ଦେଖନ୍ତୁ ଭିଡିଓ : ଗାତରେ ଫ-ସି ରହିଥିଲା ବିଲେଇ,ବାହାରକୁ ବାହାର କରିବା ପରେ ଏମିତି ହ-ଇରା-ଣ କଲା ଯେ , ଲୋକମାନେ ହସିହସି ଗଡ଼ିଗଲେ,ଆପଣ ମଧ୍ୟ ଦେଖନ୍ତୁ

ଆମେ ୨୦୨୦ରୁ ଅ-ପ୍ରତ୍ୟା-ଶିତ ସମୟରେ ରହୁଛନ୍ତି|କୋଭିଡ ମା-ମ-ଲା ପୁଣିଥରେ ବଢିବା ସହ ଲୋକଙ୍କ ଡର ରହିଛି ଯେ ୨୦୨୧,୨୦୨୦ ଭଳି ନାକେଦମ କରିଦେବନି ତ!ଯଦିଓ ଇଣ୍ଟରନେଟ ଏଭଳି ଏକ ଜାଗା ଯେଉଁଠାରେ ଲୋକମାନେ ହାସ୍ୟାସ୍ପଦ ଜିନିଷ ଖୋଜିଥାନ୍ତି|ଏଥର ମଧ୍ୟ ଏଭଳି ଏକ ଭିଡିଓ ଭାଇରାଲ ହେଉଛି|ଯେଉଁଥିରେ ଗୋଟିଏ ବିଲେଇକୁ ଗାଡରୁ ବାହାର କରାଯାଉଛି|ପୁଣି ବାହାରକୁ ବାହାରିବା ପରେ ସେ ଏମିତି ହ-ଇରା-ଣ କରୁଛି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି|ଟେକ୍ ମହିନ୍ଦ୍ରାର ଏମ୍ଡି ଓ ସିଇଓ ସିପି ଗୁରନାନୀ ଏହି ମଜାଦାର ଭିଡିଓ ସେୟାର କରିଛନ୍ତି|

ଭିଡିଓରେ ଦେଖାଯାଏ ଯେ ବିଲେଇ ଗାଢରେ ଫସି ଯାଉଛି|ତାର ଉ-ଦ୍ଧା-ର ପାଇଁ ଜଣେ ବ୍ୟକ୍ତି ଆସୁଛି|ସେ ବାଲ୍ଟି ଦ୍ଵାରା ବିଲେଇକୁ ଉ-ଦ୍ଧା-ର କରୁଛି|ବାହାରକୁ ବାହାରିବା ପରେ ପୁଣି ସେ ଆଉ ଗୋଟିଏ ଗାଡରେ ପଡି ଯାଉଛି|ତାର ଏହି ଘ-ଟ-ଣାକୁ ଦେଖି ଲୋକମାନେ ଆଶ୍ଚର୍ୟ୍ଯ ହେଲେ|

ସିପି ଗୁରନାନୀ ଏହି ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି “ଗୋଟିଏ ଭିଡିଓ ଯାହା ୨୦୨୦ ଓ ୨୦୨୧କୁ ଭଲ ଭାବରେ ବୁଝେଇଛି”|

ଏବେ ଭ-ୟାନ-କ ୨୦୨୦ ପରେ ୨୦୨୧ରେ ଭଲ ପାଇଁ ଆଶା କରାଯାଉଥିଲା|କିନ୍ତୁ ଦୁଃଖର ବିଷୟ ମା-ମ-ଲା ପୁଣିଥରେ ବଢୁଛି|ସମସ୍ତ ରାଜ୍ୟ ଭା-ଇର-ସକୁ ରୋକିବା ପାଇଁ ଦି-ଶା ନିର୍ଦ୍ଦେଶ ଜା-ରି କରି ଲାଗୁ କରିଛନ୍ତି|ଏଥିପାଇଁ ୨୦୨୧ ମଧ୍ୟ ଆଶା ପୂରଣ ହେବ ନାହିଁ ଏହି ଭିଡିଓରୁ ଲକ୍ଷ୍ୟ କରାଯାଉଛି|ଭିଡିଓକୁ ବହୁ ଲୋକ ପ୍ରଶଂସା କରିବା ସହ କମେଣ୍ଟ କରୁଛନ୍ତି|

ତେଣୁ ଆଶା କରାଯାଉଛି ଯେ ସମସ୍ତ ଜିନିଷ ଶୀଘ୍ର ଠିକଠାକ୍ ହୋଇଯିବ|ଆଶାବାଦୀ ଯେ ବିଲେଇ ଭଳି ୨୦୨୧ ଭିଡିଓରେ ବିଲେଇ ଭଳି ପୁଣି ଆଉଥରେ ଫସିବ ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *