କି ଷ୍ଟଣ୍ଟରେ ବାପ : ପବନରେ ଷ୍ଟଣ୍ଟ କରି ବ୍ୟକ୍ତିଜଣକ ଦେଖାଇଲେ ଚମତ୍କାର ପ୍ରଦର୍ଶନ,ଦେଖନ୍ତୁ ଭିଡିଓ

ସାରା ଦୁନିଆରେ ବହୁତ ଟ୍ୟାଲେଣ୍ଟେଡ ଲୋକ ଥାଆନ୍ତି | କିଛି ଲୋକଙ୍କ ଭିତରେ ତ ଏତେ ଅଦ୍ଭୁତ ଟ୍ୟାଲେଣ୍ଟ ଥାଏ ଯେ ସେମାନେ କେତେବେଳେ ଯେ ଏହାକୁ ପ୍ରଦର୍ଶନ କରନ୍ତି, ଆପଣ ଭାବି ମଧ୍ୟ ପାରିବେ ନାହିଁ | ଯାହାକୁ ଦେଖି ଆମ ଆଖି ଲାଖିଯାଏ ଏବଂ ଆମେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଯେ ପ୍ରକୃତରେ ସେ ଏପରି କେମିତି କଲେ | ସୋସିଆଲ ମିଡିଆରେ ମଧ୍ୟ ଏପରି ଟ୍ୟାଲେଣ୍ଟେଡ ଲୋକଙ୍କର ବହୁତଗୁଡ଼ିଏ ଭିଡିଓ ଭାଇରାଲ ହୋଇଥାଏ | ଏପରି ଗୋଟିଏ ଭିଡିଓ ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ବୁଲାଇଦେବ |

ଏହି ଭିଡିଓକୁ ଆଇପିଏସ ଅଫିସର ଦିପାନସୁ କାବ୍ରା ସେୟାର କରିଛନ୍ତି | ଭିଡିଓକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଭିଡିଓ ସେୟାର କରି ଆଇପିଏସ ଏହାର କ୍ୟାପସନରେ ଲେଖିଛନ୍ତି, ‘ ସବୁକିଛି ଅସମ୍ଭବ ଲାଗିଥାଏ, ଯେପର୍ଯ୍ୟନ୍ତ ତାହାକୁ ପୁରା ନ କରାଯାଏ |’

ଦେଖନ୍ତୁ ଭିଡିଓ :-

ଖତରନାକ ଷ୍ଟଣ୍ଟ କରୁଥିବାର ଜଣେ ବ୍ୟକ୍ତିଙ୍କର ଏହି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି, ଯେଉଁଥିରେ ସେ ମାଟିରୁ ଷ୍ଟଣ୍ଟ କରି ଚେୟାରକୁ ପାର କରି ଟେବୁଲ ଉପରେ ରଖାଯାଇଥିବା ପାଣି ପାତ୍ରରେ ନିଜର ମୁଣ୍ଡ ରଖୁଛନ୍ତି | ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ପ୍ରକୃତରେ ଏପରି କରିବାର କ’ଣ ଆବଶ୍ୟକତା ଅଛି ? ଏହା ବହୁତ କଷ୍ଟକର ଅଟେ |

ଭିଡିଓ ସହିତ ଅଫିସର ଗୋଟିଏ ଚେତାବନୀ ନୋଟ ମଧ୍ୟ ଦେଇଛନ୍ତି ଏବଂ ଏହି ଷ୍ଟଣ୍ଟକୁ ଚେଷ୍ଟା ନକରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି | ଲୋକମାନେ ଏହି ଭିଡିଓକୁ ସେୟାର କରିବା ସହିତ ଏହା ଉପରେ ବହୁତଗୁଡିଏ କମେଣ୍ଟସ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *