ଆଇପିଏଲ ଆରମ୍ଭ ପୂର୍ବରୁ RCB ଦଳକୁ ବଡ ଝ-ଟ-କା, ଆଉ ଜଣେ କ୍ରିକେଟରଙ୍କୁ କରୋନା

ଆଇପିଏଲ ସିଜିନ-୧୪ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ, ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ସ-ଙ୍କ-ଟ ଦେଖାଦେଇଛି। ମ୍ୟାଚ୍ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝ-ଟ-କା ଲାଗିଛି।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଡାନିଏଲ ସାମ୍ସ କରୋନାରେ ଆ-କ୍ରା-ନ୍ତ ହୋଇଛନ୍ତି। ଏହି ସମ୍ପର୍କରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଓପନର ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଦିକ୍କାଲଙ୍କ ପରେ ଦ୍ୱିତୀୟ ଖେଳାଳି ହେଉଛନ୍ତି ଡାନିଏଲ ସାମ୍ସ। ଡାନିଏଲ କରୋନା ପ-ଜିଟି-ଭ ଚିହ୍ନଟ ହୋଇଛନ୍ତି। କରୋନା ସଂ-କ୍ରମ-ଣରେ ଆ-କ୍ରା-ନ୍ତ ହେବାପରେ ସେ ଆଇସୋଲେସନରେ ଅଛନ୍ତି।

ଡାନିଏଲ ଯେତେବେଳେ ହୋଟେଲରେ ପହଞ୍ଚିଥିଲେ,ସେତେବେଳେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଉ ତାଙ୍କର ଟେଷ୍ଟ ରି-ପୋ-ର୍ଟ ନେଗେଟିଭ ଆସିଥିଲା। କିନ୍ତୁ, ପରେ ତାଙ୍କର ରି-ପୋ-ର୍ଟ ପଜିଟିଭ ଆସିଥିଲା।

Google

ଡାନିଏଲ ସାମ୍ସ ଅଷ୍ଟ୍ରେଲିଆ ଦଳ ତରଫରୁ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଅଷ୍ଟ୍ରେଲିଆ ସହିତ ଦିଲ୍ଲୀ କାପିଟାଲ୍ସ ପାଇଁ ମଧ୍ୟ ସେ ୩ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି। ଚଳିତ ବର୍ଷ ଦିଲ୍ଲୀ କାପିଟାଲ୍ସ ସାମ୍ସଙ୍କୁ ରି-ଲି-ଜ କରିଥିଲା। ଆଉପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ନି-ଲା-ମରେ କିଣିଛି।

ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ ୯ ତାରିଖରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଓ ବାଙ୍ଗଲୋର ମଧ୍ୟରେ କ୍ରିକେଟ ଖେଳାଯିବ। ଆଉ ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *