ପ୍ରେମିକାର ବେଡ଼ରୁମରେ ପ୍ରେମିକ କଲା ଏମିତି କା-ଣ୍ଡ,ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ,ଜାଣନ୍ତୁ ପୁରା ଘ-ଟ-ଣା

ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଜଣେ ପ୍ରେମିକ ନିଜର ପ୍ରେମିକା ସହିତ ବି-ବା-ଦ ହେବାପରେ ନିଜର ଜୀବନ ଶେ-ଷ କରିଦେଲା। ଖବର ଅନୁସାରେ, ଲକ୍ଷ୍ମୀପୁର ଖିରି ସଦର କୋତାବଳୀର ଗୁଟିଆବାଗରେ ଜଣେ ଯୁବକ ଫା-ଶୀ ଲଗାଇ ଦେଇଛି । ତାଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝ-ଗ-ଡ଼ା ହୋଇଥିଲା । ଲ-ଢେ-ଇ ହେବାପରେ ପ୍ରେମିକା ଘରୁ ବାହାରକୁ ଚାଲିଗଲା । କିଛି ସମୟ ପରେ ଯେତେବେଳେ ପ୍ରେମିକା ଘରକୁ ଫେରି ଦେଖେ ତ ପ୍ରେମିକ ଆ-ତ୍ମହ-ତ୍ୟା କରିଦେଇଛି ।

ଏହାପରେ ଏହି ଘ-ଟ-ଣା ଗ୍ରାମ ଲୋକ ଜାଣିବାପରେ ପୋ-ଲି-ସକୁ ଖବର ଦେଇଥିଲେ ଓ ପୋ-ଲି-ସ ଆସି ଶ-ବକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇଥିଲା ଓ ପ୍ରେମିକାଙ୍କୁ ପଚରାଉଚରା କରିଥିଲେ । ପ୍ରେମିକା କହିଥିଲେ କି, ଏକ ମାମୁଲି କଥାକୁ ନେଇ ତାଙ୍କ ମଧ୍ୟରେ ଝ-ଗ-ଡ଼ା ହୋଇଥିଲା ଓ ଏଥିପାଇଁ ସେ ବହୁତ ସମୟ ହେବ ଚିନ୍ତିତ ଥିଲା ।

Google

ପୋଲିସ ଅନୁସାରେ, ପ୍ରେମୀ ନିଜର ପ୍ରେମିକା ସହିତ ମିଶିବାକୁ ଆସିଥିଲା କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟ ପା-ଟି ହୋଇଥିଲା । ଯୁବକଟି ନିଜର ପ୍ରେମିକ ରୁମକୁ ଯାଇ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଦେଲେ । ଏହାପରେ ପ୍ରେମିକା ମିଠା ନେଇ ଘରକୁ ଆସେ ତ ଯୁବକ କବାଟ ଖୋଲିନଥିଲା ଓ ଯୁବତୀ ଝରକା ପଟେ ଦେଖନ୍ତି ତ ତାଙ୍କ ପ୍ରେମିକ ଆ-ତ୍ମହ-ତ୍ୟା କରିଦେଇଛନ୍ତି ।

ଏହାପରେ ଯୁବତୀ ଜଣକ ପାଖ ଲୋକଙ୍କୁ ଡାକିଥିଲା, ଲୋକମାନେ ଏହାପରେ ପୋ-ଲି-ସକୁ ଖବର ଦେଲେ ଓ ପୋ-ଲି-ସ ଆସି ଶ-ବକୁ ଉ-ଦ୍ଧା-ର କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇଥିଲା ।

ପୋ-ଲି-ସ ମୁତାବିକ, ପ୍ରେମିକର ନାମ ଆଦର୍ଶ ଶୁକ୍ଳା ଓ ସେ ନିଜର ପ୍ରେମିକା ସହିତ ଦୀର୍ଘ ଦୁଇବର୍ଷ ହେବ ସମ୍ପର୍କରେ ଥିଲେ। ଆଦର୍ଶ ଶୁକ୍ଳା ଚାକିରୀ କ୍ଷେତ୍ରକୁ ଯିବାପୁର୍ବରୁ ପ୍ରତିଦିନ ନିଜ ପ୍ରେମିକା ଘରକୁ ଯାଉଥିଲା । ପ୍ରେମିକା ନିଜର ମାଆଙ୍କ ସହିତ ରୁହନ୍ତି । ଯେଉଁଦିନ ଏହି ଘ-ଟ-ଣା ଘ-ଟି-ଲା ପ୍ରେମିକାଙ୍କ ମାଆ ସେଦିନ ନଥିଲେ ।

ଇସାନଗର ଥା-ନା କ୍ଷେତ୍ରର ଗ୍ରାମ ଫେକାପୁରରେ ରହୁଥିବା ଆଦର୍ଶ ଶୁକ୍ଳା ବୟସ 21 ବର୍ଷ। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେୟର ଅଟେ । ମଙ୍ଗଳ ବାର ସକାଳୁ ସେ ଅଫିସ ଯିବାପାଇଁ ନିଜ ଘରୁ ବାହାରିଥିଲା କିନ୍ତୁ ସେ ନିଜର ପ୍ରେମିକା ଘରକୁ ଯାଇଥିଲା । ଏହିସମୟରେ ପ୍ରେମିକାଙ୍କ ମାଆ କୌଣସି କାମକୁ ଯାଇଥିଲେ ଓ ପ୍ରେମିକା ଘରେ ଥିଲେ । ପ୍ରେମିକା ନିଜ ପ୍ରେମିକଙ୍କ ପାଇଁ ବାହାରୁ କିଛି ଖାଇବା ଆଣିବାକୁ ଯାଇଥିଲେ ଓ ଫେରିବା ବେଳକୁ ଦେଖନ୍ତି କି, ତାଙ୍କ ପ୍ରେମିକ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଦେଇଛନ୍ତି ।

Google

କୁହାଯାଉଛି କି, ଆଦର୍ଶ ବହୁତ ଚିନ୍ତିତ ଥିଲା କାରଣ ଉଭୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଆଦର୍ଶଙ୍କ ପରିବାର ରାଜି ନଥିଲେ କାରଣ ଝିଅଟି ଦ-ଳି-ତ ଜାତିର ଥିଲା । ସେଥିପାଇଁ ବହୁତ ଦିନ ହେବ ଆଦର୍ଶ ଚିନ୍ତାରେ ଥିଲା । ଏହାମଧ୍ୟ ହୋଇପାରେ ଏଥିପାଇଁ ସେ ଆ-ତ୍ମହ-ତ୍ୟା କରିଥାଇପାରେ। ପୋ-ଲି-ସ ବର୍ତ୍ତମାନ ଏହି କ୍ଷେତ୍ରରେ ଯାଞ୍ଚ ଜା-ରି ରଖିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *