ଫା-ଶୀ-ରେ ଝୁଲିଲା ଇଞ୍ଜିନିୟର ଯୁବତୀ, ସୁ-ସା-ଇ-ଡ ନୋଟରେ ଲେଖିଲେ ଜ୍ୟୋତିଷ ବିବାହର ପ୍ରତିଶୃତି ଦେଇ ମୋ ସହ …ଜାଣନ୍ତୁ ପୁରା ଘ-ଟ-ଣା

ସାରା ଦେଶରେ ଆ-ତ୍ମ-ହ-ତ୍ୟା  ମା-ମ-ଲା କମିବାର ନାଁ ମଧ୍ୟ ଧରୁନି | ସମସ୍ତଙ୍କ ପାଖରେ ମ-ରି-ବା-ର ଭିନ୍ନ କାରଣ ରହିଥାଏ | କେହି ଛୋଟ ଛୋଟ କଥାକୁ ନେଇ ଆ-ତ୍ମ ହ-ତ୍ୟା କରିଥାନ୍ତି ତ ଆଉ କେହି ଗ-ମ୍ଭୀ-ର ପରିସ୍ଥିତି ଟଙ୍କା ନ ଥିବାରୁ ଏପରି କରିବାକୁ ବାଧ୍ୟ ହୁଅନ୍ତି | ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ଜଣେ ୨୦ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ନିଜର ଧୋ-କା ଦେଇଥିବା ବୟଫ୍ରେଣ୍ଡଙ୍କୁ ନେଇ ଦୁ-ଖୀ ଥିଲେ | ତେଣୁ ସେ ଫ୍ୟାନରେ ଝୁଲି ଜୀ-ବ-ନ ଦେଇଦେଲେ | ତାଙ୍କ ପାଖରୁ ଗୋଟିଏ ସୁ-ସା-ଇ-ଡ ନୋଟ ମଧ୍ୟ ମିଳିଛି, ଯେଉଁଥିରେ ବୟଫ୍ରେଣ୍ଡର କା-ର୍ଯ୍ୟ-କଳାପ ଉଲ୍ଲେଖ କରାଯାଇଛି |

ବାସ୍ତବରେ, ଏହି ପୁରା ମା-ମ-ଲା ଜବଲପୁରର ମହାରାଜପୁର ପଟେଲ ନଗରର ଅଟେ | ଏଠାରେ GIF ରେ ଜବ କରୁଥିବା ସୁଭାଷ ପଟେଲଙ୍କ ଝିଅ ଅଦିତି ପଟେଲ (୨୦) ଶୁକ୍ରବାର ଦିନ ସୁ-ସା-ଇ-ଡ କରିଦେଇଛନ୍ତି | ଯେତେବେଳେ ଏହି ଘ-ଟ-ଣା ଘ-ଟି-ଲା, ସେତେବେଳେ ଝିଅର ବାପା ସୁଭାଷ ଫ୍ୟାକ୍ଟ୍ରି ଏବଂ ଭାଇ ଆଦିତ୍ୟ ଦୋକାନକୁ ଯାଇଥିଲେ | ସେହିପରି ଝିଅଟିର ମା ସାବିତ୍ରୀ କିଛି ଦିନ ପାଇଁ ବାହାରେ ଥିଲେ | ସୁଭାଷ କହିଛନ୍ତି ଯେ ଅଦିତି ତାଙ୍କୁ ସକାଳେ ଖାଇବାକୁ ମଧ୍ୟ ଦେଇଥିଲେ |

ରାତିରେ ଅଦିତିଙ୍କ ସାଙ୍ଗ ତାଙ୍କ ସହିତ ଦେଖା କରିବାକୁ ଆସିଥିଲେ | ସେ କବାଟକୁ ବହୁତ ବାଡେ଼-ଇଲେ, କଲ କଲେ କିନ୍ତୁ ତାଙ୍କୁ କୌଣସି ପ୍ର-ତି କ୍ରି-ୟା ମିଳି ନଥିଲା | ଏହା ପରେ ସାଙ୍ଗଜଣକ ଅଦିତିଙ୍କ ବାପାଙ୍କୁ ଫୋନ କଲେ | ବାପା ଓ ଭାଇ ଘରକୁ ଆସିଲେ ଏବଂ କବାଟ ଭା-ଙ୍ଗି-ଲେ | ସେ ଦେଖିଲେ ଯେ ଅଦିତି ଫ୍ୟାନରେ ଝୁଲୁଛି | ସେମାନେ ତାଙ୍କୁ ହ-ସ୍ପି-ଟା-ଲ ନେଇଗଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃ-ତ ଘୋ-ଷ-ଣା କରିଥିଲେ | ସେପଟେ ସୁ-ସା-ଇ-ଡ ଖବର ଶୁଣିବା ପରେ ପୋ-ଲି-ସ ମଧ୍ୟ ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚିଥିଲା | ତାଙ୍କୁ ଅଦିତିଙ୍କ ରୁମରୁ ଗୋଟିଏ ସୁ-ସା-ଇ-ଡ ନୋଟ ମିଳିଲା |

ଏହି ସୁ-ସାଇ-ଡ ନୋଟରେ ଅଦିତି ନିଜ ମୃ-ତ୍ୟୁ-ର କାରଣ ପ୍ରେ-ମି-କ ଜ୍ୟୋତିଷ ଦ୍ୱିବେଦୀଙ୍କୁ କହିଥିଲେ | ନୋଟରେ ସେ ଲେଖିଛନ୍ତି ଯେ ମତେ କଥାରେ ଫ-ସା-ଇ-ଥିଲେ | ବିବାହ ପାଇଁ ପ୍ରତି-ସ୍ମୃ-ତି ଦେଲା ଏବଂ ସବୁ ସୀମା ପାର କରିଦେଲା | ସେ ମୋର ଅ-ଶ୍ଳୀ-ଳ ଭିଡିଓ ମଧ୍ୟ ତିଆରି କଲା ଏବଂ ବ୍ଲା-କ-ମେ-ଲ କରିବାକୁ ଲାଗିଲା | ମୋର ତା ଉପରେ ବହୁତ ବିଶ୍ୱାସ ଥିଲା, କିନ୍ତୁ ସେ ମୋର ବିଶ୍ୱାସ ଭା-ଙ୍ଗି ଦେ-ଲା | ସେ ମୋ ଭା-ବ-ନା ସହିତ ଖେଳିଲା, ବିବାହ ପାଇଁ କଥା ଦେଇ ଯାହା ଇଚ୍ଛା ସେୟା କଲା | ତାଙ୍କ ପରିବାର ଲୋକେ ମଧ୍ୟ ମୋତେ ହ-ଇ-ରା-ଣ କରୁଥିଲେ |

ଅଦିତି ସୁ-ସା-ଇ-ଡ ନୋଟରେ ଆଗକୁ ଲେଖିଛନ୍ତି – ବର୍ତ୍ତମାନ ମୁଁ ଜିତିଛି, କିନ୍ତୁ ମୋ ଜୀ-ବ-ନ-କୁ ବ-ର୍ବା-ଦ କରିଥିବା ଜ୍ୟୋତିଷକୁ ଦ-ଣ୍ଡ ମିଳିବା ଉଚିତ | ଏହି ସୁ-ସା-ଇ-ଡ ନୋଟକୁ ଉ-ଦ୍ଧା-ର କରିବାପରେ ଟି.ଆଇ ଶିଲେଶ ମିଶ୍ର କହିଛନ୍ତି ଯେ ସେମାନେ ଏହାକୁ ହ୍ୟା-ଣ୍ଡ-ରା-ଇଟି-ଙ୍ଗ ଏ-କ୍ସପୋ-ର୍ଟଙ୍କଠାରେ ଯା-ଞ୍ଚ କରାଇବେ | ସେପଟେ ଅଦିତିଙ୍କ ପରିବାର ଆଧାରତାଲ ଥା-ନାରେ ପହଞ୍ଚିଥିଲେ | ଏଠାରେ ସେମାନେ ଆ-କ୍ସ-ନ ନ ହେଉଥିବାର ଆ-ରୋ-ପ ଲଗାଇ ହ-ଙ୍ଗା-ମା କରିଛନ୍ତି | ସବୁ ପ୍ରମାଣ ଏବଂ ଯା-ଞ୍ଚ ଆଧାରରେ ହିଁ କୌଣସି ଆ-କ୍ସ-ନ ନିଆଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *