ପୁଣି ଦ୍ରୁ-ତ ଗତିରେ ବଢିଲା କରୋନା,ଆଜି ପାଖାପାଖି ୮୦୦ ପ-ଜିଟି-ଭ ଚି-ହ୍ନ-ଟ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ୮୦୦ ଶହ ଜଣ ନୂଆ ପ-ଜିଟି-ଭ ଚି-ହ୍ନ-ଟ ହୋଇଛନ୍ତି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୯୧ ଜଣ କରୋନା ପ-ଜିଟି-ଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୫୯ ଜଣ ଥିବା ସମୟରେ ଲୋକାଲ ୩୩୨ ଜଣ କରୋନାରେ ସଂ-କ୍ରମ-ଣ ହୋଇଛନ୍ତି ଏବଂ ପୁରୀରୁ ଜଣେ ଆ-କ୍ରା-ନ୍ତଙ୍କର ମୃ-ତ୍ୟୁ ଘ-ଟି-ଛି।

ସେହିପରି ଭାବରେ ଅନୁଗୁଳରୁ ୧୭ ଜଣ,ବଲାଙ୍ଗୀରରୁ ୧୪ ଜଣ,ବାଲେଶ୍ବରରୁ ୬ ଜଣ,ଭଦ୍ରକରୁ ୧୦ ଜଣ,ବରଗଡରୁ ୪୮ ଜଣ,ବୌଦ୍ଧରୁ ୨ ଜଣ,ଦେବଗଡରୁ ଜଣେ,କଟକରୁ ୪୬ ଜଣ,ଢେଙ୍କାନାଳରୁ ୩ ଜଣ,ଜଗତସିଂହପୁରରୁ ୯ ଜଣ,ଗଞ୍ଜାମରୁ ୯ ଜଣ,ମୟୁରଭଞ୍ଜରୁ ୨୪ ଜଣ,ମାଲକାନଗିରିରୁ ୨ ଜଣ,କୋରାପୁଟରୁ ୯ ଜଣ,ଖୋର୍ଦ୍ଧାରୁ ୧୧୮ ଜଣ,କେଉଁଝରରୁ ୩୯ ଜଣ,କେନ୍ଦ୍ରାପଡ଼ାରୁ ଜଣେ,କନ୍ଧମାଳରୁ ୪ ଜଣ,କଳାହାଣ୍ଡିରୁ ୩୮ ଜଣ,ଝାରସୁଗୁଡ଼ାରୁ ୩୧ ଜଣ,ଯାଜପୁରରୁ ୧୬ ଜଣ,ନବରଙ୍ଗପୁରରୁ ୨୩ ଜଣ,ନୟାଗଡରୁ ୭ ଜଣ,ନୂଆପଡ଼ାରୁ ୩୧ ଜଣ,ପୁରୀରୁ ୪୩ ଜଣ,ରାୟଗଡ଼ାରୁ ୧୪ ଜଣ,ସମ୍ବଲପୁରରୁ ୪୫ ଜଣ,ସୋନପୁରରୁ ୭ ଜଣ,ସୁନ୍ଦରଗଡରୁ ୧୪୭ ଜଣ,ଷ୍ଟେଟପୁଲରୁ ୨୭ ଜଣ ପ-ଜିଟି-ଭ ଚି-ହ୍ନ-ଟ ହୋଇଛନ୍ତି।

ଆଉ ଅନ୍ୟପାର୍ଶ୍ୱରେ ରାଜ୍ୟରେ ନୂଆ ଆ-କ୍ରା-ନ୍ତଙ୍କ ସଂଖ୍ୟା ମିଶାଇ ପ-ଜିଟି-ଭ ସଂଖ୍ୟା ୩,୪୪,୬୪୭କୁ ବୃଦ୍ଧି ପାଇଛି। ୩,୩୮,୪୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୨୫୫ ଜଣ ଆ-କ୍ଟି-ଭ କେ-ସ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *