙ୍କ ଶରୀର ଜ-ଳାପୋ-ଡା ହୋଇଥିଲା। ଏହାପରେ ସେ ନିଜର ଭୂଲ ମା-ନିଥି-ଲେ ଓ କହିଥିଲେ, ମୋତେ ଅକ୍ଟୋପସ ଠାରୁ ଦୂରରେ ରହିବା ଆବଶ୍ୟକ ଥିଲା । ଭିଡ଼ିଓରେ ଆପଣ ଦେଖିପାରିବେ ଅକ୍ଟୋପସ କେତେ ଖତ-ରନା-କ ଭାବରେ ଆ-କ୍ରମ-ଣ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *